Dillip କହିଲେ ୟୁଟ୍ୟୁବରୁ ପାଇଗଲି ମୋ ଗାର୍ଲଫ୍ରେଣ୍ଡ,ଆଉ ମୁଁ ଯାହା ମଧ୍ୟ କରିଛି ସବୁ ଅନ ଲାଇନ ରେ…

Spread the love

ୟୁଟ୍ୟୁବରୁ ତ ମୁଁ ଆଙ୍କୁ ପାଇଛି, ଯେତେବେଳେ ୟେ କିଛି କାମ କରୁନଥିଲେ ସେତେବେଳେ ମୁଁ ୟାଙ୍କୁ ଜବ କରିବା ପାଇଁ କହୁଥିଲି ତାପରେ ସେ କିଛି ଶୁଣୁ ନଥିଲେ ସେ ସବୁବେଳେ ଏଇ କାମ କରୁଥିଲେ ଆଉ ତାପରେ ମୁଁ ତାଙ୍କୁ କିଛି କହିଲି ନାହିଁ କହିଲି ତମକୁ ଯାହା ଭଲ ଲାଗୁଛି ସେଇୟା କର କାହିଁକି ନା ଜଉ ଜିନିଷରେ ଇଛା ନଥିବ ସେଇ ଜିନିଷ କରି ହେବନି କି

ସେଥିରେ ସଫଳ ମଧ୍ୟ ହେଇ ପାରିବନି ସେଥିପାଇଁ କହିଲି ତମକୁ ଯାହା ଭଲ ଲାଗୁଛି ସେଇୟା କର ଆଉ ତାଙ୍କର ଯଉଥିରେ ଖୁସି ମୋର ମଧ୍ୟ ସେଇଥିରେ ଖୁସି।ଏମିତି କିଛି ସେ କହିଥିଲେ।ୟୁଟ୍ୟୁବ କାହା ପାଇଁ ନୂଆ ପାର୍ଟନର ଖୋଜି ଆଣି ଦେଇପାରେ ଏଇଟା ହୁଏତ ଆମ ପାଇଁ ନୂଆଁ କଥା।

ଆମେ ବିଭିନ୍ନ ସମୟରେ ଖବର ପାଇଥାଉ ଯେ ସୋସିଆଲ ମିଡିଆରେ କୌଭଳି ଭାବରେ ଧୋକା ହଉଛି ଆଉ ଅନ୍ୟ ସବୁ ଖବର ମିଳୁଛି ହେଲେ ଆଜି ଆପଣ ୟୁଟ୍ୟୁବରୁ ଦିଲିପଙ୍କୁ ପାଇଛନ୍ତି ତ ସେଥିପାଇଁ କଣ କହିବେ ଆଉ କେମିତି ପାଇଲେ?ଆଉ ତାଙ୍କୁ ପାଇକି ଆପଣ କେତେ ଖୁସି ଅଛନ୍ତି?

ଦିଲୀପଙ୍କ ପାର୍ଟନର କହୁଛନ୍ତି ତାଙ୍କୁ ଯେତେବେଳେ ମୁଁ ପ୍ରଥମେ ପାଇଥିଲି ସେତେବେଳେ ସେ ଖାଲି ନାଚୁଥିଲେ ଆଉ ତାଙ୍କର କିଛି ରୋଜଗାର ମଧ୍ୟ ନଥିଲା। ମୁଁ ତାଙ୍କୁ ସେତେବେଳୁ ଜାଣିଛି ଆଉ ଜାଣିବା ପରେ ମୁଁ ମାମାଙ୍କୁ କହିଥିଲି ଯେ ମାମା ମୁଁ ୟାଙ୍କୁ ହିଁ ମୋର ଲାଇଫ ପାର୍ଟନର କରିବି।ବାସ ତାପରେ

ମା ରାଜି ହେଲା ଆଉ ତାଙ୍କୁ ବାହା ହେଲି।ଘରେ ତମକୁ କିଛି ବୁଝାଇବାକୁ ପଡିନି କି?କାରଣ ଘରେ ସବୁବେଳେ ଘର ଲୋକଙ୍କର ଇଛା ଥାଏ ଯେ ଆମ ଝିଅ ଗୋଟେ ଭଲ ପୁଅକୁ ବାହା ହଉ ଯିଏ ଚାକିରି କରୁଥିବ କି କିଏ ଯଦି ବିଜନେସ କରୁଥିବ। ହେଲେ ଆପଣ ଯାହାକୁ ବିବାହ କରିଛନ୍ତି ସେ ଜଣେ ୟୁଟ୍ୟୁବର

ଆଉ ଯଦି ଆମେ କାହାକୁ ୟୁଟ୍ୟୁବର କଥା କହିବା ତାହେଲେ ଅଧା ଜଣ ଲୋକ ପ୍ରାୟ ବୁଝି ପାରିବେ ନାହିଁ ଯେ କଣ ସେ ୟୁଟ୍ୟୁବର କଣ କାମ କରନ୍ତି ହେଲେ ଆପଣ କେମିତି ଆପଣଙ୍କ ଘର ଲୋକଙ୍କୁ ଏହି ୟୁଟ୍ୟୁବରଙ୍କୁ ନେଇକି ବୁଝାଇଥିଲେ?ସେ କହିଲେ କି, ସେତେବେଳେ ମୁଁ ମାଙ୍କୁ ଏସବୁ ବିଷୟରେ କିଛି କହି ନଥିଲି

ହେଲେ ଯେତେବେଳେ ବାହାଘରକୁ ନେଇକି ଘରେ ସମସ୍ତେ ସିରିଅସ ହେଲେ ସେତେବେଳେ ଯାଇକି ମୁଁ ଘରେ ସମସ୍ତଙ୍କୁ ବୁଝାଇଥିଲି ୟାଙ୍କ ବିଷୟରେ।

Leave a Reply

Your email address will not be published. Required fields are marked *