ଅଘଟଣ ଏଡାଇବା ପାଇଁ ଡିମ୍ପଲଙ୍କୁ ପୋଲିସ Protection ଦରକାର,ନହେଲେ ଯାହା ଘଟିବ ତାହା ସବୁଦିନ ପାଇଁ…ଦେଖନ୍ତୁ Video

Spread the love

ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ବ୍ରହ୍ମପୁରର ଡାକ୍ତର ସୁମିତ ଓ ଡିମ୍ପଲ ଘଟଣାରେ ବିବାଦ ବାହାରିବାରେ ଯେତିକି ଦିନ ବଢ଼ିବାରେ ଲାଗିଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ସେତିକି ବଢ଼ିବାରେ ଲାଗିଛି।ଏହି ଘଟଣାରେ ଉଭୟ ଉଭୟଙ୍କୁ କାଦୁଅ ପିଙ୍ଗା ଫିଙ୍ଗି ହୋଇଥିବା ବେଳେ ତେବେ କିଏ ସତ କହୁଛି ତାହା ଜଣା ପଡୁନି।

ଏହା ଠାରୁ ବଡ଼ ଦୁର୍ଭାଗ୍ୟ ଜନକ ଘଟଣା ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ପୋଲିସ ବିଭାଗକୁ ଦିଆଗଲା ଏହା ସହ ଅନ୍ୟ ଅଫିସର ମାନଙ୍କୁ ଜଣା ଯାଇଛି।ସେହି ଆଦେଶ ନେଇ ତାଙ୍କୁ ପଢ଼ାଇ ସୁନାଇଥିବେ।ସେ ତ ଜଣେ ଶିକ୍ଷିତ ବ୍ୟକ୍ତି।ପାଠ ପଢା ସେ ଜାଣିଛନ୍ତି।ସେ ଯଦି ଇଂରାଜୀ ପଢ଼ି ବୁଝୁଥିବେ ସେଥିରେ ସେ ଯଦି କହୁଛନ୍ତି କି ସେ ଦିଗରେ ମୋର କିଛି କହିବାର ନାହିଁ।

କାରଣ ଯେ କୌଣସି କୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା କାମ ହେଉଛି ଜିଲ୍ଲା ପ୍ରଶାସନର।ତେଣୁ ଜିଲ୍ଲା ପ୍ରଶାସନ କୋର୍ଟଙ୍କ ଆଦେଶକୁ କିଭଳି କାର୍ଯକାରୀ କରିବେ ସେ ଜାଣିଛନ୍ତି।ପ୍ରଥମ କଥା ହେଲା ସେ ଘରେ ଯେଉଁମାନେ ରହୁଛନ୍ତି ସେ ଘର ତାଙ୍କୁ ଦେଇ ନାହାନ୍ତି।ତାଙ୍କ ଘରକୁ ଲାଗି ଆଉ ଗୋଟିଏ ଛାତ ଉପରେ ଜାଗା ଦେଇଛନ୍ତି।

ଯେଉଁଠି ସେମାନଙ୍କର ଯିବା ଆସିବ ସମ୍ଭାବନା ନାହିଁ।କାରଣ ତପସ୍ୱିନୀ ତାର ଏକ ଅଲଗା ଜାଗାରେ ଅଲଗା ଘର ଭିତରେ ରହିବ।ତେଣୁ କେଉଁଠି ସୁରକ୍ଷିତ ଅସୁରକ୍ଷିତ କଥା ଆସିଲା।ବର୍ତ୍ତମାନ ପୋଲିସ ପ୍ରଶାସନ ତାର ଦାୟିତ୍ଵ ନେଇଛନ୍ତି। ତପସ୍ୱିନୀଙ୍କୁ ପିଏସଓ ଯୋଗାଇ ଦିଆ ଯାଇଛି। ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଥିବ ଏସପିଙ୍କ ତରଫରୁ।

ତପସ୍ୱିନୀ କୋର୍ଟ ଆଦେଶ ବଳରେ ତପସ୍ୱିନୀ ଅଛନ୍ତି।ଯେଉଁ ଅଘଟଣ ହୋଇପାରେ।ଅଘଟଣକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ଜଗିବା କଥା। ସୁମିତଙ୍କ ବାପା କହୁଛନ୍ତି କି ଅଧିକାର ଲେଖା ହୋଇଛି କିନ୍ତୁ ଘରକୁ ଏଣ୍ଟ୍ରି ଲେଖା ଯାଇନି।ଆଇନର ତର୍ଜମା କରିବା କାମ ହେଉଛି ଓକିଲ ମାନଙ୍କର।ଜିଲ୍ଲା ଜଜ ଯେଉଁ ଆଦେଶ ଦେଇଛନ୍ତି ସେ ଆଦେଶକୁ ସରକାରୀ ଅଧିକାରୀ ସବୁ ପଢ଼ି କରି ବୁଝିଛନ୍ତି।

ସେଠାରୁ ସେ ଯାହା ଜାଣିଛନ୍ତି।ନହେଲେ ତପସ୍ୱିନୀଙ୍କୁ ନେଇ ସେ କାହିଁକି ରଖିଲେ ଘରେ।କାରଣ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ତପସ୍ୱିନୀ ତାଙ୍କ ଅଧିକାର ଥିବା ଘରେ ରହିବେ।ଏହା ସହ ତାଙ୍କୁ ମାସିକ ୧୭୦୦୦ ଟଙ୍କା ମିଳିବ।ଉଭୟ ପକ୍ଷ ଉଭୟ ପକ୍ଷଙ୍କ ସହ ଗଣ୍ଡଗୋଳ କରିବେ ନାହିଁ।ସୁମିତଙ୍କ ବାପା ମା ଯେଉଁ ଘରେ ରହୁଛନ୍ତି ସେ ଘରେ ସେମାନେ ତପସ୍ୱିନୀଙ୍କୁ ରଖିଲେ ନାହିଁ।ତାଙ୍କ ଘର ସାଇ଼ଡରେ ଛାତ ଉପରେ ଯେଉଁ ଘର ଅଛି ସେଠାରେ ରଖି ଥିଲେ।

Leave a Reply

Your email address will not be published. Required fields are marked *