ପାଞ୍ଚକ ପଣିକିଆ ନେଇ ଆସିଲେ Preeti ସୁଲଗ୍ନା,ନିଶ୍ଚୟ ଶୁଣନ୍ତୁ ଓ ପିଲା ମାନକୁ Easy ରେ ପନିକିଆ ଶିଖାନ୍ତୁ ଏହି କୁନି ଝିଅ ର ଭିଡିଓ ଦେଖିକି

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ସୋସିଆଲ ମିଡିଆରେ ପ୍ରତିଦିନ କୌଣସି ନା କୌଣସି ଖବର ଭାଇରାଲ ହୋଇଥାଏ।ତେବେ ତାହା ମଧ୍ୟରୁ କିଛି ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ।ଆମକୁ ସେଥି ମଧ୍ୟରୁ କିଛି ନୂଆ ନୂଆ ଜିନିଷ ମଧ୍ୟ ଶିଖିବାକୁ ମିଳିଥାଏ।ତେବେ ଆଜି ମୁଁ ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ ଜଣାଇବି ଯାହା ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ।

ସାଙ୍ଗମାନେ ଏହା ଏକ କୌତୁହଳପୂର୍ଣ୍ଣ କଥା ହେଲେ ମଧ୍ୟ ଏହା ଶିକ୍ଷଣୀୟ ଅଟେ।ତେବେ ଆଜିର ଏହି ଆର୍ଟିକିଲରେ ଆପଣ ମାନେ ଜାଣିବେ ଯେ ଏକ ଛୋଟ ପିଲା କିପରି ପଣିକିଆକୁ ଅତି ସରଳ ଭାବରେ ବୋଲିଚି।ତେବେ ଏହା ଛୋଟ ପିଲା ମାନଙ୍କ ପାଇଁ ବହୁତ ଉପାଦେୟ ଅଟେ।ତେବେ ଏହି ବିଷୟରେ ଅଧିକ ଜାଣିବା ପାଇଁ ହେଲେ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ସାଙ୍ଗମାନେ ଆଜି ଆମେ ଗୋଟେ କୁନି ଝିଅର ସୁନ୍ଦର ଭାବରେ ପାଣିକିଆ କହୁଥିବାର କଥା ଜାଣିବା।ସେ କୁନି ଝିଅଟିର ନାମ ପ୍ରୀତି ସୁଲଗ୍ନା।ସେ ପାଞ୍ଚକ ପାଣିକିଆ ସୁନ୍ଦର ଭାବରେ କହିଛି।ଆସନ୍ତୁ ପାଞ୍ଚକ ପାଣିକିଆ ଘୋଷିବା।ପାଞ୍ଚ କେ ପାଞ୍ଚ।ମନ ରଖ ସ୍ୱଚ୍ଛ।ପାଞ୍ଚ ଦୁଗୁଣେ ଦଶ।ଅଜାର ବଡ଼ ନିଶ।ପାଞ୍ଚ ତିରିକି ପନ୍ଦର।ମୋ ଓଡିଶା ସୁନ୍ଦର।ପାଞ୍ଚ ଚଉକୁ କୋଡିଏ।ନୀତି ପଢ଼ ଘଡ଼ିଏ।ପାଞ୍ଚ ପଞ୍ଚା ପଚିଶି।

ଆମ ନାଚ ଓଡିଶୀ।ପାଞ୍ଚ ଷୋହକ ତିରିଶି।ମେଘ ଯାଏ ବରଶି।ପାଞ୍ଚ ଶତାଂ ପଇଁତିରିଶି।ମାଙ୍କଡ ଖାଏ କାଙ୍କଡ଼ କସି।ପାଞ୍ଚ ଅଷ୍ଟା ଚାଳିଶି।ମାଛ ଧରେ ବନିସି।ପାଞ୍ଚ ନୂଆଁ ପାଇଁଚାଲିସି।ବାଣ୍ଟି ଯିବା ଖୁସି।ପାଞ୍ଚ ଦଶା ପଚାଶ।ହେବା ଭଲ ମଣିଷ।ଏହା କହି ପାଞ୍ଚକ ପାଣିକିଆ ଶେଷ ହେଲା।ତେବେ ସେହି ଛୋଟ ପିଲାଟି କହିଛି ଯେ ଆମେ ଭଲ ପାଠ ପଢି ଇଞ୍ଜିନିୟର ହେଇପାରିବା ଡାକ୍ତର ହେଇପାରିବା, ବୈଜ୍ଞାନିକ ହେଇପାରିବା, ଗୁରୁଜୀ ଗୁରୁମା ବି ହେଇପାରିବା।

ଆହୁରି କେତେ କଣ ହେଇପାରିବା।ହେଲେ ଆମେ ପ୍ରଥମେ ଭଲ ମଣିଷ ହେବା ଦରକାର।ତେବେ ସାଙ୍ଗମାନେ ଆପଣ ମାନେ ମଧ୍ୟ ଏଥିରୁ କିଛି ଶିଖିବା ଦରକାର।ତେବେ ଏହା ସମାଜ ଓ ଛୋଟ ଶିଶୁ ମାନଙ୍କ ପ୍ରତି ଏକ ଭଲ ବାର୍ତ୍ତା ଅଟେ।ତେବେ ବନ୍ଧୁଗଣ ଆପଣ ମଧ୍ୟ ଏହି ପଣକିଆ ଘୋଷିବା ର ସହଜ ଉପାୟ ନିଜ ପିଲା ମାନକ ସହ ସେୟାର କରିବେ

ଯଦି ଆପଣଙ୍କ କିଏ ସାନ ଭାଇ ଭଉଣୀ ମଧ୍ୟ ପାଠ ପଡୁଛନ୍ତି ତେବେ ମଧ୍ୟ ଆପଣ ତାଙ୍କୁ ଏହି ସହଜ ପ୍ରଣାଳୀ ଓ ଗୀତ ମାଧ୍ୟମରେ ସେ ଶିଖିପାରିବେ ତାଙ୍କୁ ମନୋରଞ୍ଜନ ମାଧ୍ୟମରେ ନୂଆ ନୂଆ କିଛି ପାଠ ଶିଖିବା ପାଇଁ ଦିୟନ୍ତୁ ଓ ଏହି କୁନି ଝିଅ ର ସିଖଣିଆ ଭିଡିଓ ଦେଖନ୍ତୁ ଓ ପ୍ରୀତି ପରି କୁନି ଝିଅ ସମସ୍ତଙ୍କ ପାଖରେ କିଛି ନୂଆ ଆଲୋକ ନେଇ ଆସି ପାରୁଛି ତାହା ବଡ କଥା

Leave a Reply

Your email address will not be published. Required fields are marked *