ଋତୁସ୍ରାବ ବେଳେ କଣ ଖାଇବେ ନାହିଁ,ଏହି ସବୁ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବଡ ଅସୁବିଧା ପଡିପାରେ Dietician Sushree ତପସ୍ୱିନୀ ଦାସ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଝିଅ ମାନଙ୍କ ଜୀବନରେ ପିରିୟଡ଼ସ ନହେଲେ ବି ଅସୁବିଧା ହୋଇଥାଏ ଏବଂ ପିରିୟଡ଼ସ ଅଧିକ ହେଲେ ମଧ୍ୟ ଅସୁବିଧା ହୋଇଥାଏ।

ଅଧିକ ମାତ୍ରାରେ ହେଲେ ଏନିମେକ ହୋଇଥାଏ ଏବଂ ବିଲକୁଳ ନହେଲେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୋଇଥାଏ।ତେବେ ଆପଣଙ୍କୁ ପିରିୟଡ଼ସ ଟାଇମରେ ମନେ ରଖିବା ଦରକାର ଯେ ଆପଣଙ୍କୁ କେବେ ଶରୀରକୁ ଥଣ୍ଡା ରଖିବା ଉଚିତ ନୁହେଁ।ଯେପରିକି ଫ୍ରିଜ ପାଣି, କୋଲଡ଼ ଡ୍ରିଙ୍କ ବାସୀ ପଖାଳ, ଖଟା ଦହି ଏବଂ ଯେତେ ନାଳ ଜାତୀୟ ଜିନିଷ ରହିଲା

ଯେପରିକି ସାରୁ, ଭେଣ୍ଡି, ପୋଇ ଏପରି ନାଳୁଆ ଜିନିଷ ମ୍ୟୁକସ ଜାତୀୟ ଜିନିଷ ଏସବୁ ଜିନିଷ ଆମେ ଖାଇବା ନାହିଁ।ଆମେ ଯେତେ ଗରମ ଜାତୀୟ ଜିନିଷ ତାକୁ ଖାଇବା ଉଚିତ।ଫ୍ରେସ ଗରମ ଗରମ ଭାତ ଏହା ସହିତ ପତଳା ଡାଲି ଏହା ସହିତ ବିଭିନ୍ନ ପ୍ରକାର ଭଲ ପ୍ରୋଟିନ ଯେଉଁ ରହୁଛି ଏହା ସହତ ଭଲ କ୍ୱାଲିଟି କ୍ୟାଲସିୟମ ନେବା ଏବଂ ଗରମ ଉଷୁମ ଉଷୁମ କ୍ଷୀର ପିଇବା

ଏହା ସହିତ ଯେତେ ପରିବା ଅଛି ତାକୁ ମଧ୍ୟ ଖାଇବା ଆମର ଋତୁ ଅନୁସାରେ ଯେଉଁ ଫଳ ଆସେ ଯେପରି ସେଓ, ପିଜୁଳି ସବୁ ଆସୁଛି ଏହା ନେବା।ଏହା ସହିତ ଚୁଡା ଛତୁଆ ମଧ୍ୟ ଖାଇବା ଉଚିତ।କିନ୍ତୁ ଆପଣଙ୍କୁ ମିଠା ଜାତୀୟ ଖାଦ୍ୟକୁ ଖାଇବା ଉଚିତ ନୁହେଁ କାରଣ ସେତେବେଳେ ଆମର ଇନସୁଲିନ ଭଲ ଭାବରେ କ୍ଷରଣ ହୁଏ ନାହିଁ।

ଏଥିପାଇଁ ସେ ଭଲ ଭାବରେ ବ୍ଲଡ଼ ସୁଗାର କ୍ଷରଣ କରେ।ଏଥିପାଇଁ ଅଧିକ ଫ୍ୟାଟ ଜାତୀୟ ଜିନିଷ ଯେପରି ଅଧିକ ଫ୍ୟାଟ ଜାତୀୟ ଜିନିଷ ଏବଂ ବାହାରର ଫାଷ୍ଟ ଫୁଡ଼ ଓ ପ୍ରେଷ୍ଟ୍ରି ଯେଉଁଥିରେ ଅଧିକ ମାତ୍ରାରେ ମଇଦା ଏବଂ ତେଲ ଥାଏ।ଏହି ସବୁ ଜିନିଷ ଠାରୁ ଦୂରରେ ରହିବେ ଏବଂ ଏହା ସହିତ ଚିପ୍ସ ଆଇଟମ ଠାରୁ ଦୂରରେ ରହିବେ।

ଏହା ସହିତ ଯାହା ଦରସିଝା ଖାଦ୍ୟ ଯାହାକି ଆମେ ସହଜରେ ହଜମ କରିପାରି ନଥାଉ ଯେପରି ବାସୀ ବିରି ଏହିସବୁ ଜିନିଷ ଯାହା ବି ଖାଇବେ ସ୍ୱଚ୍ଛ ଖାଆନ୍ତୁ ଏହା ସହିତ ରୁଟି ଏବଂ ତରକାରୀ ମଧ୍ୟ ଖାଆନ୍ତୁ।ଏହା ସହିତ ମଝିରେ ମଝିରେ କାଢ଼ା ଏବଂ ସୁପ ମଧ୍ୟ ଖାଆନ୍ତୁ।ଚାହା ଏବଂ କଫି ପିଇବା ଦ୍ୱାରା ଆଇରନ ଭଲ ଭାବରେ ମିଶିପାରେ ନାହିଁ।

Leave a Reply

Your email address will not be published. Required fields are marked *