୩୩ ବର୍ଷ ପୂର୍ବେ ଭିମଙ୍କର ଚରିତ୍ର ବହନ କରିଥିବା ଅଭିନେତାଙ୍କୁ ଆଜି ଦେଖି ଚିହ୍ନିବା ମୁସ୍କିଲ – ଦେଖିଲା ଆପଣ ମଧ୍ୟ କହିବେ..

Spread the love

ଆପଣ ସମସ୍ତେ ଟିଭିରେ ମହାଭାରତ ଦେଖିଥିବେ।କିନ୍ତୁ ଯଦି ଆପଣ ୩୩ ବର୍ଷ ପୂର୍ବେ ବି ଆର ଚୋପ୍ରାଙ୍କର ନିର୍ଦ୍ଦେଶିତ ମହାଭାରତ ଦେଖି ନାହାନ୍ତି ତେବେ ଆପଣ ପ୍ରକୃତ ମହାଭାରତ ଦେଖି ନାହାଁନ୍ତି।ମହାଭାରତ ଏପରି ଏକ କାହାଣୀ ଯାହା ସମସ୍ତଙ୍କର ମନରେ ସର୍ବଦା ପାଇଁ ରହିଯାଇଛି।ତେବେ ଆପଣ ଏହି ମହାଭାରତରେ ଅଭିନୟ କରିଥିବା ଭିମଙ୍କୁ ନିଶ୍ଚୟ ଦେଖିଥିବେ।ସେ କିଭଳି ଭାବରେ ନିଜର ଅଭିନୟକୁ ନିଖୁଣତାର ସହ ଉପସ୍ଥାପନ କରିଥିଲେ।ସେ ନିଜର ଅଭିନୟ ମାଧ୍ୟମରେ କିଭଳି ସମଗ୍ର ଭାରତର ଘରେ ଘରେ ପରିଚିତ ହୋଇ ପାରିଥିଲେ।

ଏହି ଚଳଚ୍ଚିତ୍ରରେ ଭିମଙ୍କ ଅଭିନୟରେ ଅଭିନୟ କରିଥିବା ଅଭିନେତାଙ୍କ ନାମ ଥିଲା ପ୍ରବୀଣ କୁମାର।ତାଙ୍କର ଜନ୍ମ ୧୯୪୭ ମସିହାରେ ପଞ୍ଜାବ ଠାରେ ହୋଇଥିଲା।ସେ ଆମ ଦେଶ ସ୍ଵାଧୀନତା ହେବାର ବର୍ଷରେ ସେ ଜନ୍ମ ଗ୍ରହଣ କରିଥିଲେ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ପ୍ରବୀଣ କୁମାର ଏହା ପୂର୍ବରୁ ଅନେକ ଆଲବମ କରିଥିଲେ।କିନ୍ତୁ ତାଙ୍କୁ ଏତେ ପ୍ରସିଦ୍ଧି ମିଳି ପାରି ନଥିଲା।ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ସମସ୍ତ ଭାରତର ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।

ସେ ପ୍ରାୟ ୫୦ରୁ ଅଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରି ସାରିଛନ୍ତି।କିନ୍ତୁ ୧୯୮୮ ମସିହାରେ ସେ ମହାଭାରତରେ ଅଭିନୟ କଲା ପରେ ସେ ନିଜକୁ ତଥା ନିଜ ଅଭିନୟକୁ ସମସ୍ତଙ୍କ ସମ୍ମୁଖକୁ ଆଣି ପାରିଥିଲେ।ତାଙ୍କର ଅଭିନୟରେ ମୁଗ୍ଧ ହୋଇ ସମସ୍ତ ଦର୍ଶକ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ କରିଥିଲେ।ସେ ନିଜର ଅଭିନୟକୁ ସମସ୍ତ ଦର୍ଶକଙ୍କ ସମ୍ମୁଖକୁ ଆଣି ସମସ୍ତଙ୍କୁ ତାଙ୍କୁ ସ୍ମରଣ ରଖିବା ପାଇଁ ବାଧ୍ୟ କରି ଦେଇଥିଲେ।ସେ କେବଳ ଜଣେ ଭଲ ଅଭିନେତା ନୁହେଁ ସେ ଜଣେ ଉଚ୍ଚକୋଟୀର ଅଭିନେତା ଅଟନ୍ତି।

ସେ ନିଜକୁ ନିଜର ଅଭିନୟ ମାଧ୍ୟମରେ ପରିଚିତ କରି ପାରିଥିଲେ।ସେ ନିଜର ଲମ୍ବା ଚଉଡ଼ା ଚେହେରା ପାଇଁ ଭୀମଙ୍କ ଅଭିନୟରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିଲେ।ସେ ନିଜର ଏହି ଅଭିନୟ ଜୀବନ ମଧ୍ୟରେ ଅନେକ କିଛି ଶିଖି ଯାଇଛନ୍ତି।ଏହା ସହିତ ସେ ଅନେକ ଯୁବ ଅଭିନେତାଙ୍କ ପାଇଁ ବର୍ତ୍ତମାନ ଆଦର୍ଶ ସାଜିଛନ୍ତି।ଅନେକ ଯୁବ ଅଭିନେତା ତାଙ୍କ ଅଭିନୟ ଦେଖି ନିଜର ଅଭିନୟ ଜୀବନ ଆରମ୍ଭ କରିଛନ୍ତି।ଏହା ସହିତ ସେ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଏହାପରେ ସେ ବର୍ତ୍ତମାନ କିଛି ଦିନ ତଳେ ଦିଲ୍ଲୀରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ।କିନ୍ତୁ ସେ ନିର୍ବାଚନରେ ପରାଜିତ ହେବା ପରେ ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳୁଛି।ତେବେ ଯାହାବି ହେଉ ନ କାହିଁକି ସେ ଜଣେ ଉଚ୍ଚକୋଟୀର ଅଭିନେତା ଅଟନ୍ତି।ତାଙ୍କ ଠାରୁ ଭଲ ଅଭିନେତା ଆମକୁ ଭିମଙ୍କ ଚରିତ୍ର ପାଇଁ କେବେ ମଧ୍ୟ ମିଳି ପାରି ନଥାନ୍ତା।ସେ ଆମକୁ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖୁଥିଲେ।

Leave a Reply

Your email address will not be published. Required fields are marked *