ଶେଷରେ ଆଦିତ୍ୟ ଙ୍କ ପାଇଁ ଏପରି କାମ କଲେ ବିଦ୍ୟାଶ୍ରୀ – ଲୋକ କହିଲେ ତମକୁ ଲାଜ ଲାଗୁନି ତମେ ଏପରି..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ବିଦ୍ୟଶ୍ରୀ ନିଜ ହାତରେ ଆଦିତ୍ୟଙ୍କ ନାମରେ କରିଥିବା ଏକ ଟାଟୁ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସାଙ୍ଗମାନେ ଆପଣ ଆଦିତ୍ୟଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ।ସେ ଜଣେ ଲୋକପ୍ରିୟ ଚରିତ୍ର ଅଟନ୍ତି।କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଏହା ତାଙ୍କର ଅନେକ ଫ୍ୟାନ ମାନଙ୍କ ପାଇଁ ବହୁତ ଦୁଃଖର ଖବର ଥିଲା।ତାଙ୍କର ଅନେକ ଫ୍ୟାନ ଦୁଃଖରେ ଭାଙ୍ଗିପଡିଥିଲେ।କିନ୍ତୁ ସବୁଠାରୁ ଅଧିକ ଦୁଃଖ ହୋଇଥିଲା ତାଙ୍କ ସ୍ତ୍ରୀ ବିଦ୍ୟଶ୍ରୀଙ୍କୁ।

ଜଣେ ସ୍ୱମୀଙ୍କ ବିୟୋଗରେ ତାଙ୍କ ସ୍ତ୍ରୀଙ୍କୁ କିଭଳି ଲାଗେ ତାହା ଖାଲି ଜଣେ ସ୍ତ୍ରୀହି ଜାଣିପାରିବ।ସେମାନେ ଦୁଃଖରେ ଭାଙ୍ଗିପଡ଼ିଥାନ୍ତି।କିନ୍ତୁ କିଛି ଦିନ ଏପରି ଦୁଃଖରେ ରହିବା ପରେ ଅନେକ ଜଣ ଦ୍ୱିତୀୟ ବିବହ କରିଦେଇଥାନ୍ତି।ଏବଂ ଅନ୍ୟ ଜଣଙ୍କୁ ନିଜର ଜୀବନ ସାଥି ଭାବରେ ବାଛି ଥାନ୍ତି।ଏଭଳି ଅନେକ ପ୍ରଶ୍ନ ଆଦିତ୍ୟଙ୍କ ଫ୍ୟାନ ମାନଙ୍କ ମନରେ ଥିଲା ଯେ ଆଦିତ୍ୟଙ୍କ ପରେ ତାଙ୍କ ପତ୍ନୀ ବିଦ୍ୟଶ୍ରୀ ଦ୍ୱିତୀୟ ବିବାହ କରିବେକି ନାହିଁ?

ଏହାର ସବୁ ଉତ୍ତର ଦେବାପାଇଁ ବିଦ୍ୟଶ୍ରୀ ଏକ ଭିଡ଼ିଓରେ ଲାଇଭ ଆସିଥିଲେ ଏବଂ ସବୁ କଥା କହିଥିଲେ।ତେବେ ଆସନ୍ତୁ ଜାଣିବା ସେ କଣ କହିଥିଲେ ସେ ଭିଡ଼ିଓରେ।ପ୍ରଥମେ ଭଡ଼ିଓ ଆରମ୍ଭ ହେଉ ହେଉ ସେ ସଭିଙ୍କୁ ନମସ୍କାର ଜଣାଇଥିଲେ।ଏହାପରେ ସେ କହିଲେ ମୁଁ ଏହି ଭିଡିଓ ଏଥିପାଇଁ କରିଛି ମୋ ପାଖରେ ଆଉ ଯେତିକି ଭି ଦିନ ଅଛି ଅର୍ଥାତ ମୁଁ ଯେତିକି ଦିନ ଏହି ଦୁନିଆରେ ବଞ୍ଚିବି କେବଳ ଆଦିତ୍ୟଙ୍କ ପାଇଁ ବଞ୍ଚିବି ଏବଂ କେବଳ ଆଦିତ୍ୟଙ୍କ ସ୍ତ୍ରୀ ହୋଇକିହିଁ ବଞ୍ଚିବେ।

ଓ ସେଥିରେ ଏହା ମଧ୍ୟ କହିଥିଲେ ଆପଣ ମାନେ କେବେହେଲେ ଭାବନ୍ତୁ ନାହିଁଯେ ମୁଁ କେବେବି ଅନ୍ୟ କାହାକୁ ବିବାହ କରିବି ବୋଲି।ସେଭଳି କୌଣସି ପ୍ଲାନ ନାହିଁ ତାଙ୍କର କିମ୍ବା ଭବିଷ୍ୟତରେ ଏପରି କିଛି ପ୍ଲାନ ଆସିବ ନାହିଁ।ଓ ସେ ଏହା କହିଥିଲେ ସେ ଏପରି ଭିଡିଓ ତିଆରି କରିବାର କାରଣ ହେଉଛି ସେ ନିଜ ଶରୀରରେ ଆଦିତ୍ୟଙ୍କର ଏକ ଟାଟୁ ବନେଇବାକୁ ଯାଉଛନ୍ତି।

ଏହି ଟାଟୁ ତିଆରି କରିବା ଆରମ୍ଭ ମଧ୍ୟ ହୋଇଗଲାଣି ବୋଲି କହିଥିଲେ।ସେ ଦୁଇ ଦିନ ଆଗରୁ ଏକ ପୋଷ୍ଟ କରିଥିଲେ।ସେହି ପୋଷ୍ଟରେ ସେ କହିଥିଲେ ଫ୍ୟାନ ମାନଙ୍କୁ ଆଦିତ୍ୟଙ୍କର ଏକ ଫଟୋ ସିଲେକ୍ଟ କରିବା ପାଇଁ।ଓ ତାଙ୍କ କମେଣ୍ଟରେ ଦ୍ୱିତୀୟ ଫଟୋ ଆସିଥିଲା।ଓ ସେହି ଫଟୋଟି ତାଙ୍କୁ ମଧ୍ୟ ଭଲ ଲାଗିଥିଲା।ସେଥିପାଇଁ ସେ ସବୁଦିନ ପାଇଁ ଆଦିତ୍ୟଙ୍କ ଟାଟୁ ନିଜ ଶରୀରରେ ବନେଇବାକୁ ଯାଉଛନ୍ତି।ସେ କହୁଛନ୍ତି ଯେ ଆଦିତ୍ୟ ତଙ୍କୁ ଛାଡି ଚାଲିଯାଇଛନ୍ତି।

ତାଙ୍କ ଶରୀର ସିନା ନଷ୍ଟ ହୋଇଯାଇଛି କିନ୍ତୁ ତାଙ୍କ ଆତ୍ମା ଆଜି ମଧ୍ୟ କେଉଁଠି ନା କେଉଁଠି ତାଙ୍କ ପାଖରେ ଅଛି।ସେ ଏହା ଚାହୁଁଛନ୍ତି ତାଙ୍କ ଆତ୍ମାକୁ ମଧ୍ୟ ଏକ ଶରୀର ମିଳୁ ଏବଂ ସେ ତାଙ୍କ ସହ ସବୁ ସମୟରେ ରୁହନ୍ତୁ।ସେ ଆଗରୁ ମଧ୍ୟ ଭାବିଥିଲେ ବେକ ପଛପଟେ ଏକ ଟାଟୁ କରିବେ ସେଥିରେ ଏକ ତ୍ରିଶୂଳ ଥିବ। ଓଁ ଲେଖା ଥିବା ଏବଂ ଦୁଇ ପାର୍ଶ୍ୱରେ ସ୍ୱସ୍ତିକର ଚିହ୍ନ ଥିବ।

ଏବଂ ଦୁର୍ଗା ମାଆଙ୍କର ଦୁଇଟି ଆଖିର ମଧ୍ୟ ଚିତ୍ର ଥିବ କିନ୍ତୁ କାଟିବ ବୋଲି ସେ ଭୟରେ ସାହସ କରିପାରୁ ନଥିଲେ।ତାଙ୍କୁ ରକ୍ତ ଦାନ ସମୟରେ ଛୁଞ୍ଚି ଫୋଡା ହେଲେ ୱେବ ବାହାର କରାଗଲେ ମଧ୍ୟ କଷ୍ଟ ଲାଗିଥାଏ।କିନ୍ତୁ ସେ ଆଦିତ୍ୟଙ୍କ ପାଇଁ ଏହା କରିବେ ତାଙ୍କ ପାଖରେ ସେତିକି ସାହସ ଆସି ସାରିଛି।

ସେ ଏହା ମଧ୍ୟ କହିଛନ୍ତି ସେ ଆଦିତ୍ୟଙ୍କ ଛଡ଼ା କେବେହେଲେ କାହାକୁ ଦେଖିପାରିବେ ନାହିଁ।ଯେଉଁ ସ୍ଥାନରେ ଆଦିତ୍ୟଙ୍କୁ ବସାଇଥିଲେ ସେହି ସ୍ଥାନରେ ଅନ୍ୟ କାହାକୁ ଦେଇ ପାରିବେ ନାହିଁ।ତାଙ୍କ ଭଲ ପାଇବା ସେହି ଭଳି ଥିଲା।ଏବଂ ଏହା ମଧ୍ୟ କହିଥିଲେ ହୁଏତ ଯଦି ଆଜି ତାଙ୍କର କିଛି ହୋଇଥାନ୍ତା ଏବଂ ଆଦିତ୍ୟ ବଞ୍ଚିଥାନ୍ତେ ତେବେ ସେ ମଧ୍ୟ ସେଇୟାହିଁ କରିଥାନ୍ତେ।

Leave a Reply

Your email address will not be published. Required fields are marked *