ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଆଗରେ ଅଛି,ପଛରେ ଅଛି ଦବେଇ ଦେଲେ ଉଠିଯାଉଛି,capable ଲୋକ ସଠିକ ଉତ୍ତର ଦେବେ…

Spread the love

ଆଜି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ନେଇକି ଆସିଛୁ। ତେବେ ଏମିତି କିଛି ପ୍ରଶ୍ନ ଆପଣଙ୍କର ପରୀକ୍ଷାରେ ଆସିପାରେ। ଏମିତି କିଛି ପ୍ରଶ୍ନ ଓ ତାହାର ଉତ୍ତର ଜାଣିଲେ ଆପଣ ଅନେକ କ୍ଷେତ୍ରରେ ଆଗକୁ ଯିବେ। ତେବେ ଅନେକ କ୍ଷେତ୍ରରେ ଏମିତି କିଛି ପ୍ରଶ୍ନ ଆସିପାରେ। ତେବେ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିଲେ

ଆପଣ ଅନେକ କିଛି ଜାଣିବାରେ ସଫଳ ହୋଇପାରିବେ। ତେବେ ଏହା ପଢି ଆପଣଙ୍କୁ କିପରି ଲାଗିଲା ତାହା କମେଣ୍ଟ ରେ ଆପଣ ଜଣେଇ ପାରିବେ।ପ୍ରଥମ ପ୍ରଶ୍ନ: (୧) ରେଫ୍ରିଜରେଟର ର ଆବିଷ୍କାର କେଉଁ ଦେଶରେ ହୋଇଥିଲା? ଉତ୍ତର: ଆମେରିକା। ପରବର୍ତ୍ତୀ ପ୍ରଶ୍ନ: (୨) ସବୁଠାରୁ ଛୋଟ ମହାଦ୍ଵୀପ କଣ? ଉତ୍ତର: ମହାରାଷ୍ଟ୍ର।

ପରବର୍ତ୍ତୀ ପ୍ରଶ୍ନ: (୩) ପ୍ରିଣ୍ଟିଙ୍ଗ ପ୍ରେସ କିଏ ଓ କେବେ ଉଦ୍ଭାବନ କରିଥିଲେ? ଉତ୍ତର: ୧୫୦୦ ଶତାବ୍ଦୀରେ, ଜୋହାନସ ଗୋଟେନବର୍ଗ।ପରବର୍ତ୍ତୀ ପ୍ରଶ୍ନ: (୪) କେଉଁ ଦେଶ ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ‘ଥର୍ମାସ କପ’ ସବୁଠାରୁ ଅଧିକ ଥର ଜିତିଛି? ଉତ୍ତର:ଇଣ୍ଡୋନେସିଆ। ପରବର୍ତ୍ତୀ ପ୍ରଶ୍ନ:

(୫) କେଉଁ ଫୁଲ ସକାଳୁ ସନ୍ଧ୍ୟା ଯାଏ ସୂର୍ଯ୍ୟଦେବଙ୍କ ଆଡ଼କୁ ଦେଖିଥାଏ? ଉତ୍ତର: ସୂର୍ଯ୍ୟମୁଖୀ।ପରବର୍ତ୍ତୀ ପ୍ରଶ୍ନ:(୬) କୋକାକୋଲା କେଉଁ ଦେଶର କମ୍ପାନୀ ଅଟେ? ଉତ୍ତର:ଆମେରିକା। ପରବର୍ତ୍ତୀ ପ୍ରଶ୍ନ: (୭) ପୋଲିସର ସବୁଠାରୁ ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟ କଣ? ଉତ୍ତର:ଜନରକ୍ଷା। ପରବର୍ତ୍ତୀ ପ୍ରଶ୍ନ:(୮) କେଉଁ ଦେଶରେ ତାସର ଆବିଷ୍କାର ହୋଇଥିଲା? ଉତ୍ତର:ଭାରତ।

ପରବର୍ତ୍ତୀ ପ୍ରଶ୍ନ: (୯) ଥାଇଲାଣ୍ଡର ରାଷ୍ଟ୍ରୀୟ ପଶୁର ନାମ କଣ? ଉତ୍ତର:ଧଳା ହାତୀ। ପରବର୍ତ୍ତୀ ପ୍ରଶ୍ନ: (୧୦) ଭାରତୀୟ ନୌସେନା ଦିବସ କେଉଁ ଦିନ ପାଳନ କରା ଯାଏ? ଉତ୍ତର: ଡିସେମ୍ବର ୪। ପରବର୍ତ୍ତୀ ପ୍ରଶ୍ନ: (୧୧) ଆଗରେ ଅଛି,ପଛରେ ଅଛି ଦବେଇ ଦେଲେ ଉଠିଯାଉଛି?

Leave a Reply

Your email address will not be published. Required fields are marked *