Studio ରେ ଗୀତ ଗାଇଲେ ଅସୀମା ପଣ୍ଡାଙ୍କ କୁନି ଝିଅ ! ଅସୀମା ଙ୍କ ସହ ଦେଖା ଯାଉଥିବା ଏହି Girl କିଏ ଜାଣିଲେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ,କହିବେ ଏତେ ବଡ ହେଇ ଗଲେଣି ଏ ଭିତରେ

Spread the love

ତେବେ ସଙ୍ଗୀତଜ୍ଞ ଅସୀମା ପଣ୍ଡାଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ସଙ୍ଗୀତଜ୍ଞ ଜଣଙ୍କ ନିଜର ସଙ୍ଗୀତ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ସଙ୍ଗୀତଜ୍ଞ ଜଣକ ନିଜର ସଙ୍ଗୀତ ପାଇଁ ଅନେକ ପ୍ରତିଷ୍ଠା ମଧ୍ୟ ପାଇ ପାରିଛନ୍ତି।ତେବେ ସୂଚନା ଅନୁସାରେ ନିକଟରେ ଏହି ସଙ୍ଗୀତଜ୍ଞ ଏକ କୁନି ଝିଅ ସହିତ ଗୀତ ଗାଉଥିବାର ଏକ ଭିଡିଓ ଭାଇରାଲା ହୋଇଥିଲା।

ଅନେକ ଲୋକ କହିଥିଲେ କି ସେହି କୁନି ଝିଅ ଜଣଙ୍କ ହେଉଛନ୍ତି ଅସୀମା ପଣ୍ଡାଙ୍କ ଝିଅ।ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା।ସେହି ଝିଅ ହେଉଛନ୍ତି ତାଙ୍କର ଏକ ସମ୍ପର୍କୀୟଙ୍କ ଝିଅ।ତେବେ ଏହି ସଙ୍ଗୀତଜ୍ଞ ଜଣକ ନିଜର ସଙ୍ଗୀତ ପାଇଁ ଓଡ଼ିଶାର ଘରେ ଘରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।

ଏହା ସହିତ ଏହି କାରଣରୁ ସେ ଓଡ଼ିଶାର ସମସ୍ତ ସଙ୍ଗୀତ ଶ୍ରୋତା ମାନଙ୍କ ପ୍ରିୟ କଣ୍ଠଶିଳ୍ପୀ ଅଟନ୍ତି।ତେବେ ଏହି ସଙ୍ଗୀତକାର ନିଜର ସଙ୍ଗୀତ ମାଧ୍ୟମରେ ସମସ୍ତ ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ଏହି ସଙ୍ଗୀତକାର ନିଜ ଜୀବନରେ ଅନେକ ସୁପରହିଟ ଫିଲ୍ମ ମାନଙ୍କରେ ଗୀତ ଗାଇ ସାରିଛନ୍ତି।ତାଙ୍କର ଅନେକ ସଙ୍ଗୀତ ମଧ୍ୟ ସୁପରହିଟ ହୋଇଛି।

ତେବେ ଏହି ସଙ୍ଗୀତକାର ନିଜର ସଙ୍ଗୀତ ପାଇଁ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପାଖରେ ନିଜକୁ ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି ସଙ୍ଗୀତକାରଙ୍କର ନିଜର ସଙ୍ଗୀତ ଜୀବନ ମଧ୍ୟରେ ଅନେକ ସଙ୍ଗୀତ ଗାଇ ସାରିଲେଣି।ଏହା ସହିତ ତାଙ୍କର ସୋସିଆଲ ମିଡିଆରେ ଅନେକ ଅନୁଗତ ମଧ୍ୟ ରହିଛନ୍ତି।ତେବେ ତାଙ୍କର ସଙ୍ଗୀତ ବାସ୍ତବରେ ଆକର୍ଷଣୀୟ ହୋଇଥାଏ।

ଏହା ସହିତ ଓଡ଼ିଶାରେ ଏପରି କୌଣସି ପୂଜା କିମ୍ବା ବିବାହ ନାହିଁ ଯେଉଁଥିରେ ତାଙ୍କର ସଙ୍ଗୀତ ନ ବାଜିଥିବ।ତେବେ ସେ ଅଳ୍ପ ସମୟ ମଧ୍ୟରେ ନିଜକୁ ଅନେକ ପ୍ରତିଷ୍ଠିତ କରି ପାରିଛନ୍ତି।ତେବେ ଆରମ୍ଭ ସମୟରେ ଏହି ସଙ୍ଗୀତକାର ଜଣଙ୍କ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।ସେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି।

ତେବେ ସେ ଏହାପରେ ଚିନ୍ତାକଲେ କି ସେ ସଙ୍ଗୀତ ମାଧ୍ୟମରେ ନିଜର ଜୀବନ ଆଗକୁ ନେବାକୁ ଚାହୁଁଛନ୍ତି।ଏହାପରେ ସେ ଅଭିନୟ ଜୀବନରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇ ସଙ୍ଗୀତ ମାଧ୍ୟମରେ ନିଜର ଜୀବନ ଆରମ୍ଭ କରିଥିଲେ।ସେ ଏକା ସହିତ ଜଣେ ସଙ୍ଗୀତଜ୍ଞ ଓ ଜଣେ ଅଭିନେତ୍ରୀ ମଧ୍ୟ।ତେବେ ତାଙ୍କର ଅଭିନୟ ଲୋକମାନଙ୍କୁ ଯେତିକି ପସନ୍ଦ ଆସି ନଥାଏ ତାଙ୍କର ସଙ୍ଗୀତ ଲୋକମାନଙ୍କୁ ଅଧିକ ଆକର୍ଷିତ କରିଥାଏ। ଯେଉଁ କାରଣରୁ ସେ ଲୋକମାନଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସମସ୍ତ ଲୋକ ମଧ୍ୟ ତାଙ୍କର ସଙ୍ଗୀତ ଶୁଣିବାକୁ ଅନ୍ୟ ସଙ୍ଗୀତକାର ମାନଙ୍କ ଅପେକ୍ଷା ଅଧିକ ପସନ୍ଦ କରନ୍ତି।

Leave a Reply

Your email address will not be published. Required fields are marked *