ଅଚାନକ ଗାଁ ମଧ୍ୟକୁ Entry କଲା ବିରାଟ ହାତୀ,ତାହା ପରେ ଯାହା ହେଲା ଆପଣଙ୍କ ହୋସ ଉଡିଯିବ ଏବେ ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ହାତୀ ଆତଙ୍କ ଘଟଣା ବିଷୟରେ ଜାଣିବା।ଏହି ଘଟଣା ଅତ୍ୟନ୍ତ ମାରାତ୍ମକ ଅଟେ।ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ଏହି ପରି ଘଟଣା ଆଜି କାଲି ଅନେକ ମାତ୍ରାରେ ଘଟିବାରେ ଲାଗିଛି।କିନ୍ତୁ ତଥାପି ଲୋକମାନେ ସତର୍କ ନାହାନ୍ତି ଏବଂ ଅନେକ ଲୋକ ଏଥିରେ ଧ୍ୟାନ ମଧ୍ୟ ଦେଇନାହାନ୍ତି।କିନ୍ତୁ ଏହା ଏକ ମହତ୍ୱପୂର୍ଣ୍ଣ ଘଟଣା ଅଟେ ଏବଂ ଏଥିପାଇଁ ଦୃଢ଼ କାର୍ଯ୍ୟବାହି ନେବା ଆବଶ୍ୟକ।ଆଜି କାଲି ଅନେକ ସ୍ଥାନରେ ଏହିପରି ଘଟଣା ଘଟୁଛି।

ଅନେକ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି।କିନ୍ତୁ ମୁଖ୍ୟ କଥା ହେଉଛି ଏଥିପାଇଁ କିଛି ପଦକ୍ଷେପ ନିଆଯାଉନାହିଁ।ଏବଂ ଲୋକମାନେ ମଧ୍ୟ ସଚେତନ ହେଉ ନାହାନ୍ତି।ପୁନର୍ବାର ଏହିପରି ଏକ ଖବର ସାମ୍ନାକୁ ଆସିଛି।ଏହି ଘଟଣାରେ କୌଣସି ଏକ ଜଙ୍ଗଲରୁ ଏକ ବିଶାଳ ହାତୀ ଏକ ଛୋଟ ଗ୍ରାମ ମଧ୍ୟରେ ପ୍ରବେଶ କରିଛି।ଏବଂ ଆତଙ୍କ ସୃଷ୍ଟି କରିଛି।ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।କୌଣସି ଏକ ସ୍ଥାନରେ ଏକ ଛୋଟିଆ ଗ୍ରାମ ଟିଏ।ସେହି ଗ୍ରାମକୁ ଜଙ୍ଗଲରୁ ପଶି ଆସିଛି ଏକ ବିଶାଳ କାୟ ହାତୀ।ଭୟଭୀତ ହୋଇଯାଇଛନ୍ତି ଲୋକମାନେ।ଅନେକ ଲୋକ କୌଣସି ଉଚ୍ଚ ସ୍ଥାନରେ ଥିବା ବେଳେ ଅନେକ ଲୋକ ଡରରେ ଏପଟ ସେପଟ ଦୌଡୁଥିବାର ଦେଖା ଦେଇଛି।ଏବଂ ଏହା ମଧ୍ୟରେ କିଛି ଲୋକ ଲୁଚିକରି ତାହାର ଭିଡିଓ ମଧ୍ୟ ସୁଟ କରିଛନ୍ତି।

ସେହି ଗ୍ରାମରେ ଅନେକ କୁଡ଼ିଆ ଘର ରହିଛି ଏବଂ କିଛି ଛାତ ଘର ମଧ୍ୟ ରହିଛି।ଚାରିଆଡ଼େ ସୋର ଶବ୍ଦ ସୁଭାଯାଉଛି।ଯେଉଁ ହାତୀ ପଶି ଆସିଥିଲା ସେ ଏକ ଅତ୍ୟନ୍ତ ବିଶାଳକାୟ ଏବଂ ଭୟାନକ ହାତୀ।ତାହା କେଉଁଠାରୁ ଅସିଛି ତାହା କେହି ଜାଣିନାହାନ୍ତି।ଏବଂ ହାତୀଟି ସମ୍ପୂର୍ଣ୍ଣ ରାଗିକରି ଥିବାର ଜଣା ପଡୁଛି।ସେ ପ୍ରବେଶ କରିବା ମାତ୍ରେ ସେଠାରେ ଥିବା ଏକ କୁଡ଼ିଆ ଘର ସମ୍ପୁର୍ଣ୍ଣ ରୂପରେ ଭାଙ୍ଗି ତଳେ ଗଡାଇଦେଇଥିଲା।

ଏହା ଦେଖି ସେଠାର ଲୋକ ଅଧିକ ଭୟଭୀତ ହୋଇଯାଇଥିଲେ।ସେଠାର ଏକ ସ୍ଥାନରେ ଅନେକ ଲୋକ ରହିଯାଇଥିଲେ।ହାତୀଟି ଯେତେବେଳେ ସେମାନଙ୍କ ଆଡ଼କୁ ଆସିଲା ସମସ୍ତେ ଚାରିଆଡେ ଦୌଡ଼ିବାକୁ ଲାଗିଲେ।ହାତୀଟି ଏହାପରେ ସେହି ଗ୍ରାମରେ ସବୁଆଡେ ବୁଲିବାକୁ ଲାଗିଥିଲା।ଲୋକମାନେ ଛାତ ଉପରେ ରହି ସେହି ଦୃଶ୍ୟ ଦେଖୁଥିଲେ।ଏବଂ ସେମାନେ ଭୟଭୀତ ମଧ୍ୟ ହୋଇପଡିଥିଲେ।

ଏହାପରେ ହାତୀ ହାବୁଡ଼ରେ ପଡିଯାଇଥିଲା ଏକ ଦୁଇ ଚକିଆ ଗାଡି।ସେହି ଗାଡିକୁ ହାତୀଟି ତଳେ ପକାଇ ଭାଙ୍ଗିଦେଇଥିଲା।ତେବେ ଏହି ଘଟଣା ଲୋକମାନଙ୍କ ପାଇଁ ଅତ୍ୟନ୍ତ ଖରାପ ଅଟେ।ଏଥିପାଇଁ ପଦକ୍ଷେପ ନେବା ଆବଶ୍ୟକ।ଏବଂ ସଜାଗ ରହିବା ଆବଶ୍ୟକ।ବନ ବିଭାଗ କର୍ମଚାରୀ ମାନଙ୍କୁ ମଧ୍ୟ ଏହା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *