ଓଡ଼ିଆ ସିରିଏଲ ଅଭିନେତ୍ରୀ ମିତାଲି ସାଗରିକା ଏବଂ ଅଭିନେତା Jagjit Pal ଙ୍କ ପ୍ରଶଂସକ ଙ୍କ ପାଇଁ ବଡ ଦୁଃଖ ଖବର – ଏହି କଥା ଶୁଣିଲେ ଆପଣ ମଧ୍ୟ ଦୁଃଖରେ ଭାଙ୍ଗି ପଡିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିନେମା ଜଗତ ଏବଂ ଟିଭି ଜଗତକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ଆପଣମାନେ ନିଶ୍ଚିତ ଭାବରେ ଓଡ଼ିଆ ସିରିଏଲ ଦେଖୁଥିବେ।ଏବଂ ସେଥିରେ ଆପଣ ସଭିଙ୍କ ପ୍ରିୟ ହେଉଛି ନୂଆ ବୋହୁ ସିରିଏଲ।ତେବେ ସାଙ୍ଗମାନେ ରାଧିକା ଏବଂ ସାତ୍ଵିକଙ୍କ ଫ୍ୟାନ ମାନଙ୍କ ପାଇଁ ଆସିଲା ସବୁଠାରୁ ବଡ଼ ଦୁଃଖ ଖବର।ନୂଆ ବୋହୁ ସିରିଏଲ ଛାଡିଲେ ରାଧିକା ଏବଂ ସାତ୍ଵିକ

ଦୁହିଁଙ୍କ ସାହିତ ଘଟିଗଲା ଏତେ ବଡ଼ ଦୁର୍ଘଟଣା ଆପଣମାନେ ଶୁଣିଲେ ମଧ୍ୟ ଅତ୍ୟନ୍ତ ଭାବରେ ଦୁଃଖିତ ହେବେ ଏବଂ କାନ୍ଦି ପକାଇବେ।ଯଦି ସାଙ୍ଗମାନେ ଆପଣ ଜାଣିବାକୁ ଚାହୁଁଛନ୍ତି ରାଧିକା ଏବଂ ସାତ୍ଵିକଙ୍କର କଣ ହୋଇଛି ଏବଂ ସେ କଁ ପାଇଁ ନୂଆ ବୋହୁ ଭଳି ଏକ ବିଶିଷ୍ଟ ସିରିଏଲ ଛାଡିଲେ ଆମେ ଚର୍ଚ୍ଚା କରିବା ଏହି ଆର୍ଟିକିଲରେ।ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।

ତେବେ ଆସନ୍ତୁ ଜାଣିବା କଣ ରହିଥିଲା ମୁଖ୍ୟ କାରଣ।ତେବେ ସାଙ୍ଗମାନେ ମିଳିଥିବା ଖବର ଅନୁସାରେ ନୂଆ ବୋହୁ ସିରିଏଲ ଛାଡିଦେଇଛନ୍ତି ଏହାର ରାଧିକା ଓରଫ ମିତାଲି ସରଘରିଆ।ଏବଂ ସାତ୍ଵିକ ଓରଫ ଜଗଜିତ ପାଲ।ତରଙ୍ଗ ଟିଭି ଏନେଇ ତାର ନୂଆ ପ୍ରମୋଟିକୁ ପବ୍ଲିଶ କରିସାରିବାପରେ ଏହି କଥାଟି ସ୍ପଷ୍ଟ ହୋଇ ସାରିଛି।ଯେଉଁଥିରେ ଅପଣମାନେ ଦେଖିବାକୁ ପାଇବେ

କାନ୍ଥରେ ରାଧିକା ଏବଂ ସାତ୍ଵିକଙ୍କ ଫଟୋ ଲଗାଯାଇଥିବା ବେଳେ ସେଥିରେ ଫୁଲ ମାଳ ମଧ୍ୟ ରହିଛି।ଏବଂ ଲୋପା କହୁଛନ୍ତିକି ତୁମ ଝିଅ ପୂଜା ଆଜି ବଡ଼ ହୋଇଯାଇଛି।ଏହାପରେ ସେହି ଝିଅଟି ଏପରି କରିବା ସହିତ ନୂଆ ବୋହୁ ସିରିଏଲଟି ଶେଷ ହେବାର ଦେଖିବାକୁ ମିଳିଛି।ଏବଂ ମିଳିଥିବା ଖବର ଅନୁସାରେ ନୂଆ ବୋହୁ ସିରିଏଲ ଶେଷ ହେବାପରେ ଖୁବ ଶୀଘ୍ର ଏହାର ଟାଇଟେଲକୁ ବଦଳାଯାଇ ଝିଅ ଆମର ନୂଆ ବୋହୁ ରଖାଯାଇଛି।

ଏହାପରେ ଅନ୍ୟ ପକ୍ଷରେ ଯାହା ସୂଚନା ମିଳିଛି ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାଧିକା ଏବଂ ସାତ୍ୱିକ।ବା ଆପଣ କହିବାକୁ ଗଲେ ମିତାଲି ଏବଂ ଜଗଜିତ।ସେହି କାରଣରୁ ଦୁହେଁ ସିରିଏଲ ଛାଡିଦେଇଥିବା କଥା ଦେଖିବାକୁ ମିଳିଛି।ତେବେ ଲଗାତାର ଟି ଆର ପିରେ ଥିବା ଏହି ସୋରୁ ମିତାଲି ଏବଂ ଜଗଜିତ ଙ୍କ ପରେ ଦୁହିଁଙ୍କ ଫ୍ୟାନ୍ସ ମାନେ ଅନେକ ଦୁଃଖ ପ୍ରକାଶ କରୁଛନ୍ତି।

ଏପରିକି ଦୁହିଁଙ୍କର ଫ୍ୟାନ୍ସ ଆହୁରି ମଧ୍ୟ ଦାବି କରୁଛନ୍ତି ଯେ ଏହି ଦୁହିଁଙ୍କୁ ନେଇ ତରଙ୍ଗ ଟିଭିର ଅନ୍ୟ ଏକ ନୂତନ ସିରିଏଲ ପ୍ରସ୍ତୁତ କରାଯାଉ ବୋଲି।ସାଙ୍ଗମାନେ ଏବେ ଦେଖିବାକୁ ବାକି ରହିଲା ଦୁହେଁ ବିବାହ କରୁଛନ୍ତି କିମ୍ବା ନାହିଁ।ଏବଂ ଦୁହିଁଙ୍କୁ ନେଇ ତରଙ୍ଗ ଅନ୍ୟ ଏକ ସିରିଏଲ ଆସୁଛି କିମ୍ବା ନାହିଁ କିନ୍ତୁ ଦର୍ଶକ ମାନେ ଏହି ଦୁହିଁଙ୍କୁ ଅନେକ ମିସ କରୁଛନ୍ତି।

Leave a Reply

Your email address will not be published. Required fields are marked *