ଆପଣ ଯଦି ଆଳୁ ଖାଉଛନ୍ତି ତେବେ ନିଶ୍ଚିତ ଜାଣନ୍ତୁ ଏହି ସବୁ କଥା – ନହେଲେ ପରେ ପସ୍ତେଇବା ପାଇଁ ପଡିବ ଆପଣଙ୍କୁ

Spread the love


ଆଳୁର ବ୍ୟବହାର ଆମେ ପ୍ରତିଦିନ ଆମ ଖାଇବାରେ କରିଥାଉ।ଏଥିରେ ଥିବା ପୋଷକ ତତ୍ତ୍ଵ ଆମ ଶରୀରକୁ ଅନେକ ଭିଟାମିନ ଓ ପୋଷଣ ଯୋଗାଇଥାଏ।ଏଥିରେ ଥିବା ପ୍ରୋଟିନ ଆମକୁ ଗ୍ଲୁକୋଜ ଯୋଗାଇଥାଏ।ଯାହା ଫଳରେ ଆମ ଶରୀରରେ ଶକ୍ତିର ଅଭାବ ହୋଇନଥାଏ।ଯାହା ଫଳରେ ଆମେ ପ୍ରତିଦିନ ଅଧିକ କାର୍ଯ୍ୟ କରିପାରିବା।ଆଲୁରେ ଥିବା ପୋଷକ ଆମ ଶରୀରକୁ ଶକ୍ତି ଦେବା ସହିତ ଆମ ଶରୀରକୁ ଅନେକ ରୋଗ ସହ ଲଢ଼ିବା ପାଇଁ ମଧ୍ୟ ଶକ୍ତି ଯୋଗାଇଥାଏ।ଆଳୁ ସବୁ ଋତୁରେ ମିଳିଥାଏ।ତେଣୁ କୌଣସି ଋତୁରେ ମଧ୍ୟ ଆଳୁର ଅଭାବ ହୋଇନଥାଏ।

ଆଳୁକୁ ଖାଇବା ଫଳରେ ଏଥିରେ ଥିବା ପୋଷକ ତତ୍ତ୍ଵ ଆମକୁ ହୃଦ ଜନିତ ସମସ୍ୟାରୁ ଦୂରେଇ ରଖିଥାଏ।ଆଳୁ ଖାଇବା ଫଳରେ ଆମକୁ ହୃଦରୋଗ ହୋଇ ନଥାଏ।ଏହା ସହିତ ଯେଉଁ ବ୍ୟକ୍ତିମାନେ ମୋଟା ଅଛନ୍ତି ସେମାନେ ଆଳୁର ସେବନ କରିବା ଉଚିତ ନୁହେଁ ।ମୋଟା ଲୋକମାନଙ୍କର ଅଧିକ ଆଳୁ ସେବନ ସେମାନଙ୍କର ଶରୀର ଉପରେ କୁ ପ୍ରଭାବ ପକାଇ ଥାଏ।ତେଣୁ ମୋଟା ବ୍ୟକ୍ତିମାନେ ଆଳୁର ସେବନ କରନ୍ତୁ ନାହିଁ।ଆଳୁକୁ ଖୁଆଇବା ଫଳରେ ଏହା ଆମ ମସ୍ତିଷ୍କକୁ ଅଧିକ ବେଗରେ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ।

ଅଲୁରେ ଥିବା ପୋଷକ ଆମ ଶରୀରକୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଓ ବାତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।ଆଳୁର ସେବନ କରିବା ଫଳରେ ଆମେ ଅନେକ ପ୍ରକାରର ରୋଗ ସହ ଲଢିବା ପାଇଁ ଶକ୍ତି ପାଇଥାଉ।ଏହା ସହିତ ଏଥିରେ ଥିବା କ୍ୟାଲସିୟମ ଆମ ଶରୀରର ହାଡକୁ ଶକ୍ତ କରିବାରେ ସହାୟକ ହୋଇଥାଏ।ଆଳୁ ଖାଇବା ଫଳରେ ଆମକୁ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।ଆଳୁକୁ ଖାଇବା ଫଳରେ ଆମ ପାଚନ ତନ୍ତ୍ର ସଠିକ ଭାବରେ କାର୍ଯ୍ୟ କରିଥାଏ ଏହା ସହିତ ଆମ ଖାଦ୍ୟ ସଠିକ ଭାବରେ ହଜମ ହୋଇଥାଏ।

ଆଳୁକୁ ଖାଇବା ଫଳରେ ଏଥିରେ ଥିବା ପୋଷକ ଆମ ଶରୀରର ରଙ୍ଗକୁ ମଧ୍ୟ ଗୋରା କରିବାରେ ସହାୟକ ହୋଇଥାଏ।ଏହା ସହିତ ଆଳୁର ସେବନ କରିବା ଫଳରେ ଏହା ଆମ ଶରୀରର ଅନେକ ରୋଗକୁ ନିୟନ୍ତ୍ରଣରେ ରଖିଥାଏ।ଏହା ସହିତ ଆଳୁକୁ ବାଟି ମୁହଁରେ ଲଗାଇବା ଫଳରେ ଆମ ମୁହଁ ପରିଷ୍କାର ରହିଥାଏ ଓ ଆମ ମୁହଁରେ ବ୍ରଣ କିମ୍ବା ଅନ୍ୟ ସମସ୍ୟା ଦେଖାଯାଏ ନାହିଁ।ଫଳରେ ଆମେ ଏକ ସୁନ୍ଦର ଚେହେରା ପାଇଥାଉ।ଆଳୁର ଥିବା ଭିଟାମିନ ସି କ୍ୟାନ୍ସର ଭଳି ରୋଗ ସହ ଲଢ଼ିବାକୁ ଆମକୁ ଶକ୍ତି ଯୋଗାଇଥାଏ।

ଏହା ସହିତ ଆମେ ଜାଣି ରଖିବା ଆବଶ୍ୟକ ଯେ କୌଣସି ପଦାର୍ଥର ଅଧିକ ସେବନ ଆମ ଶରୀର ପାଇଁ ହାନିକାରକ ହୋଇଥାଏ।ସେହି ଭଳି ଆଳୁକୁ ଅଧିକ ମାତ୍ରାରେ ଖାଇବା ଫଳରେ ଆମ ଶରୀରରେ ମଧୁମେହ ହେବାର ସମ୍ଭାବନା ବଢ଼ି ଯାଇଥାଏ।ତେଣୁ ଅଧିକ ମୋଟା ବ୍ୟକ୍ତିମାନେ ଆଳୁର ସେବନ କରିବା ଉଚିତ ନୁହଁ।ଏହା ସହିତ ଗର୍ଭବତୀ ମହିଳାମାନେ ଅଧିକ ଆଳୁ ସେବନ କରିବା ଉଚିତ ନୁହେଁ।ସେମାନେ କେବଳ ଆବଶ୍ୟକ ଅନୁସାରେ ଆଳୁର ସେବନ କରିବା ଫଳରେ ସେମାନଙ୍କର କୌଣସି ସମସ୍ୟା ଦେଖାଯାଏ ନାହିଁ।

Leave a Reply

Your email address will not be published. Required fields are marked *