ଆସିଲା ବଡ ଖବର – ଆଧାର କାର୍ଡ ଧାରୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିବ ଟଙ୍କା – ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରାୟ ୭ କୋଟି ଗରୁବ କୃଷକଙ୍କୁ ମିଳିବାକୁ ଘର

Spread the love

ଆଧାର କାର୍ଡ ଧାରୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିବ ଟଙ୍କା।ଆପଣ ଯଦି ଗରିବ ମଧ୍ୟବିତ୍ତ ଘରର ଲୋକ ଏବଂ ଆପଣଙ୍କ ପାଖରେ ଆଧାର କାର୍ଡ ରହିଛି ସେମାନଙ୍କୁ ପାଞ୍ଚ ହଜାର ଲେଖା ଟଙ୍କା ଦିଆଯିବାକୁ ଘୋଷଣା କରୁଛନ୍ତି ପ୍ରଧାନମନ୍ତ୍ରୀ।ଗ୍ୟାସ ସିଲିଣ୍ଡର ପିଛା ଦରରେ ହେଲା ଟଙ୍କା ହ୍ରାସ।ଏହା ସହିତ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦର ହ୍ରାସ ହୋଇଛି।ଏହା ସହିତ ବର୍ତ୍ତମାନ ଦେଶରେ ଅଷ୍ଟମ,ଦଶମ ଓ ଦ୍ୱାଦଶ ପାସ କରିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ମିଳିପାରେ ନିଯୁକ୍ତିର ସୁଯୋଗ।ଏହା ସହିତ ସେମାନଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟରେ ନିଯୁକ୍ତ କରାଯିବାର ବ୍ୟବସ୍ଥା ରହିଛି।

ଏହା ସହିତ ସମଗ୍ର ଦେଶରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ନିୟମରେ କିଛି ପରିବର୍ତ୍ତନ କରିଛି ଫଳରେ ଆପଣ କିଛି ଦିନ ପାଇଁ ନିଜର ବହିରୁ ଟଙ୍କା ଉଠାଇ ପାରିବେ ନାହିଁ।ଏହା ସହିତ ଗରିବ ପ୍ରଧାନ ମନ୍ତ୍ରୀ କୃଷକ ଯୋଜନା ଅନୁସାରେ ଅଷ୍ଟମ କିସ୍ତିରେ ମିଳିବ ଆଠ ହଜାର ଲେଖା ଟଙ୍କା।ଏହା ସହିତ ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା କରିବାକୁ ସରକାର ଘୋଷଣା କରିଛନ୍ତି।ଏହା ସହିତ ଯେଉଁ ବ୍ୟକ୍ତି ମାନଙ୍କର ବ୍ୟାଙ୍କରେ ଖାତା ରହିଛି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅନୁସାରେ ମିଳିପାରେ ୫ ହଜାର ଟଙ୍କା।

ଏହା ସହିତ ବର୍ତ୍ତମାନ ଦେଶରେ ଗରିବ କୃଷକ ମାନେ ଋଣକୁ ନେଇ ଯେଉଁ ଭଳି ଭାବରେ ଆ-ତ୍ମ-ହତ୍ୟା କରୁଛନ୍ତି ଏହାକୁ ରୋକିବା ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି।ଯେଉଁଥିରେ ସେ କୃଷକ ମାନଙ୍କର ଋଣ କ୍ଷମା କରିବେ ବୋଲି ଘୋଷଣା କରିଛନ୍ତି।ଏହା ସହିତ ସରକାରଙ୍କ ତରଫରୁ ବର୍ତ୍ତମାନ ଅନେକ ରାସନ କାର୍ଡ ଧାରୀ ବ୍ୟକ୍ତି ମାନଙ୍କୁ ମିଳିବାକୁ ଯାଉଛି ଚାଉଳ, ଡାଲି ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ।ଯାହା ଫଳରେ ଗରିବ ଲୋକମାନେ ଏହି ସମୟରେ କିଛି ଖାଦ୍ୟ ପାଇ ପାରିବେ।

ଏହା ସହିତ ଆମ ଦେଶରେ ବର୍ତ୍ତମାନ ଅନେକ ଗରିବ କୃଷକ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରାୟ ୭ କୋଟି ଗରୁବ କୃଷକଙ୍କୁ ମିଳିବାକୁ ଯାଉଛି ୩ ଲକ୍ଷ ଲେଖା ଟଙ୍କା।ତେବେ ସରକାର ଏହି କୃଷକ ମାନଙ୍କୁ ସେମାନଙ୍କର ପାଇଁ ଏକ ନୂତନ କୋଠା ଘର ତିଆରି କରିବା ପାଇଁ ଏହି ଟଙ୍କା ପ୍ରଦାନ କରୁଛନ୍ତି।ଏହି ଯୋଜନା ବର୍ତ୍ତମାନ ଭାରତର ସମସ୍ତ ରାଜ୍ୟରେ ଲାଗୁ ହୋଇ ନାହିଁ ଏହା ଭାରତର କିଛି ନିର୍ଦ୍ଧିଷ୍ଟ ରାଜ୍ୟରେ ଲାଗୁ ହୋଇଛି।

ଯଦି ଆପଣ ରାଜସ୍ଥାନ,ପଞ୍ଜାବ,ହରିୟଣା,ଉତ୍ତର ପ୍ରଦେଶ,ମଧ୍ୟ ପ୍ରଦେଶ,କର୍ଣ୍ଣାଟକ,କେରଳ,ଗୁଜୁରାଟ ଏହି ସମସ୍ତ ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ରାଜ୍ୟର ବାସିନ୍ଦା ହୋଇଥାନ୍ତି ତେବେ ଆପଣଙ୍କୁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଯୋଜନା ଅନୁସାରେ କିଛି ଟଙ୍କା ମିଳିପାରେ।ତେବେ ସରକାର ଏହି ସମସ୍ତ ଯୋଜନା ମାଧ୍ୟମରେ ଗରିବ ଲୋକମାନଙ୍କୁ ଏହି ମହାମାରୀ ସମୟରେ ଅନେକ ସାହାଯ୍ୟ କରି ପାରିବେ।ଫଳରେ ଗରିବ ଲୋକମାନେ ଏହି ମହାମାରୀ ସମୟରେ ଅନେକ ମାତ୍ରାରେ ଉପକୃତ ହୋଇ ପାରିବେ।ତେଣୁ ଆପଣ ଏହାକୁ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ।

Leave a Reply

Your email address will not be published. Required fields are marked *