ଅଚାନକ ଆକାଶ କୁ Jump କଲା ପୋଖରୀର ପାଣି,ଆଉ ତାପରେ ଯାହା ହେଲା ଲୋକ ଜୟ ଶ୍ରୀ କୃଷ୍ଣ ର ଜୟଗାନ କରିଲେ

Spread the love

ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଏକ ଅଦ୍ଭୁତ ପୂର୍ବ ଘଟଣା ଘଟିଥିଲା।ଏହି ଗ୍ରାମରେ ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଏକ ଅଦ୍ଭୁତ ଘଟଣା ଘଟିଲା।ସୂଚନା ଅନୁସାରେ ଏହି ଗ୍ରାମରେ ଥିବା ଏକ ପୋଖରୀରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲା।ଏହି ପୋଖରୀର ସମସ୍ତ ପାଣି ଅଚାନକ ଭାବରେ ଆକାଶକୁ ଯିବାକୁ ଆରମ୍ଭ କଲା।ତେବେ ପ୍ରଥମେ ଝଡ଼ ଆରମ୍ଭ ହୋଇଥିଲା।ଏହାପରେ ସେହି ପୋଖରୀର ସମସ୍ତ ପାଣି ଧୀରେ ଧୀରେ ଉପରକୁ ଉଠିବାକୁ ଲାଗିଲା।

ଏହାପରେ ସେହି ପୋଖରୀର ଅନେକ ପାଣି ଉପରକୁ ଉଠି ଚାଲି ଯାଇଥିଲା।ତେବେ ଏହି ଦୃଶ୍ୟ ସେଠାରେ ପ୍ରାୟ ୧୫ ମିନିଟରୁ ଉର୍ଦ୍ଧ ସମୟ ଧରି ଚାଲିଥିଲା।ଏହା ସହିତ ଏହି ପୋଖରୀର ଅନେକ ଜଳ ସେହି ଝଡ଼ ମାଧ୍ୟମରେ ଆକାଶକୁ ଚାଲି ଯାଇଥିଲା।ଏହି ଦୃଶ୍ୟ କୌଣସି ବ୍ୟକ୍ତି ନିଜର ଆଖିରେ ନ ଦେଖିଲେ ବିଶ୍ୱାସ କରିବେ ନାହିଁ।ଏହା ଦେଖିବାକୁ ବାସ୍ତବରେ ଅନେକ ଆଶ୍ଚର୍ଯ୍ୟକର ଥିଲା

।ସେହି ପୋଖରୀରେ ପ୍ରାୟତଃ ସମସ୍ତ ଜଳ ଶେଷରେ ଆକାଶକୁ ଚାଲି ଯାଇଥିଲା।ତେବେ ସୂଚନା ଅନୁସାରେ ସେଠାରେ ଅନେକ ଲୋକ ଏହି ଦୃଶ୍ୟ ଦେଖିବା ପାଇଁ ଜମା ହୋଇ ଯାଇଥିଲେ।ଏହାପରେ ଅନେକ ଲୋକ ଏହି ଦୃଶ୍ୟର ଭିଡ଼ିଓ ମଧ୍ୟ ପ୍ରସ୍ତୁତ କରିଥିଲେ।ତେବେ ଏହି ଦୃଶ୍ୟ ବାସ୍ତବରେ ଅନେକ ଆକର୍ଷଣୀୟ ଥିଲା।ଏହା ସହିତ ଏହି ଦୃଶ୍ୟ ଅନୁସାରେ ସେହି ପୋଖରୀରେ ସମସ୍ତ ଜୀବ ମଧ୍ୟ ସେହି ଝଡ଼ରେ ଅନେକ ଉପରକୁ ଉଠି ଯାଇଥିଲେ।

ଏହାପରେ ଏଠାରେ ପବନର ବେଗ ଏଠାରେ ଏତେ ଅଧିକ ଥିଲା ଯେ ଏହି ପୋଖରୀର ପାଣି ଅତି ଶୀଘ୍ର ବେଗରେ ଉପରକୁ ଯିବାକୁ ଲାଗିଥିଲା।ତେବେ ଏହାର କିଛି ସମୟ ପରେ ସେହି ସମସ୍ତ ଜଳ ପୁଣିଥରେ ଅଚାନକ ଭାବରେ ସେହି ପୋଖରୀ ମଧ୍ୟକୁ ଚାଲି ଆସିଲା।ତେବେ ଆମେ ସମସ୍ତେ ଏହା ଜାଣୁ କି ଜଳ ବାଷ୍ପୀଭୂତ ହୋଇ ପୃଥିବୀ ପୃଷ୍ଠରୁ ଆକାଶକୁ ଯାଇଥାଏ।

ଏହା ସହିତ ଏହା ଏକ ପ୍ରାକୃତିକ ପ୍ରକ୍ରିୟା।ତେବେ ଜଳ ତରଳ ଅବସ୍ଥାରେ କିପରି ଭାବରେ ଏପରି ଆକାଶକୁ ଯାଇ ପାରିଲା ଏହା ବର୍ତ୍ତମାନ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି।ଏହା ସହିତ ଏହା ପରେ ବର୍ତ୍ତମାନ ଏହି ଦୃଶ୍ୟ ଦେଖିବା ପରେ ଅନେକ ଲୋକ ଏହାକୁ ଭଗବାନଙ୍କ ଲୀଳା ବୋଲି କହିଛନ୍ତି।ଏହା ସହିତ ଏହି ଘଟଣା ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି ବୋଲି ଅନେକ ଲୋକ ନିଜର ମତ ଦେଇଛନ୍ତି।

ଏପରି ଦୃଶ୍ୟ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହା ସହିତ ଅନେକ ଲୋକ ଏହାକୁ ଦେଖିବା ପରେ କେହି କେହି କହିଥିଲେ କି ଏହା ହେଉଛି ଭଗବାନ ଶ୍ରୀ କୃଷ୍ଣଙ୍କ କୃପା ଏହା ସହିତ ଆଉ କିଛି ଲୋକ ଏହା କହିଥିଲେ କି ଏହା ହେଉଛି କୌଣସି ଏକ ବୈଜ୍ଞାନିକ କାରଣ।ତେବେ କାରଣ ଯାହା ମଧ୍ୟ ହେଉ ନା କାହିଁକି ଏହିଭଳି ଦୃଶ୍ୟ ଦେଖିବା ପାଇଁ ଯେ କୌଣସି ବ୍ୟକ୍ତି ମଧ୍ୟ ଇଚ୍ଛା ପ୍ରକାଶ କରିବ।ତେବେ ଏହାର କାରଣ ସମ୍ପର୍କରେ ଏବେ ପର୍ଯ୍ୟନ୍ତ ମଧ୍ୟ ସଠିକ ଭାବରେ କିଛି ଜଣା ପଡ଼ି ନାହିଁ।

Leave a Reply

Your email address will not be published. Required fields are marked *