ଧରାପଡିଲା ଅନୁଭବ ବାପାଙ୍କର ଜାଲିଆତି – ପୁଅ ଠୁ ବଳିଗଲେ ବାପା – ୪୨୦ ହେଇ କରୁଥିଲେ ଏହି କାମ – ହେଲେ ଧରାପଡିଗଲେ

Spread the love

ଦର୍ଶକବନ୍ଧୁ ବର୍ତମାନ ସମୟରେ ଯାହା ଗୋଟେ ବଡ ଖବର ଏବେ ସାମ୍ନାକୁ ଆସୁଛି ତାହା ହେଉଛି ଜାଲିଆତି କରି ଧରା ପଡିଛନ୍ତି କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି।ଚାକିରୀ ପଦୋନ୍ନତି ପାଇଁ ଜାଲିଆତି କରି ଧରା ପଡିଲେ ସାଂସଦ ଅନୁଭବଙ୍କ ବାପା ଅଭୟ କୁମାର ମହାନ୍ତି।ସିନିୟର ଅଧ୍ୟାପକରୁ ରିଡରକୁ ପଦୋନ୍ନତି ପାଇବା ପାଇଁ ଶ୍ରୀ ମହାନ୍ତି ଜାଲି ସାର୍ଟିଫିକେଟ ପ୍ରଦାନ କରିଥିଲେ।ଏଥିପାଇଁ କନ୍ଦରପୁର କଲେଜର ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କୁ କଡା ବର୍ଷଣ କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ।ତେବେ ଅନୁଭବଙ୍କ ବାପା ରିଡର ଯୋଜନାର ପେନସନ ଯୋଜନା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଶୁଣାଣି ବେଳେ ସେ ସାର୍ଟିଫିକେଟ ଗୁଡିକର ଯାଞ୍ଚ କରିବା ପାଇଁ ମାନ୍ୟବର କୋର୍ଟ ଆଦେଶ ଦେଇଥିଲେ।

ଏହାପରେ ହାଇକୋର୍ଟର ଏହି ରାୟ ପରେ ଶିକ୍ଷା ବିଭାଗ ତରଫରୁ ଏହି ସାର୍ଟିଫିକେଟ ଗୁଡିକର ଯାଞ୍ଚ କରାଯାଇଥିଲା ଏବଂ ଯାଞ୍ଚ ପରେ ଶ୍ରୀ ମହାନ୍ତିଙ୍କର ଜାଲି ସାର୍ଟିଫିକେଟ ଥିବା କଥା ସାମ୍ନାକୁ ଆସିଥିଲା।ଫଳରେ ସେ ଦାବି କରୁଥିବା ପେନସନ ଯୋଜନାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଖାରଜ କରିଦେଇଛନ୍ତି।ତେବେ ଦର୍ଶକବନ୍ଧୁ ଏହା ଥିଲା ବର୍ତମାନ ସମୟର ବଡ ଖବର।ଆପଣ ତ ଜାଣିଥିବେ ଅନୁଭଵ ଏବେ କେନ୍ଦ୍ରାପଡାର ସାଂସଦ ଅଟନ୍ତି।କିଛି ଦିନ ତଳେ ସେ ତାଙ୍କ ସ୍ତ୍ରୀ ସହ ଝଗଡା କଥା ସାମ୍ନାକୁ ଆସିଥିଲା ଯାହା ସେତେବେଳ ସମୟର ଚାଂଚଲ୍ୟକର ନ୍ୟୁଜ ହୋଇଯାଇଥିଲା।

ଏବେ ଏହି ସମୟରେ ତାଙ୍କ ବାପାଙ୍କ ଜାଲିଆତି ଘୋର ନିନ୍ଦନୀୟ ବୋଲି ଲୋକମାନେ କହିଛନ୍ତି।ସେ ଜଣେ ସାଂସଦ ହୋଇ ଏପରି ପରିସ୍ଥିତିରେ ନିଜ ପତ୍ନୀଙ୍କ ସହିତ ଏପରି ବ୍ୟବହାର କରିବା ଲୋକଙ୍କ ପାଇଁ ଜମା ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି।ଏଥିପାଇଁ ସେ ଲୋକଙ୍କ ମନରୁ ନିଜ ଜାଗା ଟିକେ ଟିକେ କରି ଖସେଇ ଚାଲିଛନ୍ତି ଏବଂ ଏହା ପରବର୍ତ୍ତୀ ନିର୍ବାଚନରେ ତାଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ବଡ ବଡ ଆଇନଜୀବୀମାନେ ନିଜୋର ମତ ଦେଇଛନ୍ତି।ଆପଣମାନେ ମଧ୍ୟ କଣ ତାଙ୍କର ଏବଂ ତାଙ୍କ ବାପାଙ୍କ କାର୍ଯ୍ୟକୁ ନିନ୍ଦା କରୁଛନ୍ତୁ ତାହେଲେ ଆମକୁ ନିଶ୍ଚୟ କହିବେ।

ବନ୍ଧୁମାନେ ଆପଣଙ୍କୁ ଏହି ଆର୍ଟିକିଲ ପସନ୍ଦ ଆସିଲା କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହାକୁ ନିଜ ପରିବାର ବର୍ଗ ଏବଂ ସାଙ୍ଗ ମଧ୍ୟ ସେୟାର ମଧ୍ୟ କରନ୍ତୁ।ଆଜିର ଏହି କଠୋର ପରିସ୍ଥିତିରେ ସବୁ ଲୋକ ସମସ୍ତଙ୍କ ଠାରୁ ଦୂରେଇ ଯାଇଛନ୍ତି।କେହି କାହା ପାଖକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି।ଆପଣ ମଧ୍ୟ ସୁରକ୍ଷିତ ରହିବା ପାଇଁ ସବୁବେଳେ ଘରେ ରୁହନ୍ତୁ।ବହାରକୁ ବିନା କାରଣରେ ଯାଆନ୍ତୁ ନାହିଁ।କେବଳ ଆବଶ୍ୟକ କାମରେ ହି ଘରୁ ବହାରନ୍ତୁ।ସମସ୍ତଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ଏବଂ ସବୁବେଳେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *