DIPU କଟକର କୁନି ଚା ବାଲା,୧୧ ବର୍ଷର ପିଲା ବିକ୍ରି କରୁଛନ୍ତି ଚାହା ଆଉ ପାଠ ପଢୁଛନ୍ତି ଏହି କୁନି ପିଲା,ଦେଖିବା ପରେ ଆଖି ରେ ଆସିଯିବ ଖୁସି ର ଲୁହ..ଦେଖନ୍ତୁ Video

Spread the love

ତେବେ ଆମେ ସମସ୍ତେ ଏହି ମହାମାରୀ କିପରି ଭାବରେ ନିଜର ତାଣ୍ଡବ ଚଳାଇ ଥିଲା ଏହା ଆମେ ସମସ୍ତେ ଭଲ ଭାବରେ ଦେଖିଛୁ।ତେବେ ଏହି ମହାମାରୀ ସମୟରେ ଅନେକ ଲୋକ ଅନେକ ପ୍ରକାରର ଅସୁବିଧାର ଶିକାର ମଧ୍ୟ ହୋଇଛନ୍ତି।ତେବେ ଆମେ ବର୍ତ୍ତମାନ ଏହି ମହାମାରୀ ସମୟରେ ଏକ ଛୋଟ ପିଲା କିପରି ଭାବରେ ନିଜର ପରିବାରର ପ୍ରତିପୋଷଣ କରୁଛି ଏହା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।

ତେବେ କଟକ ଯାଉଁଳିଆ ସାହିରେ ରହୁଥିବା ସୁରେଶ ଚୌଧୁରୀ ଓ ସରସ୍ଵତୀ ଚୌଧୁରୀଙ୍କ ପୁଅ ହେଉଛନ୍ତି ଦିପୁ।ସେ ଚୌଧୁରୀ ବଜାର ମୁନିସିପାଲଟି ସ୍କୁଲର ପଞ୍ଚମ ଶ୍ରେଣୀରେ ପାଠ ପଢନ୍ତି।ତେବେ ସେ ପାଠ ପଢିବା ସହିତ ଚାହା ମଧ୍ୟ ବିକ୍ରି କରି ନିଜର ପରିବାରକୁ ସାହାଯ୍ୟ କରନ୍ତି।ତେବେ ତାଙ୍କର ପରିବାର ଏହି ମହାମାରୀ ସମୟରେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏହା ସହିତ ଏହି ମହାମାରୀ ସମୟରେ ସେ ନିଜର ପରିବାର ଲୋକଙ୍କୁ କିଛି ସାହାଯ୍ୟ କରିବା ପାଇଁ ନିଜେ ଚାହା ବିକ୍ରି କରି ପାଠ ପଢ଼ିବା ପାଇଁ ଚିନ୍ତା କରିଥିଲେ।ଏହା ସହିତ ସେ ସେହିପରି ମଧ୍ୟ କରିବା ଆରମ୍ଭ କରି ଦେଇଥିଲେ।ତେବେ ସକାଳ ୬ ହେବା ପରେ ସେ ନିଜର ଛୋଟ ସାଇକେଲରେ ଚାହା କେଟିଲ ଧରି ବାହାରି ପଡନ୍ତି ଚାହା ବିକ୍ରି କରିବା ପାଇଁ

ଏହା ସହିତ ସେ ସମସ୍ତ ଘର ସମ୍ମୁଖରେ ଯାଇ ପହଞ୍ଚି ଯାଆନ୍ତି।ତେବେ ଅନେକ ଲୋକ ତାଙ୍କ ପାଖରୁ ଚାହା କିଣି ମଧ୍ୟ ପିଇ ଥାଆନ୍ତି।ଏହିପରି ଭାବରେ ସେ ନିଜର ଚାହା ବିକ୍ରି କରିଥାନ୍ତି।ତେବେ ସେ ଚାହା ବିକ୍ରି କରିବା ପରେ ନିଜର ଘରକୁ ଫେରି ଆସନ୍ତି।ଏହା ସହିତ ଚାହା ବିକ୍ରି କରି ସେ ନିଜର ପାଠ ପଢିବା କାର୍ଯ୍ୟ ମଧ୍ୟ କରି ଥାଆନ୍ତି।

ତେବେ ଚାହାରୁ ଯାହା ଲାଭ ହୋଇଥାଏ ସେହି ଟଙ୍କାରୁ ସେ କିଛି ନିଜର ପିତାଙ୍କୁ ଦେଇ ଥାଆନ୍ତି ଏହା ସହିତ ବାକି ସମସ୍ତ ବଳକା ଟଙ୍କା ସେ ନିଜର ପାଠ ପଢ଼ିବା ପାଇଁ ବ୍ୟବହାର କରି ଥାଆନ୍ତି।ଏହିପରି ଭାବରେ ସେ ନିଜର ପାଠ ପଢା କରି ଥାଆନ୍ତି।ତେବେ ତାଙ୍କର ପାଠ ପଢା ସେ ବର୍ତ୍ତମାନ ସମୂର୍ଣ୍ଣ ଭାବରେ ନିଜେ କରୁଛନ୍ତି।

ଏହା ସହିତ ତାଙ୍କର ଏହି ପ୍ରୟାସ ଦେଖି ଅନେକ ଲୋକ ବର୍ତ୍ତମାନ ତାଙ୍କୁ ସାବାସି ଦେଉଛନ୍ତି।ଏହା ସହିତ ତାଙ୍କର ପିତା ମାତା ମଧ୍ୟ କାମ କରି ନିଜର ପରିବାରକୁ ଅନେକ ସାହାଯ୍ୟ କରି ଥାଆନ୍ତି।ତେବେ ସେ ଏତେ ଅଳ୍ପ ବୟସରୁ ଏପରି ଭାବରେ ନିଜର ପରିବାରର ସମସ୍ତ ଦାୟିତ୍ବ ନେଇ ଥିବାର ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ଅନେକ ପ୍ରଶଂସା କରି ଥାଆନ୍ତି।

ତେବେ ସେ ପ୍ରତିଦିନ ସକାଳୁ ଚାହା ବିକ୍ରି କରିବା ସହିତ ୨ ଘଣ୍ଟା ମଧ୍ୟ ପାଠ ପଢି ଥାଆନ୍ତି।ତେବେ ତାଙ୍କର ପାଠ ପଢା ପାଇଁ ମଧ୍ୟ ଆଗ୍ରହ ଦେଖି ଅନେକ ଲୋକ ତାଙ୍କୁ ପାଠ ପଢିବା ପାଇଁ ପ୍ରୋତ୍ସାହିତ କରି ଥାଆନ୍ତି।

Leave a Reply

Your email address will not be published. Required fields are marked *