ପୁଣି ବଡ ଖୁଲାସା କଲେ ତପସ୍ୱିନୀ,ଆମେ ମିଶିକି ଘର Search କରୁଥିଲୁ,ସୁମିତ ଯେଉଁ ଘର ପସନ୍ଦ କରୁଥିଲେ ମୁଁ ବି ତାକୁ ପସନ୍ଦ କରୁଥିଲି ହେଲେ ସେ ଏବେ ମତେ କହୁଛନ୍ତି…ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ଚାଲିଥିବା କଳହ ସମ୍ପର୍କରେ ଆମେ ସମସ୍ତେ ଭଲ ଭାବରେ ଜାଣୁ।ତେବେ ସେମାନଙ୍କ ମଧ୍ୟରେ ବର୍ତ୍ତମାନ କଳହ ଏତେ ଅଧିକ ବଢ଼ି ଯାଇଛି ଏହାର ସମାଧାନ କରିବା ପାଇଁ ବର୍ତ୍ତମାନ ଅନେକ ପ୍ରୟାସ କରିବା ପରେ ମଧ୍ୟ ତାଙ୍କର ଏହି ସମସ୍ୟାର ସମାଧାନ ହୋଇ ପାରୁ ନାହିଁ।ତେବେ ସେମାନଙ୍କ ମଧ୍ୟରେ ବର୍ତ୍ତମାନ ହୋଇଥିବା ଆହୁରି ଅନେକ କଥା ସାମ୍ନାକୁ ଆସିବାକୁ ଆରମ୍ଭ କରି ସାରିଲାଣି।

ଏହା ସହିତ ଏହି କଳହ ସହିତ ଜଡିତ ବର୍ତ୍ତମାନ ଆଉ କିଛି କଥା ମଧ୍ୟ ସାମ୍ନାକୁ ଆସୁଛି।ତେବେ ବର୍ତ୍ତମାନ ତପସ୍ଵିନୀ ଏକ ସାକ୍ଷାତକାରରେ ନିଜର କିଛି ମତ ରଖିଥିଲେ।ସେ କହିଥିଲେ କି ସେ ନିଜର ପତିଙ୍କ ସହିତ ରହିବା ପାଇଁ ନିଜର ସମସ୍ତ ପ୍ରୟାସ କରି ମଧ୍ୟ ବିଫଳ ହୋଇଛନ୍ତି।ତେବେ ତାଙ୍କର ପତି ଓ ସେ ମିଶି ଅନେକ ଭଡା ଘର ଖୋଜିଥିଲେ।

କିନ୍ତୁ ସେ ଭଡା ଘର ଖୋଜି ପାରି ନଥିଲେ।ତେବେ ତପସ୍ଵିନୀ କହିଥିଲେ କି ସେ ନିଜର ପତିଙ୍କ ସହିତ ଯେ କୌଣସି ଘରେ ମଧ୍ୟ ରହିବା ପାଇଁ ରାଜି ଅଛନ୍ତି।ସେହି କାରଣରୁ ତାଙ୍କୁ ଆସ୍କା ଆଇଆଇସି ଯେଉଁ ଘର ମଧ୍ୟ ଦେଖାଇ ଥିଲେ ସେ ସେହି ସମସ୍ତ ଘରକୁ ପସନ୍ଦ କରିଥିଲେ।ଏହା ସହିତ ସେ ସେଠାରେ ରହିବା ପାଇଁ ମଧ୍ୟ ରାଜି ହୋଇ ଯାଇଥିଲେ।

କିନ୍ତୁ ସେହି ଘର ମଧ୍ୟରୁ କିଛି ଘର ଡକ୍ଟର ସୁମିତଙ୍କ ମନକୁ ପସନ୍ଦ ଆସି ନଥିଲା।ଯାହା ଫଳରେ ସେମାନେ ଆହୁରି ଘର ଖୋଜିଥିଲେ।ତେବେ ତପସ୍ଵିନୀ କହିଥିଲେ କି ସେମାନେ ଏକାଠି ହୋଇ ଏକ ଗାଡ଼ିରେ ବିଭିନ୍ନ ଘର ବୁଲି ଦେଖିଥିଲେ।କିନ୍ତୁ ଏହାପରେ ତାଙ୍କର ପତି ଅଚାନକ ଭାବରେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ପତିଙ୍କ କୌଣସି ଖବର ତାଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି।ଏହା ସହିତ ତାଙ୍କର ପତିଙ୍କୁ ଖୋଜିବା ପାଇଁ ସେ ମଧ୍ୟ ଅନେକ ପ୍ରୟାସ କରି ବିଫଳ ହୋଇଛନ୍ତି।ଏହା ସହିତ ତାଙ୍କର ପତିଙ୍କ ପାଇଁ ସେ ବର୍ତ୍ତମାନ ପ୍ରତୀକ୍ଷା କରି ରହିଛନ୍ତି ବୋଲି ମଧ୍ୟ ସେ କହିଥିଲେ।

ଏହା ସହିତ ତାଙ୍କର ପତିଙ୍କ ଘର ସାମ୍ନାରେ ମଧ୍ୟ ସେ ସେହିପରି ଭାବରେ ବସି ରହିଛନ୍ତି।ଏହା ସହିତ ସେ କହିଥିଲେ କି ଯେତେ ପର୍ଯ୍ୟନ୍ତ ସେ ନିଜର ପତିଙ୍କ ଘରେ ପ୍ରବେଶ କରି ନାହାନ୍ତି ସେହି ସମୟ ପର୍ଯ୍ୟନ୍ତ ସେ ସେହିପରି ଭାବରେ ତାଙ୍କର ପତି ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ସେହିପରି ଭାବରେ ରହିବେ ବୋଲି କହିଛନ୍ତି।

ହେବେ ବର୍ତ୍ତମାନ କୋର୍ଟ ତାଙ୍କ ସପକ୍ଷରେ ନିଷ୍ପତି ନେଉଛନ୍ତି ନା ନାହିଁ ଏହା ବର୍ତ୍ତମାନ ଦେଖିବାକୁ ବାକି ରହିଲା।ତେବେ ଆଗାମୀ ୪ ତାରିଖରେ ପୁଣି ଏହି ଘଟଣାର ଶୁଣାଣି ଥିବାରୁ ବର୍ତ୍ତମାନ ଏହି ଘଟଣାର ଶୁଣାଣି ତାଙ୍କ ସପକ୍ଷରେ ଯିବ ବୋଲି ସେ ଆଶା ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *