ବର୍ତମାନ ଆସିଲା ସବୁଠୁ ବଡ ଖବର – ଏହି ତାରିଖ ଦିନ ବାହାରିବ ଦଶମ ରେଜଲ୍ଟ – ଆଜିଠୁ ଆରମ୍ଭ ହେବ ପାଠପଢା – କିପରି ଜାଣିରଖନ୍ତୁ

Spread the love

ବର୍ତମାନ ସାରା ଓଡ଼ିଶାରେ କରୋନା ମହାମାରୀ ଚାଲିଥିବା ବେଳେ ଧୀରେ ଧୀରେ ସ୍ତିତି ରେ ସୁଧାର ଆସିବାରେ ଲାଗିଛି ଓ କିଛି କିଛି ଜାଗାରେ ଆଜିଠାରୁ ଆଂଶିକ ଲକ ଡାଉନ ଆଜିଠାରୁ ଲାଗୁ ହେଇଚି ଓ ଅନ୍ୟ ଜିଲ୍ଲାମାନଙ୍କରେ ଲକ ଡାଉନ ରେ କିଛିଟା କୋହଳ ହେଇଚି କିନ୍ତୁ ଲକ ଡାଉନ ଜାରି ରହିଛି |ତେବେ ଏହି ଭିତରେ ବର୍ତମାନ ସ୍କୁଲ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଙ୍କି ମାରିଚି ,ସବୁ ଅଭିଭାବକ ଓ ପିଲମେନ ଅନେଇ ରହିଛନ୍ତି ଯେ ଆଗାମୀ ଦିନରେ କଣ ହେବ

ପିଲାଙ୍କ ଭବିଷ୍ୟତ କୁ ଲକ୍ଷ୍ୟକରି ବର୍ତମାନ ସମୟରେ ସ୍କୁଲ ଖୋଲିବ ନ ନାହିଁ ସେ ବିଷୟରେ ଆଲୋଚନା ଜାରି ରହିଛି |ତେବେ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ପ୍ରକାଶ କୁ ନେଇ ଗଣଶିକ୍ଷାମନ୍ତ୍ରୀ ଆଜି ନୂଆ ଘୋଷଣା କରିଛନ୍ତି ଓ ଦଶମ ପିଲାଙ୍କ ମୂଲ୍ୟାଙ୍କନ କାମ ଚାଲିଛି ଓ ଖୁବ ଶୀଘ୍ର ରେଜଲ୍ଟ ଆସିବା ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି|ତେବେ ସ୍କୁଲ ଖୋଲିବା ନେଇ ସେ କହଛନ୍ତି ଯେ ସେ ନେଇ ସରକାର ଓ ବିଶେଷଜ୍ଞନ ମାନେ ଆଲୋଚନା ଜାରି ରଖସିଛନ୍ତି

ତେବେ ଏହି ଜୁନ ମାସ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ ବାହାରିନ ନେଇ ସୂଚନା ମିଳିଛି |ଆଜି ଏ ନେଇ ସରକାର ଙ୍କ ତରଫ ରୁ ସ୍ପଷ୍ଟ ହେଇଚି |ସଠିକ ମୂଲ୍ୟାୟନ କିପରି ହେବ ସେ ନେଇ ଚର୍ଚା ଚାଲିଛି ଓ ନିର୍ଧାରିତ ସମୟରେ ରେଜଲ୍ଟ ଆସିବା ବୋଲି ଘୋଷଣା ମଧ୍ୟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ |ସେପଟେ ସ୍କୁଲ ଖୋଲିବା ନେଇ କହିବା ସମ୍ଭବ ନୁହଁ |ତେବେ ସେ ନେଇ ସରକାର ଆଗାମୀ ଦିନରେ ଚୂଡାନ୍ତ ନିଷ୍ପତି ନେବେ

ତେବେ ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଅନଲାଇନ ରେ କ୍ଲାସ କରିବା ପାଇଁ କୁହ ଯାଇଛି |ତେବେ ବର୍ତମାନ ଏହା YOUTUBE ରେ ପାଠ ପଢ଼ାଯିବ |ଏହି ଲାଇବ କ୍ଲାସ ହେବ ସକାଳ ୧୦ ତା ୪୫ ରୁ ଦିନ ଗୋଟିଏ ଯାଏ କ୍ଲାସ ହେବ ଓ ସବୁପିଲ ଏହି କ୍ଲାସ ଦେଖିକି ପାଠ ପଢିବେ |ତେବେ ଏହି କ୍ଲାସ ସୋମବାର ରୁ ଶୁକ୍ରବାର ହେବ ଓ ଦିନକୁ ୪ଟି ପିରିୟଡ଼ ହେବ ଓ ସବୁ କ୍ଲାସ ୩୦ ମିନିଟ ର ହେବ

ସବୁ ଜିଲ୍ଲା ଅଧିକାରୀ ଲାଇଭ କ୍ଲାସ କିଆରୀ ହେବ ସେ ନେଇ ବ୍ୟବସ୍ତା କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି|ତେବେ ସୂଚନା ଅନୁଯାଇ ଶନିବାର ଦିନ କ୍ଲାସ ହେବ ନାହିଁ|ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷା ଦିଆଯିବ |ଆଉ ନବମ ଶ୍ରେଣୀ ଙ୍କୁ ନୂଆ ଲେସନ ଦିଆଯିବ,ସପ୍ତାହ ରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୩ଟି ଓଡ଼ିଆ କ୍ଲାସ ଓ ୩ଟି ଇଂରାଜୀ,ଗଣିତ ୨,ଜ୍ୟାମିତି ୨,ପଦାର୍ଥ ବିଜ୍ଞାନ ୨,ଯିବା ବିଜ୍ଞାନ ୨ ଭୂଗୋଳ ଓ ଇତିହାସ ୩ ଓ ହିନ୍ଦୀ ସଂସ୍କୃତ ୩ ଟି ପିରିୟଡ଼ ହେବ

କୌଣସି କ୍ଲାସ ଚାଲିବ ବେଳେ ଶିକ୍ଷକ ମାନେ ସେହି କ୍ଲାସ ଦେଖିବେ ପରେ ସେମାନେ ପିଲାଙ୍କ ଦାଉଟ କ୍ଳିଅର କରିବେ ପରେ |ଏଠି ପାଇଁ ସ୍କୁଲ ତରଫ ରୁ କ୍ଲାସ ସାରିବା ପରେ ଦାଉଟ କ୍ଳିଅର କ୍ଲାସ ରଖିବେ |ପିଲାଙ୍କ ଉପସ୍ଥାପନା କୁ ସ୍କୁଲ ଶିକ୍ଷା ରଖିବେ ଓ ଆଗାମୀ ଦିନରେ ତାହା ଦର୍ଶାଇବେ |ତେବେ ବର୍ତମାନ ବଡ ଖବର ଯେ ଜୁନ ଶେଷ ସୁଦ୍ଧା ଦଶମ ପରୀକ୍ଷା ପ୍ରକାଶ ପାଇବା

Leave a Reply

Your email address will not be published. Required fields are marked *