ଆଜିଠୁ ଦୁଇଦିନ Nationwide ଭାରତ ବନ୍ଦ,ଏହି ସମୟ ରେ କଣ ଖୋଲା ରହିବା ଓ କଣ ସବୁ ବନ୍ଦ ହେବ ନିହାତି ଜାଣିରଖନ୍ତୁ…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ବର୍ତ୍ତମାନ ସମୟରେ ଏକ ବହୁତ ବଡ଼ ଖବର ଶୁଣିବାକୁ ମିଳିଛି।ଏହି ଘଟଣା ଏବେ ଚାରିଆଡେ ପ୍ରସାରିତ ହେବାରେ ଲାଗିଛି।

ତେବେ ମିଳିଥିବା ଏହି ଖବର ଅନୁସାରେ ଆଜି ଏବଂ କାଲି ଭାରତ ବନ୍ଦ।ଏହି ଦୁଇଦିନ ଗଡିବ ନାହିଁ ଅଖ ଚକ।ତେବେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ଯୋଜନାକୁ ବିରୋଧ କରି କେନ୍ଦ୍ରୀୟ ଷ୍ଟେଟ ୟୁନିଅନ ସଂଘଟନ ଏକ ଭାରତ ବନ୍ଦ ଡାକରା ଦେଇଛି।ଏହି ଆନ୍ଦୋଳନ ପାଇଁ ସାର୍ଵ ଭାରତୀୟ ବ୍ୟାଙ୍କ କର୍ମଚାରୀ ସାମିଲ ହେବାପାଇଁ ନିଷ୍ପତ୍ତି ନେଇଛି।

ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକୁ ଘରୋଇ କରଣ ଏବଂ ବ୍ୟକିଙ୍ଗ ଲଞ୍ଚ ଅମେଟମଣ୍ଟ ବିଲ ୨୦୨୧କୁ ବିରୋଧ କରି ବ୍ୟାଙ୍କ ସଂଘ ଗୁଡିକ ଏହି ଆନ୍ଦୋଳନରେ ସାମିଲ ହେବାପାଇଁ ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ରସରକାରଙ୍କ କୃଷକ ମାରଣ ଜନ ବିରୋଧୀ ଏବଂ ରାଷ୍ଟ୍ର ବିରୋଧୀ ନୀତି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦର ବୃଦ୍ଧି

, ପି ପି ଏଫ ଧାରୀଙ୍କୁ ଜମା ଉପରେ ଶୁଦ୍ଧ ହାର ହ୍ରାସ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି।ବ୍ୟାଙ୍କ ୟୁନିଅନ ନିର୍ମାଣ ଶ୍ରମିକ, ଵିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଙ୍ଘ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି।ଖାଲି ଏତିକି ନୁହଁ ବରଂ ଏହା ସହିତ କୋଇଲା ଷ୍ଟିଲ, ତୈଳ, ଡାକ, ଦୂର ସଂଚାର ଏବଂ ଆୟକର ବିଭାଗ ଇତ୍ୟାଦି ସେକ୍ଟରରେ କାର୍ୟ୍ଯ କରୁଥିବା କର୍ମଚାରୀ ମାନେ ମଧ୍ୟ ଏହି ଆନ୍ଦୋଳନକୁ ସାମର୍ଥନ ଜଣାଇଛନ୍ତି।

ଏବଂ ସେମାନେ ମଧ୍ୟ ଏହି ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।ଏହି ବନ୍ଦକୁ ନେଇ ବ୍ୟାଙ୍କ ସେବା ପ୍ରଭାବିତ ରହିବ ବୋଲି ଏସ ବି ଆଇ ନିଜ ଗ୍ରାହକଙ୍କୁ ସୂଚନା ଦେଇଛି।ତେବେ ଭାରତ ବନ୍ଦରେ ଗାଡି ମଟର ଚଳାଚଳ କରିବ କି ନାହିଁ ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ।ତେବେ ବର୍ତ୍ତମାନ ସମୟରେ ଏହା ଏକ ବହୁତ ବଡ଼ ଖବର ଅଟେ।

Leave a Reply

Your email address will not be published. Required fields are marked *