ଓଡ଼ିଆ ହିରୋଇନ ଅନୁ ଚୌଧୁରୀ ଏବଂ Sritam Das ଙ୍କ ଗୁଜବ ବିବାହ କୁ ନେଇ ମୁଁହ ଖୋଲିଲେ – କହିଲେ ଏହା ଦ୍ୱାରା ଆମର ଲାଭ ହେବ – କିନ୍ତୁ ଏପରି କଲେ ତମକୁ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିକୁ ନେଇ କିଛି ବିଶେଷ କଥା ଆମେ ଏହି ଆର୍ଟିକିଲରେ ଆଲୋଚନା କରିବା।ଏହି କଥା ହୁଏତ ଆପଣ ଜାଣିନଥାଇ ପାରନ୍ତି।ସାଙ୍ଗମାନେ ନିଜ ଦ୍ୱିତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଅଭିନେତା ଶ୍ରିତମ ଦାସ।ସେ ଅନେକ କଥା ଏହି ବିଷୟରେ ଉପସ୍ଥାପନ କରିଛନ୍ତି।

ତେବେ ସୋସିଆଲ ମିଡିଆରେ ଏହି ଦୁହିଁଙ୍କ ଫଟୋ ଏବଂ ଭିଡ଼ିଓକୁ ନେଇ ଅନେକ ଅପପ୍ରଚାର ଏବଂ ଗୁଜବ କରାଯାଇଥିଲା।ଏହା ଅନେକ ମାତ୍ରାରେ ଭାଇରାଲ ମଧ୍ୟ ହୋଇଥିଲା।ତେବେ ସୋସିଆଲ ମିଡିଆରେ ଏହି ଦୁଇ ଜଣ କଳାକାରଙ୍କ ପ୍ରତି କରାଯାଉଥିବା ଅପପ୍ରଚାର ଏବଂ ଗୁଜବ ଉପରେ ସେ ମୁହଁ ତୋଡ ଜବାବ ଦେଇଥିଲେ ଏବଂ ଗୁଜବ କାରୀଙ୍କ ଉପରେ ବର୍ଷିଲେ ଅନୁ ଏବଂ ଶ୍ରିତମ।

ଯଦି ଆପଣ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ସାଙ୍ଗମାନେ ଆପଣ ମାନେ ଯେତେବ ହେଲେ ମଧ୍ୟ ଓମ ସାଇ ପ୍ରଡକ୍ସନର ନାମ ନିଶ୍ଚିତ ଭାବରେ ଶୁଣିଥିବେ।ଏହି ଓମ ସାଇ ପ୍ରଡକ୍ସନ ଦ୍ୱାରା ନିର୍ମାଣ କରାଯାଉଥିବା ନୂତନ ଚଳଚିତ୍ର।

ମାଆର ମମତରେ ଅଭିନେତ୍ରୀ ଚୌଧୁରୀ ଏବଂ ଶ୍ରିତମ ଦାସଙ୍କ ବିବାହର କିଛି ଫଟୋ ଏବଂ ଭିଡିଓ ଦୁହେଁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।ଏହି ଫଟୋ ଏବଂ ଭିଡିଓ ସେ ଜେବେଠାରୁ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ସେବେଠାରୁ ତାଙ୍କ ନାମରେ ଅନେକ ଗୁଜବ ସାମ୍ନାକୁ ଆସିଛି।ଏହି ସବୁ ମିଥ୍ୟା ଗୁଜବର ମାତ୍ରା ବଢ଼ିବାରେ ଲାଗିଛି।

ଏହି ଗୁଜବ ଗୁଡିକ ହେଉଛି ବିବାହ କଲେ ଅନୁ ଏବଂ ଶ୍ରିତମ, ବିବହଃ କଲେ ଶ୍ରିତମ ଅନୁ, ଦ୍ୱିତୀୟ ବିବାହ, ତୃତୀୟ ବିବାହ ଏବଂ ଏହିପରି ଅନେକ ମିଥ୍ୟା ଗୁଜବ ଖବର ଭାଇରାଲ ହେବାପରେ ଅନୁ ଚୌଧୁରୀଙ୍କ ପାଖରେ ପହଞ୍ଚିଥିଲା।ଏହାପରେ ଅନୁ ନିଜ ଫେସବୁକ ପେଜରେ ଏକ ପୋଷ୍ଟ ସେୟାର କରି କହିଥିଲେ ବର୍ତ୍ତମାନ ସମୟରେ ଆରମ୍ଭ କରିଥିବା ମୋ ନୂତନ ଫିଲ୍ମ ମାଆର ମମତାର କିଛି ଫଟୋ ଗୁଡିକୁ ଏତେ ମିଛ ଖବର କରି ଭାଇରାଲ କରାଯାଉଛି

ଯେ ତାହା ଉପରେ ମୋର କିଛି କହିବା ଆଃ ଦରକାର ପଡିବନି।ପରନ୍ତୁ ଆପଣ ମୋର ଏହି ଫଟୋ ଗୁଡିକ ନେଇ ଯାଆନ୍ତୁ ଆଉ ନିଜ ବ୍ୟବସାୟ ଏବଂ ଟି ଆର ପି ପାଇଁ ଯେତେ ମସଲା ଦେବାକଥା ଦିଅନ୍ତୁ ଅନ୍ୟ ପକ୍ଷରେ ଶ୍ରିତମ କହିଛନ୍ତି ଏହିପରି ଭିଡିଓ କରି ଆମକୁ କେହି ଟ୍ରୋଲ କରୁ ନାହାନ୍ତି ବରଂ ଆମର ଏଥିରେ ଲୋକପ୍ରିୟତା ବୃଦ୍ଧି ହେବାସହ ଆମ ଫିଲ୍ମର ମାଗଣାରେ ପ୍ରମୋସନ ମଧ୍ୟ ହୋଇଯାଉଛି।

ତେବେ ମନ ଇଛା ଗୁଜବ କରନ୍ତୁ ଏବଂ ଯଦି ଦରକାର ପଡେ ତେବେ ଆହୁରି ଫଟୋ ସେୟାର କରିବୁ।ତେବେ ଅନୁ ଏବଂ ଶ୍ରିତମ ବିନା ରାଗ ରୁଷାରେ ନିଜ ଗୁଜବ କାରୀଙ୍କୁ ଏପରି ମୁହଁତୋଡ ଜବାବ ଦେଲେ।ଏହାପରେ ତାଙ୍କ ଫ୍ୟାନ ମାନେ ତାଙ୍କର ଅନେକ ପ୍ରଶଂସା କରିଛନ୍ତି।କିନ୍ତୁ ଏତେ ସବୁ କଥା ମଧ୍ୟରେ ଏହା ସତଯେ ଏହି ଦୁଇ ଶ୍ରିତମ ଏବଂ ଅନୁଙ୍କ ଯୋଡିକୁ ଦର୍ଶକ ଅନେକ ପସନ୍ଦ କରିଥାନ୍ତି।

Leave a Reply

Your email address will not be published. Required fields are marked *