ଅଭିନୟ ଛାଡ଼ି ସନ୍ନ୍ୟାସୀ ହେଲେ ଅଭିନେତ୍ରୀ ଛନ୍ଦିତା ? କଣ ଏହାର ସତ୍ୟତା ନିଜେ କଲେ ଖୁଲାସା – କାହିଁକି ଏପରି କଲେ ଜାଣିରଖନ୍ତୁ

Spread the love

ଆମେ ପ୍ରତିଦିନ ତାରା ତାରିଣୀ ଚଳଚ୍ଚିତ୍ର ଦେଖିଥାଉ।ଏହି ଚଳଚ୍ଚିତ୍ରରେ ଖଳନାୟିକା ଭୂମିକାରେ ଅଭିନୟ କରୁଥିବା ମୋହନା ସମସ୍ତଙ୍କୁ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖି ପାରନ୍ତି।ଏହା ସହିତ ତାଙ୍କର ଅଭିନୟ ଅନେକ ଦର୍ଶକଙ୍କୁ ଭଲ ଲାଗିଥାଏ।ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରୁଥାନ୍ତି।ସେ ଓଲିଉଡ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅଭିନୟ ପାଇଁ ବହୁତ ପ୍ରସିଦ୍ଧି ପାଇ ପାରିଛନ୍ତି।

ତାଙ୍କର ଅଭିନୟ କରିବାର ବିଶେଷ ଶୈଳୀ ସମସ୍ତଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥାଏ।ଏହା ସହିତ ଅନେକ ଲୋକ ତାଙ୍କର ଅଭିନୟ ଦେଖିବାକୁ ଅନେକ ମାତ୍ରାରେ ପସନ୍ଦ କରିଥାନ୍ତି।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅଭିନୟ ମାଧ୍ୟମରେ ଅନେକ ଦର୍ଶକଙ୍କ ମନରେ ନିଜ ପାଇଁ ଅନେକ ସମ୍ମାନ ସୃଷ୍ଟି କରି ପାରିଛନ୍ତି।

ସେ ଅନେକ ଚଳଚ୍ଚିତ୍ରରେ ଖଳନାୟିକା ଭୂମିକାରେ ଅଭିନୟ କରିଥାନ୍ତି।ମାତ୍ର ବାସ୍ତବ ଜୀବନରେ ସେ ଜଣେ ବହୁତ ଭଲ ମଣିଷ।ଏହି କିଛି ଦିନ ତଳେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ସନ୍ୟାସି ବେଶରେ ସଜାଇ ହୋଇଥିଲେ।ତାଙ୍କର ଏହିପରି ରୂପ ଦେଖି ଅନେକ ଭାବିଥିଲେ କି ସେ ସଂସାରର ସମସ୍ତ ମହାମାୟା ତ୍ୟାଗ କରି ଦେଇଛନ୍ତି।

ଏହା ସହିତ ସେ ସନ୍ନ୍ୟାସୀ ହୋଇ ଯାଇଛନ୍ତି।ମାତ୍ର ଏହା ସମ୍ପୂର୍ଣ୍ଣ ରୂପରେ ଭୁଲ ତଥ୍ୟ ବୋଲି ଜଣା ପଡିଛି ଓ ସେ ଜନତାଙ୍କ ଏହି କଥାକୁ ସମ୍ପୂର୍ଣ୍ଣ ରୂପରେ ଖଣ୍ଡନ କରିଛନ୍ତି।ସେ କହିଛନ୍ତି କି ସେ ବିଲକୁଲ ସନ୍ନ୍ୟାସୀ ହୋଇ ନାହାଁନ୍ତି କି ସେ କେବେ ମଧ୍ୟ ସନ୍ନ୍ୟାସୀ ହେବେ ନାହିଁ ବୋଲି କହିଛନ୍ତି।ଏହା ସହିତ ସେ ଏହି ସନ୍ନ୍ୟାସୀ ବେଶ ଧାରଣ କରିବାର କାରଣ ହେଉଛି କି ତାଙ୍କୁ ଏକ ଚଳଚ୍ଚିତ୍ରରେ ସନ୍ୟାସୀ ଭୂମିକାରେ ଅଭିନୟ କରିବାକୁ ପଡ଼ିଥିଲା।

ଫଳରେ ସେ ସନ୍ୟାସୀ ବେଶ ଧାରଣ କରିଥିଲେ।ତେବେ ତାଙ୍କର ଏହି ଅଭିନୟ ଖୁବ ଶୀଘ୍ର ଦର୍ଶକମାନେ ଦେଖବାକୁ ପାଇବେ ବୋଲି ସେ କହିଛନ୍ତି।ଏହା ସହିତ ସେ କହିଛନ୍ତି କି ସେ ଆଗକୁ କେବେ ମଧ୍ୟ ସନ୍ନ୍ୟାସୀ ହେବେ ନାହିଁ।ତେବେ ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି ଓ ସେ ଅନେକ ଦର୍ଶକ ମାନଙ୍କ ମନୋରଞ୍ଜନ ମଧ୍ୟ କରିଥାନ୍ତି।ସେ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ମଧ୍ୟ ଛାଡ଼ି ଥାଆନ୍ତି।

ଯାହା ଫଳରେ ତାଙ୍କର ସୋସିଆଲ ମିଡିଆରେ ଅନେକ ଅନୁଗତ ରହିଛନ୍ତି।ସେ ପ୍ରକୃତରେ ଓଲିଉଡ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି।ସେ ଖୁବ ଶୀଘ୍ର ବିବାହ କରିବାକୁ ମଧ୍ୟ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି।ଏହା ସହିତ ସେ ନିଜର ସନ୍ନ୍ୟାସୀ ହେବା କଥାକୁ ମିଥ୍ୟା ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *