ଶେଷରେ ସତ ମାନିଲେ Anubhav,କହିଲେ ମୁଁ ପ୍ରେମ କରୁଛି ଆଗ ଡିଭୋର୍ସ ସରୁ ତା ପରେ ବାହାଘର କଥା…

Spread the love

ଡିଭୋର୍ସଟା ଆଗେ ହେଇଯାଉ ତାପରେ ଆମେ ବାହାଘର କଥା ଚିନ୍ତା କରିବା। ଆଜ୍ଞା କୋଭୋଡର ନିଉଜ ଏବେ କିଛି ଦିନ ପୂର୍ବରୁ ବହୁତ ଚାଲିଥିଲା ଏବେ ମଧ୍ୟ ଚାଲିଛି ତେଣୁ କରି ଏବେ ଯାଏ ସଠିକ ଖବର ଆମେ କିଛି ପାଇ ପାରି ନାହୁଁ ତେଣୁକରି ଡାଇରେକ୍ଟର ଆଉ ପ୍ରଡ୍ୟୁସର ଗୋଟେ ଭଲ ସମୟର ଅପେକ୍ଷା କରିଛନ୍ତି ଯାହା ଦ୍ୱାରା

ବହୁତ ଶାନ୍ତି ଶୃଙ୍ଖଳା ଭାବରେ ସିନେମାଟି ରିଲିଜ ହେଇ ପାରିବ ଆଉ ମୁଁ ଆପଣଙ୍କୁ କଥା ଦଉଛି ଯେବେ ବି ରିଲିଜ ହେବ ମୁଁ ଆପଣଙ୍କୁ ନିଶ୍ଚିତ ଭାବରେ ଜଣେଇବି।ସମସ୍ତଙ୍କୁ ବହୁତ ଭଲ ଲାଗିବ ଆଉ ନୂଆଁ ଧରଣର ଫିଲ୍ମ ହେଇଛି ଆପଣ ମାନଙ୍କୁ ବହୁତ ଗର୍ବ ଲାଗିବ ଯେ ଓଡ଼ିଆ ଫିଲ୍ମ ମଧ୍ୟ ଏଇ ଧରଣର ହେଇ ପାରିଛି ବୋଲି।

ଆଜ୍ଞା ମୁଁ ମୋର କ୍ୟାରିଅର ଗୋଟେ ଆଲବମରୁ ଆରମ୍ଭ କରିଥିଲି ଆଉ ଆଜି ପର୍ଯ୍ୟନ୍ତ ମୁଁ ଏଇ ଯାଗାକୁ ଆସି ପାରିଛି ତେଣୁକରି ଏଇଟା ମୋ ପାଇଁ ଗୋଟେ ଗର୍ବର କଥା ଆଉ ସବୁ ଠାରୁ ବଡ଼ କଥା ହଉଛି ଯୁଗିନା ମାଡ଼ମ ଗୋଟେ ବହୁତ ଭଲ ଡିଜାଇନ କରିଥିଲେ ଆମ ଓଡ଼ିଶା ହ୍ୟାଣ୍ଡଲୁମକୁ ନେଇକି ଆଉ ପ୍ରଚାର

ପ୍ରସାର ମଧ୍ୟ ଆରମ୍ଭ କରିଥିଲେ ତେଣୁକରି ଏଇଟା ଆମ ସମସ୍ତଙ୍କର କର୍ତ୍ତବ୍ୟ।ଜଉ କୁହନ୍ତି ଭୋକାଲ ଫର ଲୋକାଲ ସେଇଭଳି କିଛି ଆଉ। ତେଣୁ କରି ଆମର ମହିଳା ଉଦ୍ୟୋଗକାରି ମାନଙ୍କ ପାଇଁ ଏଇଟା ଗୋଟେ ବହୁତ ବଡ଼ ଷ୍ଟେଜ ଆଉ ଆମେ ପୁରୁଷ ହିସାବରେ ଯଦି ମହିଳା ମାନଙ୍କୁ ସମ୍ମାନ ଦେବା ନାହିଁ

ଆମେ ଯଦି ତାଙ୍କୁ ସହଯୋଗ କରିବା ତାହେଲେ ଆଉ କିଏ କରିବ।ଯଦିଓ ଆମର ମହିଳା ମାନଙ୍କୁ କାହାର ସହଯୋଗର ଆବଶ୍ୟକତା ନାହିଁ ହେଲେ ମଧ୍ୟ ମୁଁ ତାଙ୍କୁ ସହୋଯୋଗ କରିବା ପାଇଁ ଆଗକୁ ଆସିଛି। ଆମେ ବହୁତ ଆଗକୁ ଯିବା ଆଉ ଆମର କେବେ ଗୋଟେ ଭଲ ଦିନ,ଉତ୍କଳ ଦିବସ ହଉ କି

ଆମ ଓଡ଼ିଶାର କିଛି ଗୋଟେ ଭଲ ଦିନ ଦେଖିକି ପାର୍ଲିଆମେଣ୍ଟ ଯିବା ଆଉ ସେଠାକୁ ଯାଇ ଯଦି ଆମର ଓଡ଼ିଶାର ହ୍ୟାଣ୍ଡଲୁମ ପ୍ରଦର୍ଶନ କରି ପାରିବ ତାହେଲେ ବହୁତ ଭଲ କଥା।ମୁଁ ବହୁତ ଉତ୍ସାହିତ ଅଛି ଆଉ ଯେଉଁମାନେ ସବୁ ଓଡ଼ିଶାକୁ ଆସୁଛନ୍ତି ଓଡ଼ିଶାର ସମ୍ମାନ କରିବା ପାଇଁ ଆସୁଛନ୍ତି ଆଉ ଓଡ଼ିଶାର

ପରମ୍ପରାକୁ ଆଗକୁ ନେବାକୁ ଆସୁଛନ୍ତି ତାଙ୍କୁ ଆମେ ହୃଦୟ ଖୋଲିକି ୱେଲକମ କରିବା। ଏମିତି କିଛି ଅନୁଭବ କହିଥିଲେ।

Leave a Reply

Your email address will not be published. Required fields are marked *