ଓଡିଶା ଛାଡି ଏହି ରାଜ୍ୟକୁ ଚାଲିଗଲେ ସମସ୍ତଙ୍କ ପ୍ରିୟ Rani Paanda,କାରଣ ଏପରି କାନ୍ଦି କାନ୍ଦି କହିଲେ ଯେ ଆପଣଙ୍କ ଆଖିରେ ଲୁହ ଆସିଯିବ

Spread the love

ସାଙ୍ଗମାନେ ଆପଣ ମାନେ ତ ରାନୀ ପଣ୍ଡାଙ୍କୁ ଜାଣିଥିବେ।ସେ ଜଣେ ଯାତ୍ରା କଳାକାର ଅଟନ୍ତି।ତେବେ ସେ ସର୍ବଦା ତାଙ୍କ ବିବାଦୀୟ ବୟାନ ପାଇଁ ସର୍ବ ସାଧାରଣ ଓ ଗଣ ମାଧ୍ୟମର ଚର୍ଚ୍ଚାରେ ରହିଥାନ୍ତି।ସେ ଯାତ୍ରା ଜଗତର ଜଣେ ବହୁତ ବଡ କଳାକାର ଅଟନ୍ତି।ତାଙ୍କ ଅଭିନୟ ଓଡ଼ିଶାର ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ସେ ଜଣେ ବହୁତ ଭଲ ଡ୍ୟାନସର ଅଟନ୍ତି।

ତେବେ ଏହି କିଛି ଦିନ ହେବ ସେ ଚର୍ଚ୍ଚାରେ ରହି ଆସୁଥିଲେ।ସେ ତାଙ୍କର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ନିଜ ଫ୍ୟାନ ମାନଙ୍କୁ କହିଲେ ଯେ ସେ ଭୁବନେଶ୍ଵର ଛାଡୁଛନ୍ତି ଓ ତାହା ସହିତ ସେ ତାଙ୍କ ଘର ମଧ୍ୟ ଛାଡୁଛନ୍ତି।ସେ କହିଛନ୍ତି କି ଆଜି ସେ ଛାଡ଼ି ଦେଉଛନ୍ତି ଓ ଏହା ସହିତ ଆଜି ତାଙ୍କର ସିଫ୍ଟିଂ ମଧ୍ୟ ଅଛି।ସାଙ୍ଗମାନେ ଓଡ଼ିଶା ଛାଡ଼ି ଚାଲି ଯାଇଛନ୍ତି ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା।

ତେବେ ରାନୀ ପଣ୍ଡାଙ୍କୁ ନେଇ ଓଡ଼ିଶାରେ ସର୍ବଦା ଚର୍ଚ୍ଚା ରହିଥାଏ।ସେ କେତେବେଳେ ନିଜ ଆଇଟମ ସଙ୍ଗ ପାଇଁ ତ କେତେବେଳେ ଗରିବ ମାନଙ୍କ ସାହାଯ୍ୟ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହି ଥାଆନ୍ତି।ତେବେ ଏହି ରାନୀ ପଣ୍ଡା ଓଡ଼ିଶା ଛାଡ଼ି ଚାଲି ଯାଉଛନ୍ତି।ତେବେ ସେ ଗଲାବେଳେ ଏକ ଭିଡିଓ ମଧ୍ୟ କରିଛନ୍ତି।ସେ ତାଙ୍କ ଘର ଗୁଡ଼ିକୁ ସମ୍ପୂର୍ଣ ରୂପେ ଖାଲି କରିଛନ୍ତି।

ସେ ସମ୍ପୂର୍ଣ ରୂପେ କୋହଭରା ହୋଇ କାନ୍ଦିଛନ୍ତି।ଏହା ସହିତ ସେ ଓଡ଼ିଶା ବାସୀ ମାନଙ୍କ ପାଇଁ କିଛି ମେସେଜ ମଧ୍ୟ ଛାଡିଛନ୍ତି।ସେ କହିଛନ୍ତି କି ଓଡ଼ିଶାରୁ ବିଦାୟ ନେଉଛି।ପୁଣି ଫେରିଲେ ତୁମର।ସେ ଆହୁରି ମଧ୍ୟ କହିଛନ୍ତି କି ବିଦାୟ ଦିଅ ମତେ,ଜୀବନର ସଂଘର୍ଷ ଜାରୀ ରହିବ ମୋର।

ଓଡ଼ିଶା ବାସୀ ଭଲରେ ରୁହନ୍ତୁ ସମସ୍ତେ।ଯେବେ ଅସୁବିଧା ହେବ ମୁଁ ଠିଆ ହେବି ଆପଣଙ୍କ ପାଖେ।ତେବେ ରାନୀ ପଣ୍ଡାଙ୍କ ଏହିଭଳି ମେସେଜ ତାଙ୍କ ଫ୍ୟାନ ଓ ଓଡ଼ିଶା ବାସୀ ମାନଙ୍କୁ ବହୁତ କଷ୍ଟ ଦେଇଛି।ତାଙ୍କ ପ୍ରଶଂସକ ମାନେ ମଧ୍ୟ ବହୁତ ଦୁଃଖ ଅନୁଭବ କରିଛନ୍ତି।ସାଙ୍ଗମାନେ ସେ ସର୍ବଦା ବିବାଦରେ ରହି ଥାଆନ୍ତି।କିନ୍ତୁ ସେ ବିବାଦ ମଧ୍ୟରେ ଥାଇ ମଧ୍ୟ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥାନ୍ତି।

ବଡ ବଡ ଅଭିନେତା ତଥା ଅଭିନେତ୍ରୀ ମାନେ ଯାହା କରି ପାରନ୍ତି ନାହିଁ ତାହା କରିପାରନ୍ତି ରାନୀ ପଣ୍ଡା।ରାନୀ ପଣ୍ଡା ସର୍ବଦା ସମସ୍ତଙ୍କ ପାଖରେ ଛିଡ଼ା ହୋଇ ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି।ସେ କୋଭିଡ ସମୟରେ ମଧ୍ୟ ବହୁତ ଅସହାୟ ଲୋକ ମାନଙ୍କର ସାହାଯ୍ୟ କରିଛନ୍ତି।ତେବେ ରାନୀ ପଣ୍ଡା ସବୁଦିନ ପାଇଁ ଓଡ଼ିଶା ଛାଡ଼ି ଚାଲି ଯାଉଛନ୍ତି।

Leave a Reply

Your email address will not be published. Required fields are marked *