ଓଡ଼ିଆ ସିରିଏଲ ନୂଆ ବୋହୁ ର କଳାକାର ମାନଙ୍କ Real Life ମା ମାନକୁ ଦେଖିଲେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ,ଦେଖନ୍ତୁ କାହା ମା କେତେ ସୁନ୍ଦର

Spread the love

ଆମେ ପ୍ରତିଦିନ ନୂଆ ବୋହୂ ଚଳଚ୍ଚିତ୍ର ଦେଖୁ।ହେଲେ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତା ମାନଙ୍କ ବିଷୟରେ ଓ ସେମାନଙ୍କର ପରିବାର ବିଷୟରେ ଆମେ କିଛି ତଥ୍ୟ ଆଜି ଏଠାରେ ଆଲୋଚନା କରିବା।ତେବେ ଏହି ଚଳଚ୍ଚିତ୍ର ଖୁବ କମ ସମୟ ମଧ୍ୟରେ ଅନେକ ନାମ କମାଇ ପାରିଛି।ଏହା ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ସେମାନଙ୍କର ଅଭିନୟ ମାଧ୍ୟମରେ ଏହି ଚଳଚ୍ଚିତ୍ରକୁ ଅନେକ ଲୋକପ୍ରିୟ କରି ପାରିଛନ୍ତି।ଏହା ସହିତ ସେମାନେ ଖୁବ କମ ସମୟ ମଧ୍ୟରେ ଏହି ଚଳଚ୍ଚିତ୍ରକୁ ଏକ ପ୍ରତିଷ୍ଠା ଦେଇ ପାରିଛନ୍ତି।

ତେବେ ଏହି ଚଳଚ୍ଚିତ୍ର ବର୍ତ୍ତମାନ ଏକ ନୂଆ ରୂପରେ ଜନତାଙ୍କ ସମ୍ମୁଖକୁ ଆସିବାକୁ ଯାଉଛି।

ମିତାଲି:- ସେ ଏହି ଚଳଚ୍ଚିତ୍ରରେ ରାଧିକା ଭୂମିକାରେ ଅଭିନୟ କରୁଛନ୍ତି।ତେବେ ସେ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କୁ ଆକର୍ଷିତ କରି ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ତାଙ୍କର ଏହି ଚଳଚ୍ଚିତ୍ରରେ ଅଭିନୟ କରିବାର ବିଶେଷ ଶୈଳୀ ତାଙ୍କୁ ଅଧିକ ଆକର୍ଷିତ କରି ପାରିଛି।ସେ ନିଜର ମାତାଙ୍କ ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ଛାଡୁ ଥିବାର ଅନେକ ସମୟରେ ଦେଖା ଯାଇଛି।

ଜଗଜିତ ପାଲ:- ସେ ଏହି ଚଳଚ୍ଚିତ୍ରରେ ସାତ୍ୱିକ ଭୂମିକାରେ ଅଭିନୟ କରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ନିଜର ଅନୁଗତ କରାଇ ପାରିଛନ୍ତି।ତାଙ୍କର ଅଭିନୟ ପାଇଁ ସେ ଅନେକ ପ୍ରତିଷ୍ଠା ଲାଭ କରି ପାରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ପିତା ଓ ମାତାଙ୍କ ସହିତ ରହୁଛନ୍ତି।

ନିତୁ ମିଶ୍ର:- ସେ ଏହି ଚଳଚ୍ଚିତ୍ରରେ ପଦ୍ମା ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଅନେକ ଲୋକପ୍ରିୟତା ହାସଲ କରି ପାରିଛନ୍ତି।ତାଙ୍କର ଅଭିନୟ ମାଧ୍ୟମରେ ସେ ଏହି ଚଳଚ୍ଚିତ୍ରକୁ ମଧ୍ୟ ଅନେକ ଲୋକପ୍ରିୟ କରି ପାରିଛନ୍ତି।ତାଙ୍କର ଏକ ଛୋଟ ଭଉଣୀ ମଧ୍ୟ ଅଛି।ଏହା ସହିତ ସେ ନିଜର ପରିବାର ସହିତ ବର୍ତ୍ତମାନ ରହୁଛନ୍ତି।

କ୍ରିଷ୍ଣା କର:- ସେ ଏହି ଚଳଚ୍ଚିତ୍ରରେ ରାଜ ରାଜେନ୍ଦ୍ର ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କର ଅଭିନୟ ଅନେକ ଲୋକଙ୍କୁ ଆକର୍ଷିତ କରି ପାରିଛି।ତାଙ୍କର ସେହି କ୍ରୋଧିତ ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନରେ ଏକ ବିଶେଷ ଜାଗା ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ମଧ୍ୟ ବର୍ତ୍ତମାନ ନିଜର ପରିବାର ସହିତ ରହୁଛନ୍ତି।

ଲୋପାମୁଦ୍ରା ଦାସ:- ସେ ଏହି ଚଳଚ୍ଚିତ୍ରରେ ଲୋପା ଭୂମିକାରେ ଅଭିନୟ କରୁଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ଆକର୍ଷିତ କରି ପାରନ୍ତି।ତେବେ ସେ ବର୍ତ୍ତମାନ ନିଜର ପରିବାର ସହିତ ରହୁଛନ୍ତି।

Leave a Reply

Your email address will not be published. Required fields are marked *