ଆସିଲା ସବୁଠୁ ବଡ ଖୁସି ଖବର,ଏକାବେଳେ ୨୫ ଟଙ୍କା ଶସ୍ତା ହେବ Petrol,ଏହି ଦିନ ରୁ ଲାଗୁହେବ ନୂଆ ଦାମ..ଦେଖନ୍ତୁ Video

Spread the love

ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶରେ ପେଟ୍ରୋଲ ଦର ବଢିବାରେ ଲାଗିଛି।ଏହା ସହିତ ପେଟ୍ରୋଲ ଦର ଏପରି ଭାବରେ ବଢିବା ଫଳରେ ଏହାର ଅନେକ ଖରାପ ପ୍ରଭାବ ଆମ ଦେଶର ଲୋକମାନଙ୍କ ଉପରେ ପଡୁଛି।ତେବେ ଅନେକ ଲୋକ ପେଟ୍ରୋଲ ଦର ବଢିବା କାରଣରୁ ସଠିକ ଭାବରେ କୌଣସି କାର୍ଯ୍ୟ କରି ପାରୁ ନାହାଁନ୍ତି।ହେବେ ଗରିବ ମଧ୍ୟବିତ୍ତ ଲୋକମାନଙ୍କ ଉପରେ ଏହି ପେଟ୍ରୋଲ ଦର ବଢିବା ଅନେକ ଗଭୀର ପ୍ରଭାବ ମଧ୍ୟ ପକାଉଛି।

ତେବେ ବର୍ତ୍ତମାନ ଝାଡଝଣ୍ଡ ରାଜ୍ୟ ସରକାର ବର୍ତ୍ତମାନ ନିଜର ରାଜ୍ୟରେ ପେଟ୍ରୋଲ ଦର କମାଇବା ପାଇଁ ନିଷ୍ପତି ନେଇଛନ୍ତି।ତେବେ ଝାଡଖଣ୍ଡ ରାଜ୍ୟରେ ବିପିଏଲ କାର୍ଡ ଧାରୀ ପାଇବେ ପେଟ୍ରୋଲ ଓ ଡିଜେଲ ୨୫ ଟଙ୍କା କମ ଦରରେ।ତେବେ ସାଧାରଣ ଲୋକମାନେ ସମସ୍ତେ ପେଟ୍ରୋଲ ସମାନ ଦରରେ କିଣୁଛନ୍ତି

କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଏପରି ଘୋଷଣା ପରେ ଯେଉଁମାନେ ଗରିବ ସୀମାରେଖା ତଳେ ଅଛନ୍ତି ସେମାନଙ୍କୁ ମିଳିବ ବର୍ତ୍ତମାନ କମ ଦରରେ ପେଟ୍ରୋଲ।ଯାହା ଫଳରେ ଏହା ସେମାନଙ୍କ ପାଇଁ କିଛି ମାତ୍ରାରେ ଲାଭଦାୟକ ହୋଇ ପାରିବ।ତେବେ ଜାନୁଆରୀ ୨୬ ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।

ତେବେ ତାଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସମାରୋହର ଆୟୋଜନ କରା ଯାଇଥିଲା।ସେହି ସମାରୋହରେ ମୁଖ୍ୟମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ଘୋଷଣା କରିଥିଲେ ବୋଲି ବର୍ତ୍ତମାନ ଶୁଣିବାକୁ ମିଳୁଛି।ଏହା ସହିତ ଏହାର ଫଳରେ ବର୍ତ୍ତମାନ ଅନେକ ଲୋକ ଅନେକ ମାତ୍ରାରେ ଉପକୃତ ହେବେ।

ଏହା ସହିତ ସେମାନଙ୍କ ଜୀବନ ଶୈଳୀ କିଛି ମାତ୍ରାରେ ପରିବର୍ତ୍ତନ ହେବ ବୋଲି ମଧ୍ୟ ଆଶା ରହିଛି।ତେବେ ଓଡ଼ିଶା ମଧ୍ୟ ଏହାର ଏକ ପଡୋଶୀ ରାଜ୍ୟ ଅଟେ।ତେବେ ଓଡ଼ିଶା ଏକ ପଡୋଶୀ ରାଜ୍ୟ ହୋଇ ମଧ୍ୟ ଓଡ଼ିଶା ସରକାର ଏହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇ ନାହାଁନ୍ତି।

ତେବେ ବର୍ତ୍ତମାନ କିନ୍ତୁ ଏହା ଆଶା କରାଯାଉଛି କି ରାଜ୍ୟ ସରକାର ନିଶ୍ଚୟ ଭାବରେ ଗରିବ ସୀମାରେଖା ତଳେ ଥିବା ଲୋକମାନଙ୍କ ପାଇଁ କିଛି ମାତ୍ରାରେ ସୁବିଧା କରି ପାରନ୍ତି।ଏହା ସହିତ ରାଜ୍ୟ ସରକାର ବର୍ତ୍ତମାନ ଏହା ଉପରେ କେଉଁ ନିଷ୍ପତି ନେବେ ଏହା ଦେଖିବାକୁ ବାକି ରହିଲା।ତେବେ ଝାଡଖଣ୍ଡ ରାଜ୍ୟ ସରକାର ବର୍ତ୍ତମାନ ଏହି ଘୋଷଣା କରିବା ପରେ ବର୍ତ୍ତମାନ ଅନେକ ଲୋକ ଏହି ଘୋଷଣାରେ ଖୁସି ଥିବା ଜଣା ପଡ଼ିଛି।

ଏହା ସହିତ ଲୋକମାନେ ମଧ୍ୟ ଏହି ଘୋଷଣା ଫଳରେ ଅନେକ ଉପକୃତ ହୋଇ ପାରିବେ ବୋଲି ଅନେକ ଲୋକ କହିଛନ୍ତି।ଏହା ସହିତ ଏହାର ପ୍ରଭାବ ବର୍ତ୍ତମାନ ଅନେକ ରାଜ୍ୟ ଉପରେ ପଡ଼ିବାକୁ ଯାଉଛି।ତେବେ ସମସ୍ତ ରାଜ୍ୟ ସରକାର ବର୍ତ୍ତମାନ ହୁଏତ ନିଜର ରାଜ୍ୟରେ ଲୋକମାନଙ୍କ ପାଇଁ ଏହିଭଳି ଭାବରେ କିଛି ନିଷ୍ପତି ନେଇ ପାରନ୍ତି।ଯାହା ଫଳରେ ଅନ୍ୟ ରାଜ୍ୟର ଗରିବ ସୀମାରେଖା ତଳେ ଥିବା ଲୋକମାନେ ମଧ୍ୟ କିଛି ମାତ୍ରାରେ ଉପକୃତ ହୋଇ ପାରିବେ।

Leave a Reply

Your email address will not be published. Required fields are marked *