ବର୍ଷାଙ୍କୁ କ୍ୟାମେରା ସାମ୍ନାକୁ Face କରିବା ପାଇଁ ଡାକିଲେ ଅନୁଭବ,ହିରୋ ହିରୋଇନ ବିବାଦ ମୋଡ ହେଲା ରୋଚକ,ଅନୁଭବ କହିଲେ ଏତେ ବଡ କଥା..ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ନାମରେ ପରିଚିତ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ବିଷୟରେ ନିହାତି ଭାବରେ ଜାଣିଥିବେ।ତେବେ ଏହାକୁ ନେଇ ଅନ୍ୟ କିଛି ବିଶେଷ ଖବର ସାମ୍ନାକୁ ଆସିଛି।

ତେବେ ଏହି ସମ୍ପର୍କରେ ଅନୁଭବ ମହାନ୍ତି କିଛି ନୂତନ କଥା କହିଛନ୍ତି।ତେବେ ଆସନ୍ତୁ ଜାଣିବା ତାଙ୍କର ବିବାଦ ବିଛେଦ ମାମଲାକୁ ନେଇ କଣ କହିଛନ୍ତି ଅଭିନେତା ଅନୁଭବ ମାହାନ୍ତି।ତେବେ ତାଙ୍କ କହିବା ଅନୁସାରେ ମୋର ଆଜି କୋର୍ଟରେ ସାକ୍ଷୀ ଥିଲା ସେଥିପାଇଁ ମୁଁ ଆଜି କୋର୍ଟ ଆସିଥିଲି।ମୁଁ ଏବେ କିଛି ଦିନ ଆଗରୁ ଜାଣିବାକୁ ପାଇଲି କି ମାଡ଼ମ ବର୍ଷା ପ୍ରିୟ ଦର୍ଶିନୀ ତାଙ୍କର ବିଭିନ୍ନ ପ୍ରକାର ଆଇଡି ପୃଫ ଏବଂ ଅନେକ ଭୁଲ ଡକ୍ୟୁମେଣ୍ଟ ବ୍ୟବହାର କରୁଛନ୍ତି।

ସେହି ସବୁ ଡକ୍ୟୁମେଣ୍ଟ ସଠିକ ଆସୁନାହିଁ ଏବଂ ଅନେକ ଭୁଲ ଡକ୍ୟୁମେଣ୍ଟ ମଧ୍ୟ ରହିଛି।ଭାରତର ଏକ ସଚୋଟ ନାଗରିକ ହୋଇଥିବା କାରଣରୁ କାହାର ବ୍ୟକ୍ତିଗତ ମାମଲାରେ ମୋର ଦାଖଲ ଦେବାର ନାହିଁ।ଏବଂ ମୁଁ ସଭିଙ୍କ ବ୍ୟକ୍ତିଗତ ଜିନିଷକୁ କାହା ଆଗରେ ପ୍ରକାଶ କରିବାକୁ କେବେ ଚାହେଁ ନାହିଁ।

ମୁଁ ଯେତିକି ଯାହା ଜାଣିପାରିଲି ଏବଂ ଯେତିକି ଯାହା ପାଇପାରିଲି ମୁଁ ସବୁ ପ୍ରକାର ଡକ୍ୟୁମେଣ୍ଟ ପଠାଇଦେଇଛି ନିର୍ଦ୍ଦିଷ୍ଟ ଡିପାର୍ଟମେଣ୍ଟ ପାଖକୁ।ଲୋକ ସଭା ସେକ୍ରେଟ୍ରିଏଟକୁ ମଧ୍ୟ ଜଣାଇଦେଲି।ସେମାନେ ତାହାର ଆକ୍ସନ ନେବେ।ଏହା ଉପରେ ତଦନ୍ତ ମଧ୍ୟ ଚାଲିଛି ଏବଂ ମତେ ଲାଗୁଚି ଯେ ବହୁତ ଜଲଦି ସତ ସାମ୍ନାକୁ ଆସିବାକୁ ଯାଉଛି।

ତେବେ ଏଥିପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାମ୍ନାକୁ ଆସି ଏହି ଷ୍ଟେଟମେଣ୍ଟ ନିଜେ ଦେବା ଦରକାର।ଏହି କଥା ସେ କାହା ମାଧ୍ୟମରେ ନଦେଇ ନିଜେ ଆସିକରି କ୍ୟାମେରା ସାମ୍ନାରେ କହିବା ଦରକାର।ଏହି ଯେଉଁ ଅଭିଯୋଗ ତାଙ୍କ ଉପରେ ଲାଗିଛି ଭୁଲ ଡକ୍ୟୁମେଣ୍ଟ ଏବଂ ଭୂଲ ଆଇଡି ଦେବାର।ଗୋଟେ ମଣିଷ ଗୋଟିଏ ପରିଚୟରେ ବଞ୍ଚିପାରେ।

ଗୋଟେ ମଣିଷ ଅଧିକାଂଶ ପରିଚୟରେ ବଞ୍ଚିପାରିବ ନାହିଁ।ଯଦି ସେହିଭଳି କୌଣସି ମଣିଷ ଭାରତରେ କରୁଥିବେ କି ବିଭିନ୍ନ ଜାଗାରେ ବିଭିନ୍ନ ପରିଚୟରେ ବଞ୍ଚିବା ଏହା ବହୁତ ଖରାପ ଅଟେ।ମୁଁ ଏହା କହିବାକୁ ଚାହୁଁଛି ଯେ ଏହିଭଳି କାର୍ୟ୍ଯ ଆଉ କେହି କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *