ଓଡ଼ିଆ ଅଭିନେତ୍ରୀ Priyanka Mohapatra ଙ୍କ ଝିଅ ଙ୍କୁ ଆପଣ ଦେଖିଛନ୍ତି କି,ସୁନ୍ଦରତା ମାମଲାରେ ନିଜ ମା ଙ୍କ ଠାରୁ ଅଧିକ ସୁନ୍ଦର ଅଟନ୍ତି ସେ,ଏହି କାରଣ ପାଇଁ ଓଡ଼ିଆ ଫିଲ୍ମ କରିଲେ ନାହିଁ

Spread the love

ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ମେ ୧୯ ତାରିଖରେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ପତିଙ୍କ ନାମ ହେଉଛି ଦେବୁ ପଟ୍ଟନାୟକ।ଏହା ସହିତ ଏହି ଅଭିନେତ୍ରୀ ତାଙ୍କ ଜୀବନ ମଧ୍ୟରେ ଅନେକ ସଫଳତା ପାଇଛନ୍ତି।ସେ ନିଜର ଅଭିନୟ ଜୀବନ ମଧ୍ୟରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତାଙ୍କର ଏକ ଝିଅ ରହିଛି।ଯାହାଙ୍କ ନାମ ହେଉଛି ଆକାଂକ୍ଷା ପଟ୍ଟନାୟକ।ତାଙ୍କର ପତି ଦେବୁ ପଟ୍ଟନାୟକ ଜଣେ ଅଭିନେତା ସହିତ ଜଣେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ।ତାଙ୍କର ଅଭିନୟ ଦ୍ଵାରା ସମସ୍ତେ ଆକର୍ଷିତ ହୋଇ ପାରନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାଫଳ ହୋଇ ପାରିଥିଲେ।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ଜୀବନ ମଧ୍ୟରେ ଅନେକ ସଫଳତା ହାସଲ କରି ପାରିଛନ୍ତି।

ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଚରିତ୍ରକୁ ନିଜର ଅଭିନୟ ଦ୍ୱାରା ଜୀବନ୍ତ କରି ପାରୁଥିଲେ।ତାଙ୍କର ଅଭିନୟ ଦ୍ୱାରା ଯେ କୌଣସି ବ୍ୟକ୍ତି ଆକର୍ଷିତ ହୋଇ ଯାଉଥିଲେ।ଏହା ସହିତ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅଭିନୟ ମାଧ୍ୟମରେ ନିଜକୁ ଅନେକ ଲୋକଙ୍କ ନିକଟରେ ଏକ ବିଶେଷ ପରିଚୟ ଦେଇ ପାରିଥିଲେ।

ଏହା ସହିତ ତାଙ୍କର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ସେ ଅଧିକ ପରିଚିତ ହୋଇ ପାରୁଥିଲେ।ତାଙ୍କର ଅଭିନୟ ଜୀବନ ମଧ୍ୟରେ ସେ ଅନେକ ଆଲବମରେ ମଧ୍ୟ ଅଭିନୟ କରି ସାରିଛନ୍ତି।ସେ ୧୯୯୪ ମସିହାରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।ତାଙ୍କର ଅଭିନୟ ଜଗତରେ ପାଦ ରଖିବା ପରେ ସେ ଅନେକ ଫିଲ୍ମ ଓ ଅନେକ ଧାରାବାହିକରେ ଅଭିନୟ କରିବାକୁ ଆରମ୍ଭ କରିଥିଲେ।

ଏହା ସହିତ ସେ ନିଜର ଅଭିନୟ ପାଇଁ ଅନେକ ପ୍ରସିଦ୍ଧି ପାଇ ପାରିଥିଲେ।ତାଙ୍କର ଅଭିନୟ ଦ୍ଵାରା ସେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ମଧ୍ୟ ହୋଇ ପାରିଥିଲେ।ତାଙ୍କର ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।

ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଥିଲେ।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି।ଏହା ସହିତ ଏହି ଅଭିନେତ୍ରୀ ନିଜ ଜୀବନରେ ଖୁବ କମ ସମୟ ମଧ୍ୟରେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।ତାଙ୍କର ଅଭିନୟ ମଧ୍ୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ତେବେ ସେ ବର୍ତ୍ତମାନ କିଛି ଦିନ ହେବ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି।

Leave a Reply

Your email address will not be published. Required fields are marked *