ଅଭିନେତା Aamar କହିଲେ ମୋ ମନର ନାୟକ ହେଉଛନ୍ତି ଅନୁଭବ,ବାବୁଶାନ୍‌,ଆଉ ତାଙ୍କୁ ଦେଖିଲେ ଆମକୁ ଡର ଲାଗେ..

Spread the love

ଓଡିଆ ସିନେମା ଇଣ୍ଡରଷ୍ଟ୍ରିରେ ମୋର ପ୍ରିୟ ହେଲେ ଅନୁଭବ ଭାଇ ଆଉ ବାବୁଶାନ। ତାଙ୍କ ଦୁଇ ଜଣଙ୍କ ଛଡ଼ା ମତେ ଆଉ କେହି ପସନ୍ଦ ନୁହେଁ। ମୁଁ ତାଙ୍କୁ ଦେଖି ଆସିଛି ତାଙ୍କୁ ଫଲୋ କରି ଆସିଛି।ସେମାନେ ସବୁବେଳେ ମୋର ହାର୍ଟକୁ ବହୁତ କ୍ଲୋଜ।ମୁଁ ଯେତେବେଳେ କି କିଛି ଗୀତ କି ସିନ ଦେଖେ ମତେ ବହୁତ ଭଲ ଲାଗେ।

ମୁଁ ତାଙ୍କ ସିନେମା ଦମନ ଦେଖିବାକୁ ଯାଇଥିଲି। ତାଙ୍କୁ ଦେଖିକି ଟିକିଏ ଡର ଲାଗେ ମୁଁ ସେ ଜାଗାରେ ପାଦ ରଖିବି କି ନାହିଁ। ଜୀବନ ସାଥିରୁ ସେ ପପୁଲାରିଟି ନେବା ଆରମ୍ଭ କରୁଥିଲେ।ପ୍ରଥମେ ଆଦି ଓ ଏବେ ସିଦ୍ଧାର୍ଥ ଏହି ଦୁଇଟି ନାମରେ ପରିଚିତ ଥିବା ବ୍ୟକ୍ତି ବର୍ତ୍ତମାନ ଜୀବନରେ କଣ କରୁଛନ୍ତି ତାଙ୍କ ଜୀବନ

କେମିତି ଚାଲିଛି ଆଜି ଆମେ ତାଙ୍କ ବିଷୟରେ ଜାଣିବା।ତେବେ ଆପଣ ଗୋଟିଏ ବହୁତ ପପୁଲାର ସିରିଏଲରେ ଅଛନ୍ତି।ତା ଭିତରେ ଆମକୁ ମଧ୍ୟ ସମୟ ଦେଲେ ସେଥି ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ମୁଁ ବହୁତ ଭଲ ଅଛି। ବେଳେ ବେଳେ କଣ ହୁଏ କି ମୋ କାମ ପାଇଁ ମତେ ବହୁତ ଚିଡି ଚିଡି ଲାଗେ।

ଯେବେ ବି ମୁଁ କୋଉ ସପିଙ୍ଗ ମଲକୁ ଯାଏ। ସେଥି ଲୋକଙ୍କ ଭଲ ପାଇବା ମୋ କାମ ପ୍ରତି ହେଉ କି ମୋ ଅଭିନୟ ପ୍ରତି ହେଉ ସେ ସବୁ ମୋର ଏହି ଚିଡି ଚିଡିକୁ ଭଲ କରି ଦିଏ। ମୁଁ ସବୁ ଭୁଲି ଯାଏ।ମୁଁ ଏହି ସବୁ ଭଲ ପାଇବା ଦେଖି ଏହି ସବୁ ଭୁଲି ଯାଏ। ମତେ ଲାଗେ କି ମୋ ଉପରେ ଆଶୀର୍ବାଦ ଅଛି।

ଆଶୀର୍ବାଦ ନଥିଲେ ଏହି କଳା ଲାଇନରେ ସକ୍ସେସ ଏତେ ହୋଇ ପାରିବେ ନାହିଁ।ତେବେ ୨୦୧୬ରେ ଆପଣଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ଶୁଣିବାକୁ ମିଳିଛି।।ତେବେ ଏହାକୁ ନେଇ କଣ କହିବେ।ମୋର ଶିକ୍ଷାଗତ ଯୋଗ୍ୟତା ହେଉଛି ଏମବିଏ।ମୁଁ ସେତେବେଳେ ଉତ୍କଳ ବିଶ୍ବ ବିଦ୍ୟାଳୟରେ କରିଥିଲି ମୁଁ।

ଏହା ପରେ ଆମେ ପରିବାରକୁ ନେଇ ବାଙ୍ଗାଲୋର ଯାଇଥିଲୁ।ଚେନ୍ନଇ, ଉଟ୍ଟି ଏହି ସବୁ ଜାଗା ଆମେ ବୁଲା ବୁଲି କରୁଥିଲୁ। ହଠାତ ମୁଁ ସେହି ସମୟରେ ଗୋଟିଏ କଲ ରିଶିଭ କଲି। ଏହା ଗୋଟିଏ ଅଲଗା ନମ୍ୱରରୁ ଥିଲା। ଏହା କଲରସ ଓଡିଆର ଥିଲା।ସେମାନେ ମତେ ଡାଇରେକ୍ଟ କହିଲେ କି ଆମେ

ଆପଣଙ୍କୁ ଅଭିନୟ ପାଇଁ ସିଲେକ୍ଟ କରୁଛୁ।ମୁଁ କହିଲି କି ମୁଁ ଅଭିନୟ କିଛି ଜାଣି ନାହିଁ। ସେ କହିଲେ ଠିକ ଅଛି ତମେ ଆସ ଅଡିସନକୁ ଆମେ ଦେଖିବା। ମୁଁ ଟିକିଏ କହିଦେଲି ଆଉ ତାଙ୍କୁ ମଧ୍ୟ ଭଲ ଲାଗିଲା। ଆଉ ହଁ ୨୦୧୬ରୁ ହିଁ ମୋ କ୍ୟାରେକ୍ଟର ଆରମ୍ଭ ହୋଇଥିଲା। ଏମିତି କିଛି ଅମର କହିଥିଲେ

Leave a Reply

Your email address will not be published. Required fields are marked *