ରାୟ ଆସିବା ପରେ ତପସ୍ୱିନୀ କହିଲେ ମୁଁ ଏଇଠି ରହିବି ଓ ଜଗିବି,ଭାବୁଛି ବହୁତ ଜଲ୍ଦି ସବୁ Sorted ହେଇଯିବ ଆଉ ଆମେ ମିଶକି..ଦେଖନ୍ତୁ Video

Spread the love

ବର୍ତ୍ତମାନ ସୁମିତ ସାହୁ ଓ ତପସ୍ୱୀନୀଙ୍କ ଯେଉଁ କେସ ରହୁଛି ଯାହା ଓଡିଶାର ସବୁଠାରୁ ଚର୍ଚ୍ଚିତ ଗୋଟିଏ ପାରିବାରିକ କେସ।ସାଙ୍ଗମାନେ ଆପଣ ମାନେ ତା ସୁମିତ ଓ ତପସ୍ଵିନୀଙ୍କ କେସ ବିଷୟରେ ଜାଣିଥିବେ।ଡିମ୍ପଲ ଗୋଟିଏ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ତାଙ୍କର ଭୁଲ ମାନୁଛନ୍ତି।କ୍ଷମା ପ୍ରାର୍ଥନା କରୁଛନ୍ତି।ମୁଁ ବାସ ଗୋଟିଏ କଥା କହିବି ମୋ କଥାକୁ କେହି ବି ବିଶ୍ୱାସ କରୁ ନଥିଲେ କି ଆମେ ଏହି ୭ ଦିନ ଭଲରେ ଥିଲୁ।

ଆପଣ ନିଜେ ଦେଖିଥିବେ ମୋ ଆସ୍କା ଆଇଆଇସି ମଧ୍ୟ ଲେଖିକି ଦେଇଛନ୍ତି କି ଆମେ ଭଲରେ ଥିଲୁ।ସେ ଏମିତି ଲେଖିଛନ୍ତି ମାନେ ସେ କିଛି ତ ଦେଖିଥିବେ ନା। ଦୁନିଆ ବିଶ୍ଵାସ କରୁ କି ନ କରୁ କିନ୍ତୁ ଆମେ ଏହି ୭ ଦିନ ଭଲରେ ଥିଲୁ।ମୁଁ ଏବେ ଏଇଠି ହିଁ ରହିବି।କେହି ବିଶ୍ବାସ କରୁ ନଥିଲେ କିନ୍ତୁ ଏବେ ସେହି ସତ ସାମ୍ନାକୁ ଆସିଲା।

ମୁଁ ଓ ମୋ ସ୍ବାମୀ ଭଲରେ ଥିଲୁ।ମତେ ଯେତେ କଷ୍ଟ ହେଉଛି ହେଉ ମୁଁ ଅପେକ୍ଷା କରିବି।ମତେ ନିଶ୍ଚୟ ନ୍ୟାୟ ମିଳିବ।୪ ତାରିଖ କଣ ୪ ବର୍ଷ ହେଲେ ବି ମୁଁ ଅପେକ୍ଷା କରିବି। କୋର୍ଟର ରାୟରେ ମୁଁ ନିଶ୍ଚୟ ଚାଲିବି।ମତେ ନିଶ୍ଚ୍ୟାୟ ନ୍ୟାୟ ମିଳିବ।ଆଜିର ଦିନ ଉଭୟ ପକ୍ଷଙ୍କ ପାଇଁ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ଦିନ ଥିଲା।

କାରଣ ୨ ଜଣଙ୍କ ପିଟିସନ ଶୁଣାଣି ଆଜି ରହିଥିଲା।ଏ ନେଇ ଉଭୟ ପରିବାର ବର୍ଗ ସହମତ।ପ୍ରମିଳା ତ୍ରିପାଠୀ ଆପଣ କଣ କହିବେ କିଛି ଭଲ ଖବର ଆସିବ କି ନାହିଁ।ନିଶ୍ଚୟ ଝିଅ ଯେଉଁଠି ଆମେ ସେଇଠି।ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲୁ କି ଗୋଟିଏ ଭଲ ଖବର ନିଶ୍ଚୟ ଆସିବ।ଝିଅକୁ ଧର୍ୟ ଧରି ତା ପାଖରେ ଆମକୁ ରହିବାକୁ ପଡିବ।

ସୁମିତଙ୍କ ଯେଉଁ ଓକିଲ ଆସିଥିଲେ ସେ କହୁଥିଲେ କି ଯେତେବେଳେ ଘର ଖୋଜିବା ପାଇଁ ଯାଉଥିଲେ କେତେବେଳେ ଘର ତାଙ୍କୁ ପସନ୍ଦ ହେଲେ ଆପଣଙ୍କୁ ପସନ୍ଦ ହୁଏ ନାହିଁ।ନା ଏହା ପୁରା ପୁରି ମିଛ କଥା ଏମିତି କିଛି ନାହିଁ।ଯଦି ଆପଣଙ୍କର କିଛି ସମସ୍ୟା ଅଛି ଆସ୍କା ଆଇଆଇସିଙ୍କୁ ପଚାରନ୍ତୁ।

ଆଉ ଓକିଲ ଥିଲେ କି ସେ ଜାଗାରେ।ମୁଁ ମୋର ଓକିଲଙ୍କୁ କହି ଦେବି କି ମୁଁ ସେ ଘରେ ରହିବା ଭିତରେ ସୁମିତ ମତେ ଦୁଇ ଚାପୁଡା ମାରି ଦେଲେ।ଏଟା କଣ ସତ ହୋଇଯିବ କି।ମୁଁ ଯାହା ଜାଣିଛି ନା।ତେବେ ତପସ୍ୱିନୀ ଏବେ କହିଛନ୍ତି କି ୪ ତାରିଖ କଣ ରାୟ ପାଇଁ ବା ସୁମିତଙ୍କ ପାଇଁ ସେ ୪ ବର୍ଷ ଅପେକ୍ଷା କରିବେ।

Leave a Reply

Your email address will not be published. Required fields are marked *