ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ସିରିଏଲ ହିରୋଇନ Tulasi,ପୁଣି ଏକାଠି ହେବେ Chandan ଙ୍କ ସହ,କାରଣ ଜାଣିଲେ ଆପଣ ଖୁସି ରେ ନାଚିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିରିଏଲ ଜଗତ ବିଷୟରେ କିଛି ବିଶେଷ ଅପଡେଟ ବିଷୟରେ ଜାଣିବା।ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣମାନେ ତ ଓଡ଼ିଆ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହାର ଆନନ୍ଦ ନେବା ସହିତ ଏହାକୁ ନିହାତି ପସନ୍ଦ ମଧ୍ୟ କରୁଥିବେ।

ଆଜିକାଲିର ସମୟରେ ଏହି ଓଡ଼ିଆ ସିରିଏଲ ସବୁଠାରୁ ଅଧିକ ଟ୍ରେଣ୍ଡରେ ଚାଲିଛି।ଅଧିକରୁ ଅଧିକ ଲୋକ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି।ଏବଂ ଏଥିପାଇଁ ଏହା ଅନେକ ଲୋକପ୍ରିୟତା ହାସଲ କରିସାରିଲାଣି।ବର୍ତ୍ତମାନ ସମୟରେ ଅନେକ ଭଲ ଭଲ ସିରିଏଲ ମଧ୍ୟ ଆସିବାରେ ଲାଗିଛି।ତାହା ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।ଓ ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏହାର କାରଣ ହେଉଛି ଏହିସବୁ ସିରିଏଲର କାହାଣୀ।ଏହାର କାହାଣୀକୁ ଖୁବ ସୁନ୍ଦର ଭାବରେ ଲେଖାଯିବା ସହିତ ତାହା ଠାରୁ ଅଧିକ ସୁନ୍ଦର ଭାବରେ ଦର୍ଶକ ମାନଙ୍କ ଆଗରେ ପଦର୍ଶିତ କରାଯାଇଥାଏ।ଏହାପରେ ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଏହି ସବୁ ସିରିଏଲରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ।ସେମାନେ ପ୍ରତ୍ୟେକ ସିରିଏଲରେ ଖୁବ ସୁନ୍ଦର ଭାବରେ ଅଭିନୟ କରିଥାନ୍ତି

ଏହି ସୁନ୍ଦର ଅଭିନୟ ବଳରେ ଅନେକ ଲୋକପ୍ରିୟତା ହାସଲ କଲେଣି।ସେହି ଭଳି ଓଡ଼ିଆ ସିରିଏଲ ଜଗତର ଜଣେ ଜଣାଶୁଣା ବିଶେଷ ଅଭିନେତ୍ରୀ ହେଉଛନ୍ତି ତୁଳସୀ।ଆପଣ ତାଙ୍କୁ ତୋ ଅଗଣାର ତୁଳସୀ ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି।ଆଜିର ଏହି ଆର୍ଟିକିଲରେ ଆମେ ତାଙ୍କ ବିଷୟରେ କିଛି ବିଶେଷ ଅପଡେଟ ଜାଣିବା।

ଆପଣମାନେ ତ ତୋ ଅଗଣାର ତୁଳସୀ ସିରିଏଲ ନିଶ୍ଚିତ ଭାବରେ ଦେଖିଥିବେ କିମ୍ବା କେବେହେଲେ ନିଶ୍ଚିତ ଭାବରେ ଶୁଣିଥିବେ।ଏବଂ ସେଥିରେ ଅଭିନୟ କରିଥିବା ଅଭିନେତ୍ରୀ ତୁଳସୀଙ୍କୁ ତ ଆପଣ ନିଶ୍ଚିତ ଭାବରେ ଜାଣିଥିବେ।ତାଙ୍କର ପ୍ରକୃତ ନାମ ହେଉଛି ସ୍ୱତାଲିନା ଭଟାଚାର୍ଯ୍ୟ।ସେ ତୁଳସୀ ସିରିଏଲରେ ଖୁବ ସୁନ୍ଦର ଅଭିନୟ କରିସାରିଛନ୍ତି।

ଏବଂ ଏହି ସିରିଏଲଟି ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ।ତେବେ ବହୁତ ଦିନ ହେବ ସେ ବର୍ତ୍ତମାନ ସିରିଏଲରେ ନଜର ଆସୁନାହାନ୍ତି।ତେବେ ତାଙ୍କର ଆଗକୁ ଆସୁଛି ଏକ ନୂଆ ସିରିଏଲ ଯାହାର ନାମ ରଖା ଯାଇଛି ମଙ୍ଗୁଳା କନ୍ୟା।ଏହି ସିରିଏଲରେ ତୁଳସୀ ଏବଂ ତୁଷାର ବା ଚନ୍ଦନ ଏବଂ ଲିସାଙ୍କୁ ଆପଣମାନେ ଏକା ସାଙ୍ଗରେ ଦେଖିବାକୁ ପାଇଥିବେ।ଏହି ସିରିଏଲଟି ଗୋଟିଏ ଲଭ ଷ୍ଟୋରିକୁ ନେଇ ଆଧାରିତ କରାଯାଇଛି।

ଏଠାରେ ତିନି ଜଣଙ୍କ ଜବରଦସ୍ତ ଆକ୍ଟିଙ୍ଗ ଆପଣମାନେ ଖୁବ ଶୀଘ୍ର ଦେଖିବାକୁ ପାଇବେ।ଏବଂ ଏହି ସିରିଏଲଟି ଆପଣ ସାର୍ଥକ ଟିଭି ବା ଚ୍ୟାନେଲରେ ଦେଖିବାକୁ ପାଇବେ।ତେବେ ଏହି ସିରିଏଲର ସୁଟିଙ୍ଗ ସେଟରେ ବିବାହ କରିବାକୁ ଯାଉଛନ୍ତି ତୁଳସୀ।ଏବଂ ତାଙ୍କର ହଳଦି ରସମ ମଧ୍ୟ ସରିଯାଇଛି।ଯାହାକି ଆପଣମାନେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ଦେଖିବାକୁ ପାଇଥିବେ।

Leave a Reply

Your email address will not be published. Required fields are marked *