କାନ୍ଦି କାନ୍ଦି ଝିଲିକ ପ୍ରକାଶ କଲେ ଦୁଃଖ – ସମସ୍ତଙ୍କୁ ଅନୁରୋଧ କଲେ ଏହି କାମ କରିବା ପାଇଁ..

Spread the love

ଝିଲିକ ଆସିଲେ ସାମ୍ନାକୁ।କହିଲେ ଆମେ କିଛି ଦିନ ହେବ ସୋସିଆଲ ମିଡିଆ ହେଉ କିମ୍ବା ନ୍ୟୁଜ ପେପର ଘର ଭଦ୍ରକ ଏବଂ କିଛି ମହାପାତ୍ର ବୋଲି ଜଣା।୨ଦିନ ହେଇଚି ସେ କୋଲକତା ଯାଇଛନ୍ତି ଚିକିତ୍ସା ପାଇଁ।ଯେତେବେଳେ ଝିଳିକ ଦେଖିଲେ ସେ ଯେ ଫଣ୍ଡ ପାଇଁ ସମସ୍ତଙ୍କୁ ନିବେଦନ କରୁଛନ୍ତି, ତାଙ୍କୁ ବହୁତ କଷ୍ଟ ହେଲା।ଝିଲିକ ଯେତିକି ସମ୍ଭବ ସେତିକି ତାଙ୍କୁ ସାହାଯ୍ୟ କଲେ।ଝିଲିକ କହିଲେ ଯେ ଆମେ ଯଦି କିଛି କିଛି ଫଣ୍ଡରେ ସାହାଯ୍ୟ କରିବା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କ ଦୁଃଖ କଥା ଜଣାଇବେ ତେବେ ମହାପ୍ରଭୁ ନିଶ୍ଚିତ ଦୁଃଖ ଦୂର କରିବେ।

ସେ ଆମ ଘରର ପିଲା ଆମ ଓଡ଼ିଶାର ପିଲା।ଯଦି ଆମେ କିଛି କିଛି ଯେତିକି ସମ୍ଭବ ସେତିକି ଫଣ୍ଡରେ ସାହାଯ୍ୟ କରିପାରିବା ତେବେ ତାହା ବଡ଼ କଥା ହେବ।ଏହି ମହାମାରୀ ବ୍ୟାପୁଥିବା ବେଳେ ଯାଦୁ ଆମେ ସମସ୍ତେ ସମସ୍ତଙ୍କ ପାଖରେ ଛିଡା ହୋଇପାରିବା ତେବେ ଏହା ଠୁ ଆଉ କଣ ବଡ଼ କଥା ଅଟେ।ଯଦି ଆମେ ଆଜି କାହା ବିପଦ ବେଳେ ଠିଆ ହେବା ତେବେ କାଲି ଭଗବାନ ମଧ୍ୟ ଆମ ବିପଦ ବେଳେ ସାହାଯ୍ୟ କରିବେ।ଭଗବାନ ତ ଦୁନିଆର ମାଲିକ।ତାଙ୍କ ଇଛାରେ ସବୁ ହୁଏ।

ସେ ଏହି ମେସେଜ ବହୁତ ଭଲ ଭାବେ ଉପସ୍ଥାପିତ କରିଥିଲେ।ଅଭିଷେକ ସୁସ୍ଥ ହେଇ ଓଡିଶା ଫେରିଆସିବ ବୋଲି ତାଙ୍କର ଆଶା ଏବଂ ଭଗବାନଙ୍କୁ ଡାକନ୍ତୁ ଯେ ସେ ପୁରା ପୁରିଭଲ ହୋଇ ଫେରି ଆସନ୍ତୁ।ଆମର ଟିକେ କିଛି ବି ସହାୟତା ବହୁତ କାମରେ ଆସିବ।

ସେଥିପାଇଁ ଯଥା ସମ୍ଭବ ଯେତିକି ପାରିବେ ସେତିକି ନିଶ୍ଚିତ ଫଣ୍ଡରେ ଦିଅନ୍ତୁ।ଝିଲିକ ଏହି କଥା କହି ସମସ୍ତଙ୍କୁ ଯାହା ଜଣାଇବାକୁ ଚାହୁଁଛନ୍ତି ତାହା ଆପଣ ଭଲ ଭାବରେ ଜାଣିପାରିଥିବେ ବୋଲି ଆଶା।ତେବେ ଏହାକୁ ନିଶ୍ଚିତ ଭାବେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *