କୋଭିଡ୍‌ରୁ ପିଲାମାନଙ୍କୁ ସୁରକ୍ଷିତ ରଖିବେ କିପରି? ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ବାପାମା’ଙ୍କ କର୍ତ୍ତବ୍ୟ କଣ ହେବ ଦରକାର – ଜାଣିରଖନ୍ତୁ ଡାକ୍ତର ଙ୍କ ପରାମର୍ଶ କଣ ରହିଛି

Spread the love

ବର୍ତ୍ତମାନ ଭାରତ ବର୍ଷରେ ମହାମାରୀ କୋରନା ଭୟଙ୍କର ରୂପ ନେଇସାରିଛି,ତ ଯେତେ ହେବ ନିଜକୁ ସଚେତନ ରଖିବାକୁ ପଡିବ।ଆଗ ଅପେକ୍ଷା ବର୍ତ୍ତମାନ କୋଭିଡି ରେ ଆମ ଭାରତରେ ଅଠାବନ ଲକ୍ଷ୍ୟ ଲୋକ ସୁସ୍ଥ ହେଲେଣି, ହେଲେ ଆଗ ଅପେକ୍ଷାକୃତ ଅନେକ ନୂତନ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି।ସାଧାରଣତ ଦେଖିବାକୁ ଗଲେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ।ଏଥିରେ ସେହି ଲକ୍ଷଣ ଭଲ ହେଲେ ମଧ୍ୟ କିଛି ରହିଥାଏ ଯାଉଥିରେ ସେହି ଲକ୍ଷଣ ସହିତ ଅନେକ ନୂଆ ଲକ୍ଷଣ ଏବଂ ଅନ୍ୟ ଇଂଫେକ୍ସନ ମଧ୍ୟ ଦେଖାଦେଇଥାଏ।

କୋଭିଡ଼ର ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ସରି ଏବେ ତୃତୀୟ ଲହରୀରେ ଆସି ପଂହଁଚିଛି।ଜଣାପଡୁଛି ଯେ ଏହି ତୃତୀୟ ଲହରୀ କୋଭିଡ କେବଳ କରି ଛୋଟ ଶିଶୁଙ୍କୁ ଆକ୍ରାନ୍ତ କରିବ।ଯାହାକି ଆଗାମୀରେ ଛୋଟ ଶିଶୁଙ୍କର ଶରୀର ବହୁତ ଖରାପ ହୋଇପାରେ।ନୂଆ ଲକ୍ଷଣ ଏବଂ ନୂଆ ଇଂଫେକ୍ସନ।ଯାହାକି କେତେଦୂର ଭୟଙ୍କର ବା କେତେ ହାନିକାରକ ଆସନ୍ତୁ ଜାଣିବା ଅଭିଜ୍ଞାତ ଡାକ୍ତର ରଞ୍ଜିତ କୁମାର ଯୋଶୀଙ୍କ ଠାରୁ।ସେ କହିଛନ୍ତି ଯେ ଯେତେ ବି ମାହାମାରୀ ଅଛି ତାର ସଂକ୍ରମଣ ଜାରି ରହିଥାଏ। କିଛିଦିନ ପରେ ଏହା ବାୟୁମଣ୍ଡଳରେ ଘୁରି ବୁଲେ, ଏବଂ ପୁନଃ ସଂକ୍ରମଣ କରେ।

ବର୍ତ୍ତମାନ ଭାରତ ବର୍ଷରେ ମହାମାରୀ କୋରନା ଭୟଙ୍କର ରୂପ ନେଇସାରିଛି,ତ ଯେତେ ହେବ ନିଜକୁ ସଚେତନ ରଖିବାକୁ ପଡିବ।ହେଲେ ଆହୁରି ଏକ ଚିନ୍ତାର ବିଷୟ ନଜର କୁ ଆସିଛି ଯେ ଛୋଟ ଶିଶୁଙ୍କର ରୋଗ ପ୍ରତିରୋଧ ଶକ୍ତି ଅପେକ୍ଷାକୃତ ବହୁତ କମ, ଯାହାକି ବର୍ତ୍ତମାନ ବାୟୁମଣ୍ଡଳଟା ତାଙ୍କ ପାଇଁ ବହୁତ କ୍ଷତିକାରକ।

ବାପା ମା ଙ୍କ କର୍ତବ୍ୟ କଣ – ଆମେ ଯେବେ ବାହାରୁ ଘରକୁ ଆସିବ ତେବେ ଆମେ ନିଜେ ଅଧିକ ସଚେତନ ହେବ ଓ ଯାହା ମଧ୍ୟ ଜିନିଷ ଆଣିଲେ ତାହାଲେ ଧୋଇ ହେବ ଓ କୁଆଡେ ମଧ୍ୟ ଗଲେ ମାସ୍କ କାଢ଼ିବ ନାହିଁ |ତେବେ ବାପା ମା ଏ ଦିଗରେ ଅଧିକ ଯତ୍ନବାନ ହେବ ଦରକାର କାରଣ ନିଜ ବଡ ପରିବାର ଠାରୁ ପିଲାମାନଙ୍କୁ ପ୍ରାୟତଃ ଏହା ବ୍ୟାପଇପାରେ ସେଥିପାଇଁ ବାପା ମା ଅଧିକ ସଚେତନ ହେବ ନିହାତି ଦରକାର ଓ ମାସ୍କ କେବେ ହେଲେ ଘରୁ ବାହାର କରନ୍ତୁ ନାହିଁ

ମାନସିକ ଫିଟ ରଖିବେ କିପରି – ତେବେ ବର୍ତମାନ ସମସ୍ତେ ଘରେ ରହୁଛନ୍ତି ସେଠି ପାଇଁ ତାଙ୍କୁ ଘରୁ ବାହାରିବା ବାରଣ କରିବା ସତେ ତାଙ୍କ ସହ କଥା ବାର୍ତା କରନ୍ତୁ ,ତାଙ୍କ ରୁଚି କଣ ସେ ବିଷୟରେ କଥା ହୁଅନ୍ତୁ ତାଙ୍କ ସହ ଖେଳନ୍ତୁ ଓ ସେମାନଙ୍କ ମାନସିକ ଚିନ୍ତା ଦୂର କରନ୍ତୁ ଓ ଯଥାସମବାହାବ ତାଙ୍କୁ ମୋବାଇଲ ଠାରୁ ଦୂରେ ରଖନ୍ତୁ

ବର୍ତ୍ତମାନ କେବଳ ସଚେତନତା ହିଁ ନିଜ ଶିଶୁର ସୁରକ୍ଷା ଚାବିକାଠି।ଛୋଟ ଶିଶୁଙ୍କୁ ଯେତେ ପାରିବେ ଅନ୍ୟ ଲୋକଙ୍କ ଠାରୁ ଦୂରେଇ ରଖିବେ, ପ୍ରତିଦିନ ଉଷୁମ ପାଣି ପିଆଇବେ। କୌଣସି ମାତ୍ରେ ଦେହ ଅସୁସ୍ଥ ହେଲେ ସଂଗେ ସଂଗେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସବୁକିଛି କରିବେ।ଆଗ ଅପେକ୍ଷା ବର୍ତ୍ତମାନ କୋଭିଡରେ ଆମ ଭାରତରେ ଆଠ ହଜାର ଶିଶୁ ସୁସ୍ଥ ହେଲେଣି,ହେଲେ ଆଗ ଅପେକ୍ଷାକୃତ ଅନେକ ନୂତନ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି।ତେବେ ଖୁବ ଶୀଘ୍ର ପିଲାମାନଙ୍କ ପାଇଁ ମଧ୍ୟ ଟୀକା ଆସିବା ସମ୍ଭାବନା ରହିଛି |ତେବେ ପ୍ରାୟତଃ ଏହା ଅଗଷ୍ଟ ଆଡକୁ ଆସିପାରେ କିନ୍ତୁ ସେବେ ଯାଏ ଆମକୁ ସତର୍କ ରହିବ ପାଇଁ ପଡିବ ପିଲାମାନଙ୍କୁ ଯଥାସମ୍ଭବ ଘରେ ରଖନ୍ତୁ ମାସ୍କ ପିନ୍ଧିବା ପାଇଁ କୁହନ୍ତୁ

ସାଧାରଣତଃ ଦେଖିବାକୁ ଗଲେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୁଏ ନାହିଁ।ଏଥିରେ ସେହି ଲକ୍ଷଣ ଭଲ ହେଲେ ମଧ୍ୟ କିଛି ରହିଥାଏ ଯାଉଥିରେ ସେହି ଲକ୍ଷଣ ସହିତ ଅନେକ ନୂଆ ଲକ୍ଷଣ ଏବଂ ଅନ୍ୟ ଇଂଫେକ୍ସନ ମଧ୍ୟ ଦେଖାଦେଇଥାଏ। କୌଣସି ଚିନ୍ତା ହେବାର କାରଣ ନାହିଁ, ଶିଶୁଙ୍କୁ ସୁସ୍ଥ ଏବଂ ନିରୋଗ ରଖିବା ଆମ ନିଜର କର୍ତ୍ତବ୍ୟ।ଯେତେ ହେବ ନିଜକୁ ବହୁତ ସଚେତନ ରଖିବେ,ଏମିତି କିଛି ବେନିୟମ କାମ କରିବେ ନାହିଁ ଯାହାଦ୍ୱାରା ନିଜ ଠାରୁ ନିଜ ଶୁଶୁକୁ ସଂକ୍ରମଣ ହେବ।

ରୋଗରେ ପୀଡିତ ହେଲେ କ୍ଷତି:- ଯଦି ୫ ବର୍ଷରୁ କମ ଶିଶୁ ଥିବେ ତାହେଲେ କୌଣସି ପ୍ରକାର ସହାୟତା କରିବା କଷ୍ଟ ହୋଇଥାଏ,ଯଦି କୋଭିଡ ପଜେଟିଭ ହୁଏ ସେମାନଙ୍କ ପ୍ରତି ବହୁତ ବିପଦ ସଙ୍କେତ ଆସେ, କାରଣ ସେମାନଙ୍କର ଶ୍ଵାସକ୍ରିୟା ଠିକ ଭାବରେ ହୁଏ ନାହିଁ,ଧୀରେ ଧୀରେ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ସଠିକ ହୁଏ ନାହିଁ।ତେଣୁ ଏହା ହବା ଆଗରୁ ସଚେତନ ହେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *