ଏହି କାମ କଲା ପରେ ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କର ସମସ୍ତ କଥା ମନିବେ – ଥରେ ଚେଷ୍ଟା କରି ଦେଖନ୍ତୁ

Spread the love

ତେବେ ଅନେକ ଲୋକ ନିଜ ଜୀବନରେ ନିଜର ପ୍ରେମକୁ ପାଇ ପାରନ୍ତି ନାହିଁ।ସେମାନେ ଅନେକ ଚେଷ୍ଟା କରିବା ଫଳରେ ମଧ୍ୟ ସେମାନେ ନିଜର ପ୍ରେମକୁ ପାଇବାରେ ଅସଫଳ ହୁଅନ୍ତି।ତେବେ ଆମେ ବର୍ତ୍ତମାନ ଏପରି କିଛି ଘଟଣା ସମ୍ପର୍କରେ ଆଲୋଚନା କରିବା ଯାହାକୁ କରିବା ପରେ ଆପଣ ନିଜର ପ୍ରେମ ସହିତ ସର୍ବଦା ରହିବେ ଓ ଅନେକ ଆପଣଙ୍କ ପ୍ରେମ ଆପଣଙ୍କୁ ଛାଡି କେବେ ମଧ୍ୟ ଯିବେ ନାହିଁ।ତେବେ ଏହାପାଇଁ ବିଭିନ୍ନ ଉପାୟ ରହିଛି।ଯାହାକୁ କରିବା ଫଳରେ ଆପଣଙ୍କ ସମ୍ପର୍କ ଅଧିକ ଗଭୀର ହେବ।

ତେବେ ଆପଣ ନିଜର ପ୍ରେମ ସହିତ ସବୁଦିନ ଗୋଟିଏ କଥା କଥା ହୁଅନ୍ତୁ ନାହିଁ ଅଥବା ଆପଣ ତାଙ୍କ ସହିତ ମିଶି ସବୁଦିନ କୌଣସି ଗୋଟିଏ କାର୍ଯ୍ୟ କରନ୍ତୁ ନାହିଁ।ଏପରି କରିବା ଫଳରେ ତାଙ୍କର ଆପଣଙ୍କ ପ୍ରତି ଥିବା ଭଲ ପାଇବା ଧୀରେ ଧୀରେ କମିବାରେ ଲାଗିବ।ସେଥିପାଇଁ ଆପଣ ନିଜର ପ୍ରେମକୁ ସବୁବେଳେ ଗୋଟିଏ କାର୍ଯ୍ୟ କରିବାରୁ ନିବୃତ ରଖନ୍ତୁ।

ତେବେ ସବୁଦିନ ଗୋଟିଏ କାର୍ଯ୍ୟ କରିବା ଫଳରେ ତାଙ୍କର ଭଲପାଇବା ଆପଣଙ୍କ ପାଇଁ ଧୀରେ ଧୀରେ ଶେଷ ହୋଇଯିବ ଓ ସେ ଭାବିବେ କି ଯଦି ସେ ମୋତେ ଏତେ ଭଲ ପାଉଛନ୍ତି ତ ମୋର ବ୍ୟସ୍ତ ହେବାର କୌଣସି କାରଣ ନାହିଁ।ଏହାପରେ ହେଉଛି ଆପଣ ନିଜର ପ୍ରେମକୁ ସର୍ବଦା ନିଜ ପ୍ରତି ଆକର୍ଷିତ କରି ରଖନ୍ତୁ।ଏପରି କରିବା ଫଳରେ ସେ ସର୍ବଦା ଆପଣଙ୍କ କଥା ଭାବିବେ ଓ ଆପଣଙ୍କ ପାଇଁ ତାଙ୍କ ମନରେ ଧୀରେ ଧୀରେ ଭଲ ପାଇବା ବଢ଼ିବାକୁ ଲାଗିବ।

ଯାହା ଫଳରେ ସେ ଆପଣଙ୍କ ବିଷୟରେ ଅଧିକ ଭାବିବାକୁ ଲାଗିବେ।ସେ ଆପଣଙ୍କ ବିଷୟରେ ଅଧିକ ଚିନ୍ତା କରିବା ଆବଶ୍ୟକ।ଆପଣ ସର୍ବଦା ଏପରି କାର୍ଯ୍ୟ କରନ୍ତୁ ଯାହା ଫଳରେ ସେ ସର୍ବଦା ଆପଣଙ୍କ ଆଡ଼କୁ ଆକର୍ଷିତ ହୋଇ ରହିବେ।ଯାହା ଫଳରେ ଆପଣଙ୍କ ପାଇଁ ତାଙ୍କ ଭଲ ପାଇବା କମିବ ନାହିଁ।ଏହା ସହିତ ଆଜିକାଲି ପ୍ରତ୍ୟେକ ପ୍ରେମିକ ଓ ପ୍ରେମିକା ପରସ୍ପରକୁ ବହୁତ ଅଧିକ ଭଲ ପାଇଥାନ୍ତି ଓ ସେମାନେ ପରସ୍ପରର ଅଧିକ ଯତ୍ନ ମଧ୍ୟ କରିଥାନ୍ତି।

ତେବେ ଆପଣ ଧ୍ୟାନ ରଖନ୍ତୁ ଆପଣ ଯଦି ଏପରି ଅନେକ ଦିନ ଧରି ତାଙ୍କର ଯତ୍ନ କରି ଆସୁଛନ୍ତି ତେବେ ଆପଣ ଅଚାନକ ଭାବରେ କିଛି ସମୟ ପାଇଁ ତାଙ୍କର ଯତ୍ନ କରିବା ବନ୍ଦ କରି ଦିଅନ୍ତୁ।ଏପରି କରିବା ଫଳରେ ସେ ଭାବିବେ କି ସେ ମୋର ଯତ୍ନ ଆଉ କରୁ ନାହାଁନ୍ତି କାହିଁକି।ଏପରି ଭାବିବା ପରେ ସେ ଆପଣଙ୍କୁ ଧୀରେ ଧୀରେ ଅଧିକ ଭଲ ପାଇବାକୁ ଲାଗିବେ।ଏହା ସହିତ ଆପଣ ଅଧିକ ସିଧା ହୁଆନ୍ତୁ ନାହିଁ।

ଏପରି କରିବା ଫଳରେ ସେ ଆପଣଙ୍କୁ ଅଧିକ ଭଲ ପାଇବା ପରିବର୍ତ୍ତେ ସେ ଭାବିବେ କି ସେ ଅଧିକ ସିଧା ହୋଇ ଯାଉଛନ୍ତି ଫଳରେ ଏହି ଦୁନିଆରେ ତାଙ୍କୁ କେହି ମଧ୍ୟ ଠକି ଚାଲି ଯାଇ ପାରନ୍ତି।ସେଥିପାଇଁ ସେ ଆପଣଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇ ରହିବେ ନାହିଁ।ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଯେପରି ସେ ଆପଣଙ୍କୁ ସିଧା ସିଧା ବୋଲି ନ ଭାବନ୍ତୁ।ଆପଣ ତାଙ୍କ ସମ୍ମୁଖରେ କିଛି କିଛି ଚାଲାକ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ଯାହା ଫଳରେ ଆପଣ ତାଙ୍କୁ ଆକର୍ଷିତ କରି ରଖି ପାରିବେ।

Leave a Reply

Your email address will not be published. Required fields are marked *