ସାମ୍ନାକୁ ଆସିଲା ବଏଫ୍ରେଣ୍ଡର Dibyaranjan ଫଟୋ,ୟା ପାଇଁ ମତେ ବହୁତ ବଢ଼ିଲା ଆଉ..

Spread the love

ଏହି ଚେହେରାର ନାମ ହେଉଛି ଡାକ୍ତର ଦିବ୍ୟରଂଜନ ମାଝୀ।ଯିଏ ମୃତ ଡକ୍ଟର ଶୁଭଶ୍ରୀ କରଙ୍କ ପୁରୁଷ ବନ୍ଧୁ।ଯିଏ ଦିନେ ସ୍ବପ୍ନ ଦେଖାଇ ଥିଲା ସୁଭଶ୍ରୀ କରଙ୍କୁ ଆଉ ରଖିଥିଲା ସଂପର୍କ।ଦୁଇ ଜଣ ଯାଙ୍କ ଡାକ୍ତର ଥିଲେ।ଦୁଇ ଜଣକ ପ୍ରେମ ସମ୍ପର୍କ ଆଗକୁ ବଢ଼ି ଥିଲା।ଆଉ ତା ପରେ ଯେତେବେଳେ ସଂପର୍କ ରଖିଥିଲା

ସେତେବେଳେ ଏହି ପୁରୁଷ ବନ୍ଧୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦେଇଥିଲା।ମଥାରେ ଦେବ ସିନ୍ଦୁର ହାତକୁ ଶଙ୍ଖା।ଆଉ ବେଦୀରେ ବସି ବାହା ହୋଇ ତା ଘରକୁ ବନ୍ଧୁ କରି ନେଇ ଯିବ।ଆଉ ଏହା ଭିତରେ ଯେତେବେଳେ ସମ୍ପର୍କ ଗଢ଼ି ଉଠିଲା ତା ପରେ କୁଆଡେ ମନ ଭାଙ୍ଗି ଗଲା। ଶୁଭଶ୍ରୀ ଦିବ୍ୟରଞ୍ଜନଙ୍କୁ

ଆଉ ଭଲ ଲାଗିଲା ନାହିଁ।ଦିନ ମିଠା ଲାଗୁଥିବା ଶୁଭଶ୍ରୀ କୁଆଡେ ପିତା ଲାଗିଲା।ଯେଉଁ ମୁହଁକୁ ନ ଦେଖିଲେ ଦିବ୍ୟରଞ୍ଜନ ପାଗଳ ହେଉଥିଲା ସେ ଶୁଭଶ୍ରୀ ନାମ ଶୁଣି ପାଗଳ ହୋଇଯିବ ବୋଲି କହିଲା।ଯେତେବେଳେ ପ୍ରେମ ପ୍ରତାରଣାରେ ପରିଣତ ହୁଏ ଠିକ ସେତିକି ବେଳେ ଭଲ ଲାଗୁଥିବା ଜିନିଷ ଉପରେ ଘୃଣା ଚାଲି ଆସେ।

ଆଉ ଯାହାକୁ ଦେଖିବା ପାଇଁ ପାଗଳ ହେଉଥିବା ମନଟା ତାକୁ ଦେଖିଲେ ଚିମିକି ଉଠେ।ଏହା ଭିତରେ ସାମ୍ନାକୁ ଆସିଛି ପୁରୁଷ ବଂଧୁ ଦିବ୍ୟ ରଞ୍ଜନ ମାଝୀର ଫଟୋ ସେ ହେଉଛନ୍ତି ମୃତ ଡ଼ାକ୍ତର ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟ ରଞ୍ଜନ ମାଝୀ। ଡିସେମ୍ବର ୨୦ ତାରିଖରେ ଶୁଭଶ୍ରୀ ଯାହା ବିରୁଦ୍ଧରେ ଏଫଆଇଆର ଦେଇଥିଲେ।

ତାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଏତଲାରେ ଦର୍ଶା ଯାଇଥିଲା ଦିବ୍ୟ ରଞ୍ଜନ ମାଝୀ ଜଣେ ପୁରୁଷ ତାଙ୍କ ସହ ବନ୍ଧୁତା ରଖିଥିଲେ।ଏଇପରି କି ବିବାହ କରିବା ପାଇଁ ମଧ୍ୟ କହିଥିଲେ।ଚିନ୍ତା ମଧ୍ୟ କରୁଥିଲେ ଆଉ ସେଥି ପାଇଁ ଫୋନରେ କଥା ହେଉଥିଲେ।ତେବେ ଦିବ୍ୟ ରଞ୍ଜନ ତାଙ୍କ ସହ ଜୋର ଜବରଦସ୍ତ

ସଂପର୍କ ରଖିଥିଲା।ଆଉ ଯେତେବେଳେ ଶୁଭଶ୍ରୀ ବିବାହ କଥା କହିଥିଲେ ଦିବ୍ୟ ରଞ୍ଜନ ତାଙ୍କ ଠାରୁ ଦୂରେଇ ଯାଇଥିଲେ।ଏତଲା ସାମ୍ନାକୁ ଆସିବା ପରେ ଏହି ଖବର ସାମ୍ନାକୁ ଆସିଥିଲେ।ଆଉ ଏବେ ତାଙ୍କ ଚେହେରା ସାମ୍ନାକୁ ଆସିଛି।ତେବେ ପୋଲିସ କେବେ ଏହାକୁ ନେଇ ପଚରା ଉଚରା କରୁଛି।

Leave a Reply

Your email address will not be published. Required fields are marked *