ଶେଷରେ ଓଡ଼ିଆ ହିରୋ Swaraj ନିଜ ପ୍ରେମ ବିଷୟରେ ଖୁଲମଖୁଲା କହିଲେ – କହିଲେ ଏହା ବିନା ମୁଁ ରହିବା ଅସମ୍ଭବ

Spread the love

ଅଭିନେତା ସ୍ବରାଜଙ୍କୁ ଆମେ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିବା ଏହି ଅଭିନେତା ଜଣକ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ଆକର୍ଷିତ କରି ପାରୁଥିଲେ।ଏହା ସହିତ ସେ ନିଜର ଅଭିନୟ କରିବାର ଏକ ବିଶେଷ ଶୈଳୀ ପାଇଁ ଅଧିକ ଆଦୃତ ହୋଇ ପାରିଥିଲେ।ଏହା ସହିତ ସେ ଜଣେ ବହୁତ ଭଲ ଅଭିନେତା।

ତାଙ୍କର ପିଲାବେଳୁ ଅଭିନୟ ପ୍ରତି ଦୁର୍ବଳତା ରହିଥିଲା।ତେଣୁ ସେ ପିଲାବେଳୁ ହିଁ ଅନେକ ଫିଲ୍ମ ଓ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇ ସାରିଥିଲେ।ଏହା ସହିତ ସେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ସେ ବର୍ତ୍ତମାନ ଅନେକ ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।

ଏହା ସହିତ ସେ ଜଣେ ଏପରି ଅଭିନେତା ଯିଏକି ନିଜର ଅଭିନୟ ମାଧ୍ୟମରେ ଯେ କୌଣସି ଲୋକଙ୍କୁ ବାନ୍ଧି ରଖି ପାରିବେ।ସେ ନିଜର ଅଭିନୟ ପାଇଁ ବହୁତ ଲୋକଙ୍କ ନିକଟରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ସେ ଅନେକ ଲୋକଙ୍କ ପାଇଁ ଆଦର୍ଶ ହୋଇ ପାରିଛନ୍ତି।କାରଣ ଏତେ ଅଳ୍ପ ବୟସରୁ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା କୌଣସି ସାଧାରଣ ଅଭିନେତା ପାଇଁ କେବେ ମଧ୍ୟ ସମ୍ଭବ ହେବ ନାହିଁ।ସେ ନିଜକୁ ବର୍ତ୍ତମାନ ବହୁତ ଅଧିକ ପ୍ରତିଷ୍ଠିତ କରି ପାରିଛନ୍ତି।

ସେ ଅନେକ ଚଳଚ୍ଚିତ୍ରରେ ବର୍ତ୍ତମାନ ମୁଖ୍ୟ ଭୂମିକାରେ ଅଭିନୟ କରି ସାରିଲେଣି।ସେଥିପାଇଁ ସେ ବର୍ତ୍ତମାନ ଓଲିଉଡ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ସେ ଅନେକ ଯୁବ ଅଭିନେତାଙ୍କୁ ଅଭିନୟ କରିବା ପାଇଁ ପ୍ରେରିତ କରି ପାରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କର ପ୍ରିୟ ଅଭିନେତା ହୋଇ ସାରିଲେଣି।ସେ କିଛି ଦିନ ତଳେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ।

ଯେଉଁଠାରେ ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ପ୍ରଶ୍ନ କରା ଯାଇଥିଲା।ସେଠାରେ ତାଙ୍କୁ ପଚରା ଯାଇଥିଲା କି ତାଙ୍କର କେହି ଝିଅ ବନ୍ଧୁ ଅଛନ୍ତି କି? ସେ ଉତ୍ତରରେ କହିଥିଲେ କି ଏବେ ପର୍ଯ୍ୟନ୍ତ ତାଙ୍କର କେହି ଝିଅ ବନ୍ଧୁ ନାହାନ୍ତି।ତେବେ ସେ କହିଥିଲେ କି ସେ ଏହା ସମ୍ପର୍କରେ କେବେ ଚିନ୍ତା କରି ନାହାନ୍ତି।ତେବେ ସେ ଅଭିନୟ ମାଧ୍ୟମରେ ନିଜର ଯେଉଁ ପରିଚୟ ସୃଷ୍ଟି କରି ପାରିଛନ୍ତି ତାହା ବାସ୍ତବରେ କୌଣସି ସାଧାରଣ ଅଭିନେତା ପାଇଁ କେବେ ମଧ୍ୟ ସମ୍ଭବ ନୁହେଁ।

ସେ ନିଜର ଅଭିନୟ ବଳରେ ନିଜର ଅନେକ ଅନୁଗତ ସୃଷ୍ଟି କରି ପାରିଛନ୍ତି।ସେ ସର୍ବଦା ନିଜର ଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରିଥାନ୍ତି।ସେଥିପାଇଁ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହ ସହିତ ସେ ନିଜର ଅଭିନୟ ବଳରେ ନିଜର ଓ ନିଜର ପରିବାରର ନାମକୁ ଅନେକ ଉଚ୍ଚକୁ ନେଇ ଯାଇ ପାରିଛନ୍ତି।ସେଥିପାଇଁ ସେ ବର୍ତ୍ତମାନ ଓଲିଉଡ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।

Leave a Reply

Your email address will not be published. Required fields are marked *