ଅନେକ ଦିନ ପରେ ବର୍ଷା ନିଜେ ଦେଲେ ଏହି ବଡ ଖୁସି ଖବର – ନିଜ ମନ ଖୋଲିକି କହିଲେ ଏହି କଥା ଯେ ଜାଣିଲେ ଆପଣ ମଧ୍ୟ ହେଇଯିବେ ଖୁସି..

Spread the love

ସାଙ୍ଗମାନେ ଆପଣ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଭଲ ଭାବରେ ଚିହ୍ନିଥିବେ।ତାଙ୍କ ଅଭିନୟ କାହାକୁ ବା ଭଲ ଲାଗି ନଥାଏ ତେବେ ଓଲିଉଡ କୁଇନ ଭାବରେ ପରିଚିତବର୍ଷା ପ୍ରିୟଦର୍ଶିନୀ ଏବେ କିଛି ଦିନ ତଳେ ଗୋଟେ ଭିଡିଓ ସୋସିଆଲ ମିଡିଆରେ ଛାଡିଛନ୍ତି।ସେହି ଭିଡ଼ିଓଟି ଖୁବ ଲୋକପ୍ରିୟ ହୋଇଥିଲା ତେବେ ସେ ସେହି ଭିଡ଼ିଓରେ କଣ କଣ କହିଛନ୍ତି ଆପଣ ଜାଣିଛନ୍ତି କି?ତେବେ ଚାଲନ୍ତୁ ଜାଣିବା ବର୍ଷା ସେ ଭିଡ଼ିଓରେ କଣ କଣ କହିଛନ୍ତି।ଆଉ ଆପଣ ଯଦି ସମ୍ପୂର୍ଣ୍ଣ ଖବର ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ତେବେ ବର୍ଷା ଭିଡିଓ ଆରମ୍ଭରୁ ହିଁ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଛନ୍ତି।ଏହି ଭିଡିଓଟି ପ୍ରକୃତରେ ବର୍ଷା ନିଜ ସମର୍ଥକ ଓ ଦର୍ଶକମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ କରିଛନ୍ତି।ସେ ଭିଡ଼ିଓରେ କହିଥିଲେ କି ତାଙ୍କର ଦର୍ଶକମାନଙ୍କୁ ପ୍ରଣାମ ଜଣାଇଥିଲେ।ତେବେ ସେ ନିଜର ସମର୍ଥକଙ୍କୁ ତାଙ୍କ ସବୁ ପୋଷ୍ଟରେ ଭଲ ଭଲ କମେଣ୍ଟ ଦେଉଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ।ତେବେ ତାଙ୍କର ପ୍ରତ୍ୟେକ ଫଟୋକୁ ଏତେ ମାତ୍ରାରେ ଭଲ ପାଇବା ଦେବା ପାଇଁ ସେ ବହୁତ ଖୁସି ଅନୁଭବ କରୁଛନ୍ତି।

ସେ ନିଜ ଫ୍ୟାନ ମାନଙ୍କ ପ୍ରତି ବହୁତ ନମ୍ର ଭାବ ପ୍ରଦାନ କରିଛନ୍ତି।ତେବେ ଦର୍ଶକମାନଙ୍କର ଏହି ଭଲ ପାଇବା ହିଁ ତାଙ୍କୁ ବହୁତ ଉତ୍ସାହିତ ଓ ପ୍ରେରିତ କରୁଛି।ଶେଷରେ ସେ କହିଥିଲେ ଯେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ ମୋର ଏହା ଭଗବାନଙ୍କ ନିକଟରେ ପ୍ରାର୍ଥନା।ତେବେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଯେ ସେ ସମସ୍ତଙ୍କ କମେଣ୍ଟକୁ ରିପ୍ଲାଏ କରି ପାରୁନାହାଁନ୍ତି।ତେବେ ସେ କହିଛନ୍ତି କି ସେ ସବୁ କମେଣ୍ଟକୁ ଗୋଟେ ଗୋଟେ କରି ପଢ଼ିଥାଆନ୍ତି।କିନ୍ତୁ ଯେହେତୁ ବହୁତ ଗୁଡାଏ କମେଣ୍ଟ ଆସିଥାଏ ତେଣୁ ସମୟର ଅଭାବ ଯୋଗୁଁ ସେ ସବୁର ରିପ୍ଲାଏ ଦେଇ ପାରନ୍ତି ନାହିଁ।

ତେବେ ପୂର୍ବରୁ ମଧ୍ୟ ଅନ୍ୟ ଏକ ଭିଡ଼ିଓରେ ସେ ନିଜ ଦର୍ଶକ ଓ ପ୍ରଶଂସକମାନଙ୍କ ପାଇଁ ଏକ ଭିଡିଓ ଛାଡିଥିଲେ।ତେବେ ସେଥିରେ ସେ କହିଥିଲେ ଯେ ତାଙ୍କ ଫ୍ୟାନ ମାନଙ୍କର ଯେଉଁ ବିଶ୍ୱାସ ତାଙ୍କ ଉପରେ ଅଛି, ସେ ବିଶ୍ୱାସକୁ ସେ କେବେ ହେଲେ ଭାଙ୍ଗିବାକୁ ଦେବେ ନାହିଁ।ତେବେ ସେ ପ୍ରତିଜ୍ଞା କରିଛନ୍ତି ଯେ ତାଙ୍କ ଟିମ ଆଉ ସେ ଆଗାମୀ ଦିନରେ କିଛି ଜନହିତ ଓ ଜନସେବାର କାର୍ଯ୍ୟ କରିବେ ବୋଲି କହିଛନ୍ତି।ତେବେ ଏହି ସବୁ ତାଙ୍କ ଦର୍ଶକମାନଙ୍କ ପାଇଁ ସମ୍ଭବ ହେଇପାରିଛି ବୋଲି ସେ କହିଛନ୍ତି।ତେବେ ସେ ସର୍ବଶେଷରେ ପୁଣି ଥରେ ଭଗବାନ ଜଗନ୍ନାଥଙ୍କୁ ପ୍ରାର୍ଥନା ଜଣାଇ ନିଜର କଥାକୁ ସମାପ୍ତ କରିଛନ୍ତି।

ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କର ବହୁତ ସପୋର୍ଟ କରିଛନ୍ତି।ସେମାନେ କମେଣ୍ଟ ସେକ୍ସନରେ ଖୁବ ଭଲ ଭଲ କଥା ଲେଖି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *