ଝିଅ ଆମର ନୂଆ ବୋହୂ Mega ଧାରାବାହିକର ଅଭିନେତା Abhijit ଙ୍କ ବିଷୟରେ ଏହି ବଡ କଥା ଆପଣ ଜାଣି ନଥିବେ,ତାଙ୍କ ପରିବାର ବିଷୟରେ ଏହି କଥା ଜାଣିରଖନ୍ତୁ

Spread the love

ବର୍ତ୍ତମାନ ନୂତନ ଭାବରେ ପ୍ରକାଶିତ ହେଉଥିବା ଧାରାବାହିକ ଝିଅ ଆମର ନୂଆ ବୋହୂ ବିଷୟରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ଧାରାବାହିକ ହେଉଛି ନୂଆ ବୋହୂ ଧାରାବାହିକର ଏକ ଦିତୀୟ ରୂପ।ତେବେ ଏହି ଧାରାବାହିକ ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ହୋଇ ସାରିଲାଣି।ଏହି ଧାରାବାହିକ ବର୍ତ୍ତମାନ ଅନେକ ଲୋକ ଦେଖିବାକୁ ପସନ୍ଦ କରୁଛନ୍ତି।ତେବେ ଏହି ଧାରାବାହିକ ଅଳ୍ପ ସମୟ ମଧ୍ୟରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲା।ଏହି ଧାରାବାହିକରେ ଅଭିନୟ କରୁଥିବା ଜିତଙ୍କ ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।

ଏହି ଧାରାବାହିକରେ ତାଙ୍କର ନାମ ହେଉଛି ଜିତ ମାତ୍ର ତାଙ୍କର ପ୍ରକୃତ ନାମ ହେଉଛି ଅଭିଜିତ।ତାଙ୍କର ଅଭିନୟ ମାଧ୍ୟମରେ ସେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରି ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ବର୍ତ୍ତମାନ ଅନେକ ଲୋକ ପସନ୍ଦ କରିଛନ୍ତି।ଏହା ସହିତ ସେ ଏହି ଧାରାବାହିକରେ ଅଭିନୟ କରିବା ପରେ ବର୍ତ୍ତମାନ ଅନେକ ଲୋକଙ୍କ ନିକଟରେ ନିଜକୁ ପରିଚିତ କରି ପାରିଛନ୍ତି।

ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା ମଧ୍ୟ।ପିଲାବେଳୁ ଏହି ଅଭିନେତାଙ୍କ ଅଭିନୟ ପ୍ରତି ଆକର୍ଷଣ ରହିଥିଲା।ଯାହା ଫଳରେ ସେ ପିଲାବେଳୁ ଅନେକ ସ୍ଥାନରେ ଅଭିନୟ ଜରୁ କରି ଆସୁଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରୁଥିବାରୁ ସେ ବର୍ତ୍ତମାନ ଅଭିନୟ ଜଗତରେ ଜଣେ ଆଗ ଧାଡ଼ିର ଅଭିନେତା।

ତେବେ ତାଙ୍କର ଅଭିନୟ ଦ୍ଵାରା ବର୍ତ୍ତମାନ ଅନେକ ଲୋକ ପ୍ରଭାବିତ ହୋଇ ତାଙ୍କୁ ନିଜର ପ୍ରିୟ ଅଭିନେତା ଭାବରେ ଗ୍ରହଣ କରି ସାରିଛନ୍ତି।ତେବେ ତାଙ୍କର ଅଭିନୟ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛି।ଏହା ସହିତ ସେ ବର୍ତ୍ତମାନ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ନିକଟରେ ନିଜକୁ ଏକ ବିଶେଷ ସମ୍ମାନ ଦେବାରେ ସଫଳ ହୋଇଛନ୍ତି।

ଏହି ଅଭିନେତା ଜଣଙ୍କ ଖୁବ କମ ସମୟ ମଧ୍ୟରେ ନିଜକୁ ଅନେକ ଲୋକଙ୍କ ନିକଟରେ ପରିଚିତ କରି ପାରିଥିଲେ।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ମାଧ୍ୟମରେ ଏହି ଝିଅ ଆମର ନୂଆ ବୋହୂ ଧାରାବାହିକକୁ ଅନେକ ଲୋକପ୍ରିୟ କରି ପାରିଛନ୍ତି।ଏହା ସହିତ ଏହି ଅଭିନେତା ଜଣଙ୍କ ଅନେକ ଲୋକଙ୍କ ପାଇଁ ବର୍ତ୍ତମାନ ପ୍ରିୟ ଅଭିନେତା ହୋଇ ପାରିଛନ୍ତି।

ତେବେ ଏହି ଅଭିନେତା ଜଣଙ୍କ ବର୍ତ୍ତମାନ ନିଜର ପରିବାର ସହିତ ବର୍ତ୍ତମାନ କଟକରେ ରହୁଛନ୍ତି।ଏହି ଝିଅ ଆମର ନୂଆ ବୋହୂ ଧାରାବାହିକରେ ଅଭିନୟ କରିବା ପୂର୍ବରୁ ସେ ଅନେକ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରି ସାରିଛନ୍ତି।ସେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।

ତାଙ୍କର ଅଭିନୟ ଦେଖିବାକୁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ବର୍ତ୍ତମାନ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଏକ ବରଦାନ ଭଳି।ତେବେ ସେ ନିଜର ପତ୍ନୀଙ୍କ ସହିତ ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଥାଆନ୍ତି।

Leave a Reply

Your email address will not be published. Required fields are marked *