ଏହି ଓଡ଼ିଆ ହିରୋଇନ ମାନେ ନିଜ ବୈବାହିକ ଜୀବନରେ ଛାଡ଼ପତ୍ର ନେଇଛନ୍ତି – ୩ ନମ୍ବର ଙ୍କ ନାମ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ – ଏବେ ଦେଖନ୍ତୁ

Spread the love

ଆମ ଓଲିଉଡ ଜଗତରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ବୈବାହିକ ଜୀବନରେ ଛାଡ଼ପତ୍ର ନେଇ ସାରିଛନ୍ତି।ସେମାନେ କୌଣସି ଛୋଟ ଅଭିନେତ୍ରୀ ନୁହନ୍ତି ସେମାନେ ଅନେକ ବଡ଼ ବଡ଼ ଫିଲ୍ମରେ ଅଭିନୟ କରି ସାରିଲେଣି।ସେମାନେ ଅନେକ ଫିଲ୍ମରେ ଅଭିନୟ କରି ନିଜର ପ୍ରତିଷ୍ଠା ସୃଷ୍ଟି କରିଛନ୍ତି।କିନ୍ତୁ ସେମାନେ ଏହି ଅଭିନୟ ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସତ କିନ୍ତୁ ସେମାନେ ନିଜର ବୈବାହିକ ଜୀବନକୁ ଏକ ସଫଳ ପରିଚୟ ଦେବାରେ ବିଫଳ ହୋଇଛନ୍ତି।

ଏହି ତାଲିକାରେ ପ୍ରଥମେ ଆସୁଛନ୍ତି କୋଏଲ ମିଶ୍ର।ସେ ୨୦୧୨ ମସିହାରେ ନିଜର ପୁରୁଷ ବନ୍ଧୁ ବବି ମିଶ୍ରଙ୍କୁ ବିବାହ କରିଥିଲେ କିନ୍ତୁ ୨୦୨୧ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।କୋଏଲ ଜଣେ ବହୁତ ଭଲ ଅଭିନେତ୍ରୀ ସେ ଅନେକ ଫିଲ୍ମରେ ଅଭିନୟ କରି ଅନେକ ସୁନାମ ଅର୍ଜନ କରିଛନ୍ତି କିନ୍ତୁ ସେ ଜୀବନ ରଥର ଗୋଟେ ଭଲ ସାରଥୀ ହୋଇ ପାରି ନଥିଲେ।ଏହାପରେ ହେଉଛନ୍ତି ଆମ ଓଡ଼ିଆ ଫିଲ୍ମ ଜଗତର ସୁନ୍ଦରୀ ଅଭିନେତ୍ରୀ ଅନୁ ଚୌଧୁରୀ।ସେ ୨୦୦୬ ମସିହାରେ ସନ୍ଦୀପ ମିଶ୍ରଙ୍କୁ ବିବାହ କରିଥିଲେ।

ଏହାର ଠିକ ୬ ବର୍ଷ ପରେ ଅର୍ଥାତ ୨୦୧୨ ମସିହାରେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।ଏହାପରେ ହେଉଛନ୍ତି ଓଲିଉଡ ଜଗତର ସୁପରହିଟ ଯୋଡ଼ି ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ର।ସେମାନେ ଏକାଠି ଅନେକ ଫିଲ୍ମରେ ଅଭିନୟ କରି ଅନେକ ଭଲ ଫିଲ୍ମ ଆମ ଓଡ଼ିଆ ଫିଲ୍ମ ଜଗତକୁ ଦେଇ ଯାଇଛନ୍ତି।କିନ୍ତୁ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ଅଧିକ ଦିନ ରହି ପାରିନଥିଲେ।ସେ ଦୁହେଁ ପରସ୍ପରକୁ ୨୦୦୩ ମସିହାରେ ବିବାହ କରିଥିଲେ।କିନ୍ତୁ ଏହାର ଠିକ ଏକ ବର୍ଷ ପରେ ଅର୍ଥାତ୍ ୨୦୦୪ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା।

ଏହାପରେ ହେଉଛନ୍ତି ଉଷାସି ମିଶ୍ର।ସେ ୨୦୦୯ ମସିହାରେ ରତନ ଲକ୍ଷ୍ମଣିଙ୍କୁ ବିବାହ କରିଥିଲେ।କିନ୍ତୁ ଏହାର ୧୦ ବର୍ଷ ପରେ ଅର୍ଥାତ ୨୦୧୯ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା।ଏହା ପରେ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ।ସେ ୨୦୧୪ ମସିହାରେ ଆମ ଓଲିଉଡ ଜଗତର ପ୍ରସିଦ୍ଧ ଅଭିନେତା ତଥା ଆମ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ।ଏହାପରେ ସେ ଦୁହେଁ ଅଲଗା ହୋଇଯାଇଥିଲେ। ଅର୍ଥାତ ଏବେ ସେ ଦୁହେଁ ପରସ୍ପର ଠାରୁ ଅଲଗା ରହୁଛନ୍ତି।

ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହା ହେଉଛି ସେମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ପରସ୍ପରକୁ ଛାଡ଼ପତ୍ର ଦେଇ ନାହାନ୍ତି।ଏହାପରେ ହେଉଛନ୍ତି ଆମ ଓଲିଉଡ ଜଗତର ସୁନ୍ଦରୀ ଏହା ସହିତ ସେମାନେ ଏବେ ସମ୍ପର୍ଣ୍ଣ ଅଲଗା ରହୁଛନ୍ତି।ଏହି ସମସ୍ତ ଅଭିନେତ୍ରୀ ମାନେ ଛାଡ଼ପତ୍ର ନେଇ ସାରିଛନ୍ତି।ସେମାନଙ୍କ ମଧ୍ୟରୁ ଅଳ୍ପ କେତେ ଜଣ ଦିତୀୟ ବିବାହ ମଧ୍ୟ କରି ସାରିଲେଣି।

Leave a Reply

Your email address will not be published. Required fields are marked *