ଦିନେ ଓଡ଼ିଆ Film ର ସବୁଠୁ ବଡ ହିରୋଇନ ଥିଲେ, ହେଲେ ଆଜି Heroin ଙ୍କ ପାଖେ ବର୍ତମାନ ସମୟରେ ଖାଇବା ପାଇଁ ପଇସା ନାହିଁ,ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

Spread the love

କିଛି ବର୍ଷ ତଳେ ଅଭିନୟ ଜଗତ ଉପରେ ରାଜ କରୁଥିବା ଏହି ଅଭିନେତ୍ରୀ ଜଣକ ଆଜି ଖାଦ୍ୟ ଖାଇବା ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭର କରୁଛନ୍ତି।ଏହି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ଦ୍ୱାରା ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲେ।ନିଜର ଅଭିନୟ ଦ୍ୱାରା ସେ ନିଜକୁ ଏକ ସ୍ବତନ୍ତ୍ର ପ୍ରତିଷ୍ଠା ଦେବାରେ ସଫଳ ହୋଇଥିଲେ।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ବାନ୍ଧି ରଖି ପାରୁଥିଲେ।

ହେଲେ ଆଜି ତାଙ୍କର ପାଖରେ କିଛି ମଧ୍ୟ ନାହିଁ।କିଛିଦିନ ତଳେ ତାଙ୍କର ପତିଙ୍କ ମୃତ୍ୟୁ ହୋଇ ଯାଇଥିଲା।ଏହା ସହିତ ଏହାର କିଛି ଦିନ ପରେ ତାଙ୍କର ପୁଅର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲ।ଯାହା ଫଳରେ ସେ ଏହି ଦୁନିଆରେ ଏକା ହୋଇ ଯାଇଥିଲେ।ଏହା ସହିତ ନିଜର ଅଧିକ ବୟସ ହୋଇ ଯିବାରୁ ସେ ଆଉ କାମ କି ଅଭିନୟ ମଧ୍ୟ କରି ପାରୁ ନାହାନ୍ତି।ଯାହା ଫଳରେ ତାଙ୍କ ପାଖରେ ବର୍ତ୍ତମାନ ସମସ୍ତ ଅର୍ଥ ଶେଷ ହୋଇ ଯାଇଛି।ସମୟ ବଡ ବଳବାନ ଫିଲ୍ମ ରେ ସେ ଅଭିନୟ କରିଥିଲେ ଓ କିଏ କାହାର ଭଳି ଅନେକ ସୁପରହିଟ ଫିଲ୍ମ ରେ ସେ ଅଭିନୟ କରିଥିଲେ

ଏହା ସହିତ ସେ ଲୋକଙ୍କ ପାଖରୁ ମାଗିଯାଚି ଚଳୁଛନ୍ତି।ତେବେ ତାଙ୍କର ଏପରି ଅବସ୍ଥା ଦେଖି ବର୍ତ୍ତମାନ ଅନେକ ଲୋକ ତଥା ଅନେକ ଅଭିନେତା ଓ ଅଭିନେତ୍ରୀ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।ଏହା ସହିତ ବର୍ତ୍ତମାନ ଅନେକ ଅଭିନେତା ତାଙ୍କର ସେହି ଛୋଟ ଘରକୁ ଯାଇ ସେଠାରେ ତାଙ୍କୁ ସାହାଯ୍ୟ କରିଛନ୍ତି।ତେବେ ତାଙ୍କର ପୁଅର ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲେ।

ଏହା ସହିତ ସେ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଉପରେ ମଧ୍ୟ ନିର୍ଭର କରିବା ପରିସ୍ଥିତିକୁ ଆସି ଯାଇଥିଲେ।ତେବେ ତାଙ୍କର ଏପରି ଅବସ୍ଥା ସମ୍ପର୍କରେ ଯେତେବେଳେ ସମସ୍ତେ ଅଭିନେତା ଜାଣିବାକୁ ପାଇଲେ ସେମାନେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।ଏହା ସହିତ ତାଙ୍କର ଅନେକ ଶାରିରୀକ ସମସ୍ୟା ମଧ୍ୟ ରହିଛି।ଯେପରିକି ତାଙ୍କର ଗୋଡ଼ ଅଚାନକ ଭାବରେ କିଛି ଦିନ ତଳେ ଫୁଲିବାକୁ ଆରମ୍ଭ କରିଥିଲା।

ଏହାର ଚିକିତ୍ସା ପାଇଁ ତାଙ୍କ ନିକଟରେ ଅର୍ଥ ନଥିବାରୁ ସେ ଏହାର ଚିକିତ୍ସା କରିବାରେ ଅସମର୍ଥ ହେଉଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ଚିକିତ୍ସା କିପରି କରିବେ ଏହା ଚିନ୍ତାରେ ଅଚ୍ଚନ୍ତି।ତେବେ ଏହା ବିଷୟରେ ଜାଣିବା ପରେ ତାଙ୍କୁ ଅନେକ ଅଭିନେତା ଓ ଅଭିନେତ୍ରୀ ସାହାଯ୍ୟ କରିବା ପାଇଁ ମନସ୍ଥ କରିଥିଲେ ଓ ସେମାନେ ସାହାଯ୍ୟ ମଧ୍ୟ କରିଥିଲେ।ତେବେ ପ୍ରଥମେ ଓଡ଼ିଆ ଅଭିନୟ ଜଗତର ହାସ୍ୟ ଅଭିନେତା ପପୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ।

ସେ ତାଙ୍କୁ ସାହାଯ୍ୟ କରିବା ସହିତ ଅନ୍ୟ ସମସ୍ତଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ପାଇଁ କହିଛନ୍ତି।ଏହା ସହିତ ଏପରି ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଏଭଳି ଅବସ୍ଥାରେ ଯେ କୌଣସି ବ୍ୟକ୍ତି ଦୁଃଖିତ ହେବା ସ୍ବାଭାବିକ।ତେବେ ସମୟ ତାଙ୍କୁ ଆଜି ଅନେକ ଅସୁବିଧାକୁ ନେଇ ଆସିଛି ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ସମୟରେ କହିଥିଲେ।ତେବେ ସମସ୍ତଙ୍କର ସାହାଯ୍ୟ ତାଙ୍କୁ କିଛି ମାତ୍ରାରେ ଏହି ଅସୁବିଧାରୁ ବାହାରକୁ ଆଣି ପାରିବ ବୋଲି ସମସ୍ତେ ଅନୁମାନ କରୁଛନ୍ତି।

Leave a Reply

Your email address will not be published. Required fields are marked *