ଛାନିଆ ହୁଅନି ବା,ମୁଁ ଏଇଠୁ ଉଠିବିନି ମୋ ଝିଅ କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ,କାହିଁକି ଏପରି କହିଲେ ପ୍ରମିଳା Aunty..ଦେଖନ୍ତୁ Video

Spread the love

ସାଙ୍ଗମାନେ ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ବ୍ରହ୍ମପୁରର ଡାକ୍ତର ସୁମିତ ଓ ଡିମ୍ପଲ ଘଟଣାରେ ବିବାଦ ବାହାରିବାରେ ଯେତିକି ଦିନ ବଢ଼ିବାରେ ଲାଗିଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ିବାରେ ଲାଗିଛି।

ଏହି ଘଟଣାରେ ଉଭୟ ଉଭୟଙ୍କୁ କାଦୁଅ ପିଙ୍ଗା ଫିଙ୍ଗି ହୋଇଥିବା ବେଳେ ତେବେ କିଏ ସତ କହୁଛି ତାହା ଜଣା ପଡୁନି।କେତେ ଟଙ୍କା ନେବ ଏଇଠୁ ଉଠିବ।ଝିଅ କେତେ ଟଙ୍କା ନେଲେ ଏଇଠୁ ଉଠିବ।ଝିଅ ଟଙ୍କା ପାଇଁ ବସିନି।ସେ ଏଇଠି ନ୍ୟାୟ ପାଇଁ ବସିଛି।ଝିଅ ନ୍ୟାୟ ପାଇଲେ ମୁଁ ଏଇଠୁ ଉଠିବି।ଝିଅକୁ ନ୍ୟାୟ ମିଳିବ ତ ମୁଁ ଏଠାରୁ ଉଠିବି।

ଖାଲି ଛାନିଆ ହେଉଛନ୍ତି।ଘରର ବୋହୂକୁ ଭଲରେ ବୋହୁ କରି ନିଅ।ଭୟ କରିବାର କିଛି ନାହିଁ।ଯେହେତୁ ୪ ତାରିଖରେ ଶୁଣାଣି ଅଛି ତା ପରେ ଜଣା ପଡ଼ିଯିବ।ସେମାନେ ବ୍ୟସ୍ତ ହୋଇଗଲେଣି।କେତେ ଲୋକଙ୍କୁ କେତେ ପ୍ରକାରର ପଠାଉଛନ୍ତି।ପ୍ରମୋଦ ସାହୁ ବୋହୁ କାହାର ତାର। ସୁମିତ ଯିଏ କହୁଛନ୍ତି ତାଙ୍କର ପୁଅ।

ତପସ୍ୱିନୀ କଣ ତାଙ୍କ ସ୍ତ୍ରୀ।ଯଦି ଭଲରେ ନେବାର ଅଛି ତମର ଟିଭି ମିଡ଼ିଆ ଭାଇ ମାନେ ଜାଣନ୍ତି।ସବୁ ଲୋକଙ୍କର ସମର୍ଥନ ବି ଅଛି ସେ ଆସି ମୁଁହରେ ସାମ୍ନା ସାମ୍ନି କାହିଁକି କହୁ ନାହାନ୍ତି।ମୁଁ ଗୋଟିଏ କଥା କହିବି ଝିଅ ଡରିବାର ନାହିଁ।ଯେଉଁ ମାନସିକ ଯନ୍ତ୍ରଣା ରହୁଛି ଆପଣ ବୁଝିବେନି।ମତେ ଯେଉଁ ଫୋନ ଆସୁଛି ମୁଁ ଜାଣିଛି।

ଏମିତି ଅନେକ କଥା କହୁଛନ୍ତି।କେତେ ଟଙ୍କା ନେଲେ ଯିବ ଏମିତି କହୁଛନ୍ତି।ଜନ ସାଧାରଣଙ୍କ ସହଯୋଗ ଅଛି।ଯେଉଁ ଓଡ଼ିଶା ସାରା ଝିଅ କଷ୍ଟ ପାଇ ଅଛନ୍ତି ଆଗକୁ ବାହାରନ୍ତୁ।ସବୁବେଳେ ସତ୍ୟର ଜୟ ହେବ।କାଲି ଜଣେ ସୁପ୍ରିମ କୋର୍ଟ ଓକିଲ ଆସି ପିଣ୍ଡା ଉପରକୁ ଚଢ଼ି ଗଲେ।ପୋଲିସ ସବୁ ଅଛନ୍ତି। ପ୍ରମୋଦ ସାହୁ କଣ ଜାଣି ପାରୁ ନାହାଁନ୍ତି।

ଏତେ ଲୋକଙ୍କୁ ପଠାଉଛନ୍ତି।ଏହା ସହ ୩ ରୁ ୪ ଥର କୋର୍ଟ ରାୟ ହେଲା। କୋର୍ଟର ଶୁଣାଣିକୁ ଆମେ ଅପେକ୍ଷା କରିଛୁ।କାହିଁକି ଏମିତି ବ୍ୟସ୍ତ ହେଉଛନ୍ତି।ଏମିତି ଲୋକ ପଠାଇ ବୋହୂକୁ ଭୟଭୀତ କାହିଁକି କରୁଛନ୍ତି।ଏହା ସହ ମତେ ଅନେକ ପ୍ରକାରର ଧମକ।କୋର୍ଟ ରାୟ ୪ ତାରିଖରେ ଅଛି।ଆଉ ଝିଅକୁ ନ୍ୟାୟ ମିଳିବ ଆମେ ଅପେକ୍ଷାରେ ଅଛୁ।ନୂଆ ବର୍ଷ ଆସୁଛି।ଝିଅକୁ ନିଶ୍ଚୟ ନୂଆ ଖୁସି ମିଳିବ ନୂଆ ଆନନ୍ଦ ମିଳିବ।ତା ଘରେ ସେ ରହିବ।ଏତେ ଲୋକଙ୍କୁ ପଠାଇ କାହିଁକି ଆମକୁ ଏମିତି ହଇରାଣ କରାଯାଉଛି।

Leave a Reply

Your email address will not be published. Required fields are marked *