୨୦୨୨ ମସିହା ଅଗଷ୍ଟ ମାସରୁ 2025 ଯାଏ ଏହି ସବୁ ରାଶିର ଲୋକଙ୍କ ଭାଗ୍ୟ ଚମକିବ,ଆସିଲା ଏମାନଙ୍କ ସବୁଠୁ ସୁଖର ଦିନ ଗୁଡିକ…

Spread the love

ଭଗବାନଙ୍କୁ ଡାକ ,ତାଙ୍କ ନାମ ଜପ ସବୁ ଦୁଃଖ କଷ୍ଟ ହେବ ଦୂର। ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀ ଙ୍କର ପୂଜା ଅର୍ଚ୍ଚନା କର, ପଡିବ ଭଗବାନ ଏବଂ ମାଆଙ୍କ କୃପା। ବନ୍ଧୁଗଣ ଯେପରି ଆମେ ସମସ୍ତେ ଜାଣିଛନ୍ତି କି ଆମ ମାନଙ୍କର ଗ୍ରହ ନକ୍ଷତ୍ର ଏବଂ ରାଶିକୁ ବହୁତ ମହତ୍ତ୍ଵ ଦିଆଯାଇଥାଏ। ଏବଂ ଏହା ସହିତ କୌଣସି ବି ନକ୍ଷତ୍ର ରେ ଯେଉଁ ଛୋଟ କିମ୍ବା ବଡ଼ ପରିବର୍ତ୍ତନ ଘଟିଥାଏ ତାହାର ସିଧା ପ୍ରଭାବ ରାଶି ଉପରେ ପଡିଥାଏ।

ସମୟ ସହିତ ଲୋକ ମାନଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଥାଏ। ଏବଂ କାହିଁକି ବି ଆସିବ ନାହିଁ ପରିବର୍ତ୍ତନ ତ ଏହି ପ୍ରକୃତିର ନିୟମ ଅଟେ।ଏଥିପାଇଁ କୁହାଯାଏ ଯେ ସମସ୍ତ ବ୍ୟକ୍ତି ଙ୍କର ଭଲ ଏବଂ ଖରାପ ସମୟ ସବୁବେଳେ ଯିବା ଆସିବା କରୁଥାଏ।ତେବେ ଚିନ୍ତା ନ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମାତା ସୁଭଦ୍ରା, ମହାପ୍ରଭୁ ବଳଭଦ୍ର, ପ୍ରଭୁ ସୁଦର୍ଶନଙ୍କ ପୂଜା ଅର୍ଚ୍ଚନା କରନ୍ତୁ।

୧) ମେଷ ରାଶି:-ମାଆଙ୍କ ପୂଜା ଅର୍ଚ୍ଚନା କରନ୍ତୁ, ଘର ପରିଷ୍କାର ରଖନ୍ତୁ, ନିଜେ ପରିଷ୍କାର ରୁହନ୍ତୁ। ମାଆଙ୍କ ନାମ ଜପ କରନ୍ତୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମାତା ସୁଭଦ୍ରା, ମହାପ୍ରଭୁ ବଳଭଦ୍ର, ପ୍ରଭୁ ସୁଦର୍ଶନଙ୍କ ପୂଜା କରନ୍ତୁ । ମନରେ ସକାରାତ୍ମକ ବଢିବ ଏହା ଫଳରେ ଆପଣଙ୍କୁ କାର୍ଯ୍ୟରେ ବହୁତ ଭଲ ଲାଭ ମିଳିବ।

ବହୁତ ଦିନ ଧରି କରିଆସୁଥିବା କାର୍ଯ୍ୟର ଉଚିତ ଫଳ ଆପଣଙ୍କୁ ମିଳିବ।ବ୍ୟବସାୟ କ୍ଷେତ୍ରରେ ବଡ଼ ଲାଭ ହେବାର ସମ୍ଭାବନା ଅଛି।ଅଫିସରେ ଆପଣଙ୍କ ଅନୁଭବ ଏବଂ ବୁଦ୍ଧିମାନ କରନ୍ତୁ ଲୋକମାନେ ଆପଣଙ୍କୁ ଆଦର୍ଶ ମାନି ପାରନ୍ତି। ଏବଂ ଆପଣଙ୍କ ଠାରୁ ପରାମର୍ଶ ମଧ୍ୟ ନେଇ ପାରନ୍ତି।ଆପଣଙ୍କର ମାନ ସମ୍ମାନ ଏବଂ ଖ୍ୟାତି ବଢିବ।ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରକୁ ଧନର ଆଗମନ ହୋଇପାରେ।ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ।ଧନ ଜନିତ କୌଣସି ସମସ୍ୟା ରହିବ ନାହିଁ।

୨) ବୃଷ ରାଶି :-ମାଆ ଲକ୍ଷ୍ମୀଙ୍କ ଆରଧନା କରନ୍ତୁ, ମା’ଙ୍କ ନାମ ଜପନ୍ତୁ।ଧନ ଜନିତ ଯାହା ବି ସମସ୍ୟା ଆପଣଙ୍କର ଥିଲା ତାହା ଶେଷ ହେବାର ଯୋଗ ରହିଛି।ଆପଣ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ମିଳିପାରେ। ଏବଂ ସହଯୋଗ ମଧ୍ୟ ମିଳିପାରେ।କାର୍ଯ୍ୟ କ୍ଷେତ୍ରରେ ଆପଣ ବହୁତ ସକ୍ରିୟ ରହିବେ।ମାନ ସମ୍ମାନ ବୃଦ୍ଧି ହେବ।

ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ।ଆପଣଙ୍କର ବହୁତ ସମସ୍ୟାର ସମାଧାନ ହୋଇଯିବ।ଆପଣଙ୍କର ଧନ ଜନିତ ସମସ୍ତ ସମସ୍ୟା ଦୂରୀଭୂତ ହେବ।ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ବହୁତ ଉନ୍ନତି ହେବ।

୩) ସିଂହ ରାଶି:-ମାଆ ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରନ୍ତୁ। ପରିଷ୍କାର ରୁହନ୍ତୁ, ଘର ସଫା କରନ୍ତୁ।ମାଆ ଲକ୍ଷ୍ମୀଙ୍କର ଅପାର କୃପା ଦୃଷ୍ଟି ଆପଣଙ୍କର ଉପରେ ରହିବ।ଆପଣ ତୀବ୍ର ଗତିରେ ସଫଳତା ହାସଲ କରିବେ।ସନ୍ତାନଙ୍କ ଠାରୁ ଆପଣ କିଛି ଖୁସି ହାସଲ କରିବେ ଯାହାର କାରଣରୁ ଆପଣଙ୍କର ମନ ପ୍ରସର୍ନ ରହିବ।

ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବ।ମହାପ୍ରଭୁ ଶ୍ରୀଜଗନ୍ନାଥ, ମାତା ସୁଭଦ୍ରା, ମହାପ୍ରଭୁ ବଳଭଦ୍ର,ପ୍ରଭୁ ସୁଦର୍ଶନଙ୍କ ପୂଜା ଅର୍ଚ୍ଚନା କରନ୍ତୁ ତାଙ୍କ ନାମ ଜପନ୍ତୁ।

୪) ତୁଳା ରାଶି:-ମା ଙ୍କର ପୂଜା ଅର୍ଚ୍ଚନା କର, ସର୍ବଦା ପରିଷ୍କାର ରୁହ, ଘର ସଫା କର।ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ହେବ।ମା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ବହୁତ ଲାଭ ହେବ।ସଫଳତା ପାଇବା ପାଇଁ ଆପଣ ଆପଣଙ୍କ ଘର ଲୋକ ଏବଂ ବନ୍ଧୁ ମାନଙ୍କ ଠାରୁ ସହାୟତା ନେବେ। ଏବଂ ମା ଲକ୍ଷ୍ମୀ ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରି ସବୁ ଦୁଃଖ କଷ୍ଟ ଦୂର କରିବେ।

୫) କୁମ୍ଭ ରାଶି:-ମାଆ ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରନ୍ତୁ। ଘର ସଫା ରଖନ୍ତୁ, ନିଜେ ପରିଷ୍କାର ରହିବା ସହ ଅନ୍ୟ ଲୋକଙ୍କୁ ପରିଷ୍କାର ରହିବା ନିମନ୍ତେ କୁହନ୍ତୁ। ମାଆଙ୍କ ନାମ ଜପ କରନ୍ତୁ।ଏହି ରାଶି ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ ଯାହାର କାରଣରୁ ଆପଣ ସଫଳତା ପ୍ରାପ୍ତ କରିବେ।ଘରର ପରିବାରରେ ସୁଖ ଶାନ୍ତି ବାତାବରଣ ବନି ରହିବ।

ଜୀବନ ସାଥିର ପୁରା ସାହାଯ୍ୟ ମିଳିବ।ମାଆ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଆର୍ଥିକ ସ୍ଥିତି ପୁରା ସୁଦୃଢ ହେବ।ଚାକିରି କରିଥିବା ବ୍ୟକ୍ତି ପଦୋନ୍ନତି କରିବେ।ମାତା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଅସୁବିଧା ଦୂର ହେବ।ଜୟ ଜଗନ୍ନାଥ ମହାପ୍ରଭୁ କି ଜୟ, ଜୟ ମାଆ ସୁଭଦ୍ରା କି ଜୟ, ଜୟ ମହାପ୍ରଭୁ ବଳଭଦ୍ର କି ଜୟ, ଜୟ ପ୍ରଭୁ ସୁଦର୍ଶନ କି ଜୟ,ଜୟ ମା ଲକ୍ଷ୍ମୀ କି ଜୟ।

Leave a Reply

Your email address will not be published. Required fields are marked *