ଅଭିନେତ୍ରୀ ଆନିଶା ମିଶ୍ରଙ୍କ ଜୀବନୀ ଏବଂ ପରିବାର ବିବରଣୀ – ତାଙ୍କ ବିଷୟରେ ଏହି ବଡ କଥା ଆପଣ ଆଜି ଯାଏ କେବେ ଜାଣି ନଥିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଅଭିନେତ୍ରୀ ଆନିଶା ଶର୍ମାଙ୍କ ଜୀବନୀ ଏବଂ ପରିବାର ବିଷୟରେ କିଛି ବିଶେଷ ବିବରଣୀ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ସେହି ଅଭିନେତ୍ରୀଙ୍କ ଜନ୍ମ ଦିନ ହେଉଛି ମଇ ମାସ ୫ ତାରିଖ।ସେ ନିଜ ଜନ୍ମ ଦିନକୁ ଖୁବ ଧୂମ ଧାମରେ ପାଳନ କରନ୍ତି। ତାଙ୍କର ଜନ୍ମ ସ୍ଥାନ ହେଉଛି ସୋନପୁର ଓଡିଶା।ସେ ସେହି ସ୍ଥାନରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ ସେହି ମାଟିରେ ବଡ଼ ହୋଇଛନ୍ତି।ଏବେ ଆସନ୍ତୁ ଜାଣିବା ତାଙ୍କ ପରିବାର ବିବରଣୀ ବିଷୟରେ।ଆନିଶା ତାଙ୍କ ପରିବାରରେ ନିଜ ବାପା ମାଆ ଏବଂ ତାଙ୍କ ବଡ଼ ଭଉଣୀଙ୍କ ସହିତ ରୁହନ୍ତି।ଏବେ ଆସନ୍ତୁ ଜାଣିବା ତାଙ୍କର ବିବାହ ବିଷୟରେ।

ଆନିଶା ୨୦୧୬ ମସିହାରେ ବିବାହ କରିଥିଲେ।ତାଙ୍କ ସ୍ୱାମୀଙ୍କ ନାମ ହେଉଛି ଶୁଭାଶିଷ ଶର୍ମା।ତାଙ୍କ ସ୍ୱାମୀ ଶୁଭାଶିଷ ମଧ୍ୟ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି।ସେ ତାଙ୍କ ସ୍ୱାମୀଙ୍କ ସହ ଅନେକ ବିଶେଷ ମୁହୂର୍ତ୍ତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଛାଡିଛନ୍ତି।ଆନିଶା ଫ୍ୟାସନ ଡିଜାଇନ କରିଛନ୍ତି।କେବଳ ଏତିକି ନୁହେଁ।ସେ ଏହା ଛଡା ହୋଟେଲ ମ୍ୟାନେଜମେଣ୍ଟରେ ମଧ୍ୟ ପାଠ ପଢିଛନ୍ତି।ଏବେ ଆସନ୍ତୁ ଜାଣିବା ତାଙ୍କ ଅଭିନୟ ଜୀବନୀ ବିଷୟରେ।

ସେ ନିଜ ଅଭିନୟ ଜୀବନର ଆରମ୍ଭ ଓଡ଼ିଆ ଧାରାବାହିକ ଉତ୍ତରଦାୟୀରୁ ଆରମ୍ଭ କରିଥିଲେ।ଏହି ଧାରାବାହିକରେ ସେ ପ୍ରଥମେ ଅଭିନୟ କରିଥିଲେ।ପରବର୍ତ୍ତୀ ସମୟରେ ସେ ଅନେକ ଧରବାହିକ ଫିଲ୍ମ ଏବଂ ଅଲବମରେ ମଧ୍ୟ ଅଭିନୟ କରିଛନ୍ତି।ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି।ତାଙ୍କ ଅଭିନୟର ଝଲକ ଆପଣ ତାଙ୍କର ସେହି ସବୁ ଧାରାବାହିକ ଏବଂ ଫିଲ୍ମରେ ଦେଖିପାରିବେ।ତାଙ୍କ ସୁନ୍ଦର ଅଭିନୟ କାରଣରୁ ତାଙ୍କର ଅନେକ ଫ୍ୟାନ ମଧ୍ୟ ରହିଛନ୍ତି।ସେ ତାଙ୍କ ଅଭିନୟର ଜୀବନ ଅଭିନେତ୍ରୀ ଉଷାଶି ମିଶ୍ରଙ୍କ ସହାୟତାରେ ଆରମ୍ଭ କରିଥିଲେ।

ଆନିଶା ତାଙ୍କ ସ୍ୱାମୀ ସୁଭାଶିଷଙ୍କ ସହ ଅନେକ ଭଲ ମୁହୂର୍ତ୍ତ କଟାଇଛନ୍ତି।ସେହି ସବୁ ଫଟୋ ୱେବ ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଇବେ।ତାଙ୍କର ଯୋଡିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି।ତାଙ୍କ ଯୋଡି ଓଡ଼ିଆ ଫିଲ୍ମ ଜଗତରେ ଏକ ଅଦ୍ୱିତୀୟ ଯୋଡି ଅଟେ।

Leave a Reply

Your email address will not be published. Required fields are marked *