ସୁପର ଷ୍ଟାର Bobby Mishra ସୁଟିଙ୍ଗ ସେଟରେ ଗୀତ ଗାଇବା ସମୟରେ ହେଇଗଲେ Emotional ,ଦେଖିଲେ ଆପଣ ମଧ୍ୟ ଦୁଃଖରେ ପଡିଯିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡିଆ ସିନେମା ଜଗତକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ଆପଣମାନେ ଯଦି ଓଡ଼ିଶାର ବାସିନ୍ଦା ଅଟନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଓଡ଼ିଆ ଫିଲ୍ମ ଦେଖୁଥିବେ ଏବଂ ଏହାକୁ ପସନ୍ଦ ମଧ୍ୟ କରୁଥିବେ।ଏବଂ ଯଦି ଆପଣ ଓଡ଼ିଆ ଫିଲ୍ମ ଦେଖନ୍ତି ତେବେ ଅଭିନେତା ବବି ମିଶ୍ରଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ସେ ଓଡ଼ିଶାର ଜଣେ ସୁପରିଚିତ ଅଭିନେତା ଅଟନ୍ତି।ଅନେକ ଲୋକ ତାଙ୍କୁ ପସନ୍ଦ କରିଥାନ୍ତି।ସେ ଖୁବ କମ ସମୟ ମଧ୍ୟରେ ଅନେକ ଲୋକ ପରିଚୟ ହାସଲ କରିଛନ୍ତି।

ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କୁ ଅନେକ ପସନ୍ଦ କରିଥାନ୍ତି।ସେ ଜଣେ ଏହିଭଳି ଅଭିନେତା ଅଟନ୍ତି ଯେ ତାଙ୍କ ଅଭିନୟ ଦେଖିବା ପାଇଁ ଲୋକମାନେ ସବୁବେଳେ ଚାହିଁ ବସିଥାନ୍ତି।ସେ ନିଜର ପ୍ରତ୍ୟେକ କ୍ୟାରେକ୍ଟରକୁ ସୁଚାରୁ ରୂପରେ ନିଭେଇ ଥାନ୍ତି।ଏବଂ ନିଜ କ୍ୟାରେକ୍ଟର ମଧ୍ୟରେ ସମ୍ପୁର୍ଣ୍ଣ ମଜିଯାଇଥାନ୍ତି।ଏଥିପାଇଁ ତାଙ୍କର ପ୍ରତ୍ୟେକ ଫିଲ୍ମରେ ବାସ୍ତବିକତା ରହିଥାଏ।

ଏହି କାରଣ ଯୋଗୁ ସେ ଅନେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି।ତାଙ୍କର ଆକ୍ଟିଙ୍ଗ କରିବାର ଅନ୍ଦାଜ , ଡାଇଲଗ କହିବାର ଶୈଳୀ ସବୁ ଦର୍ଶକଙ୍କୁ ମୋହିତ କରିଥାଏ।ଏହା ଦ୍ୱାରାସେ ଦର୍ଶକ ମାନଙ୍କ ହୃଦୟରେ ନିଜ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।ଆଜିର ଏହି ଆର୍ଟିକିଲରେ ସୁପର ଷ୍ଟାର ବବି ମିଶ୍ରଙ୍କ ସୁଟିଙ୍ଗ ଷ୍ଟେଜରେ ଘଟିଥିବା ଏକ ବିଶେଷ ଘଟଣା ବିଷୟରେ ଆଲୋଚନା କରିବା।

ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ସୂଚନା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସେ ସୁଟିଙ୍ଗ ଷ୍ଟେଜରେ ଥିବା ସମୟରେ ସେହିଠାରେ ଅନେକ କଳାକାର ଉପସ୍ଥିତ ଥିଲେ।ଏବଂ ବବି ମିଶ୍ର ସେମାନଙ୍କ ମଧ୍ୟରୁ ଜଣେ ଥିଲେ।ସେ ସେହି ସମୟରେ ଓଡ଼ିଆର ଏକ ସୁପ୍ରସିଦ୍ଧ ଗୀତ “ତୁ ନୂଆ ସାଏରି, ତୁ ନୂଆ କବିତା ମତେ ପାଗଳ କଲୁ ଆଇସ୍ଥା ଆଇସ୍ଥା” ନାମକ ଗୀତ ଗାଇଥିଲେ।

ସେ ଖୁବ ସୁମଧୁର କଣ୍ଠରେ ଏବଂ ଅତି ସୁନ୍ଦର ଶୈଳୀରେ ସେହି ଗୀତଟିକୁ ଗାଇଥିଲେ ଏବଂ ସେ ଗୀତ ଗାଇବା ସମୟରେ ତାଙ୍କୁ ସେଠାରେ ଉପସ୍ଥିତ ଥିବା କଲକାର ମାନେ ପ୍ରଶଂସା କରୁଥିଲେ ଏବଂ ତାଳି ମାରି ଉତ୍ସାହିତ କରୁଥିଲେ ଏବଂ ସେମାନେ ମଧ୍ୟ ତାଳ ସହିତ ତାଳ ଦେଇ ଗୀତଟି ବବି ମିଶ୍ରଙ୍କ ସହିତ ଗାଉଥିଲେ।

ଏବଂ ସେମାନେ ସମସ୍ତେ ଖୁବ ମଜା କରିବାର ଦେଖାଯାଇଥିଲେ।ସେଠାରେ ଉପସ୍ଥିତ ଅନ୍ୟ କଳାକାର ଏବଂ ସଦସ୍ୟ ମାନେ ସେହି ମୁହୂର୍ତ୍ତକୁ ନିଜ ଫୋନରେ ଭିଡିଓ ମାଧ୍ୟମରେ ରେକର୍ଡ କରିଥିଲେ।ଏହାକୁ ଆପଣ ଇଣ୍ଟରନେଟରେ ପାଇ ପାରିବେ।ଗୀତ ଗାଉ ଥିବା ସମୟରେ ସେ ଅଳ୍ପ ସମୟ ପାଇଁ ଆବେଗ ପ୍ରବଣ ମଧ୍ୟ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *