ଯାଦୁ,କାଛୁ,Kundia ଭଲ କରିବାର ଘରୋଇ ଉପାୟ,ଆଉ ଜୀବନରେ କୌଣସି ପ୍ରକାର ଯାଦୁ କାଛୁ ହେବ ନାହିଁ ଆପଣଙ୍କର..

Spread the love

ବନ୍ଧୁଗଣ ବିଭିନ୍ନ ପ୍ରକାର କାରଣରୁ ଆମର ସ୍କିନ ରେ ଇନଫକ୍ସନ ହୋଇଯାଏ।ଆମର ତ୍ଵଚା ରେ ଖାସ କରି ଶୀତ ଦିନରେ ବହୁତ ଅଧିକ ସ୍କିନଇନଫକ୍ସନ ହୋଇଥାଏ।ଅନେକ ଲୋକଙ୍କର ଆଲର୍ଜି କାରଣରୁ ସେମାନଙ୍କୁ ମଧ୍ୟ ତ୍ବଚା ଇନଫକ୍ସନ ଭଳି ସମସ୍ୟା ଭୋଗିବାକୁ ପଡିଥାଏ।ଯଦି ଆପଣଙ୍କର ସ୍କିନଇନଫକ୍ସନ ଭଳି ସମସ୍ୟା ରହିଛି ତେବେ ଆଜି ଆମେ ଜାଣିବା ଏହାର ଉପଚାର ବିଷୟରେ।

ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରିରୁ ଆପଣଙ୍କୁ ସାଇଡ ଇଫେକ୍ଟ ଦେଖିବାକୁ ମିଳି ନଥାଏ।ଯଦି ଆପଣଙ୍କର ସ୍କିନଇନଫକ୍ସନ ଭଳି ସମସ୍ୟା ରହିଛି ତେବେ ଆପଣ ଅନେକ ପ୍ରକାରର ଏଲୋପାତିକ ମେଡ଼ିସିନ ର ପ୍ରୟୋଗ କରିସାରିଥିବେ।ନିହାତି ଆଜି ର ଏହି ଉପଚାର କୁ ଆପଣ ଘରେ ବନାଇ ଚେଷ୍ଟା କରନ୍ତୁ।ଏହାର ପରିଣାମ କଣ ଆସିବ ଆପଣ କହିବେ।

ଆସନ୍ତୁ ଏବେ ଜାଣିବା ଏହାକୁ ଆପଣ କିପରି ପ୍ରସ୍ତୁତ କରିବା ଏବଂ ଏହାକୁ କିପରି ବ୍ୟବହାର କରିବା।ବନ୍ଧୁଗଣ ଏଥିପାଇ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ହେଉଛି କଞ୍ଚା କଦଳୀ ଯାହା ଆପଣଙ୍କୁ ସବୁ ଦୋକାନ ରୁ ସହଜରେ ମିଳିଯିବ।କଞ୍ଚା କଦଳୀ କୁ ରାନ୍ଧି କି ଅନେକ ଲୋକ ଖାଇଥିବେ କିନ୍ତୁ ଏହାର ଭଲ ବ୍ୟବହାର ବିଷୟରେ ଆପଣ ଜାଣିନଥିବେ।

ବନ୍ଧୁଗଣ ଏଥିରେ ଅନେକ ପ୍ରକାରର ଭିଟାମିନ ଏବଂ ମିନେରାଲ ମିଳିଥାଏ ଯାହା ଆମର ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ସ୍କିନ ଇନଫକ୍ସନ କୁ ଦୂର କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ।ଚର୍ମ ଇନଫକ୍ସନ ଭଳି ସମସ୍ୟା କୁ ଦୂର କରିବା ପାଇଁ ଏହା ବହୁତ ଅଧିକ ଲାଭଦାୟକ ହୋଇଥାଏ।

ପ୍ରଥମେ ଆପଣ ଏକ ଅଧା ଖଣ୍ଡ କଞ୍ଚାକଦଳୀ ନେଇ ଏହାର ଚୋପା କୁ ଭଲ ଭାବରେ ଛଡାଇ ଦିଅନ୍ତୁ ଏବେ ଏହାକୁ ନେଇ ଗ୍ରାଇଣ୍ଡି କରିଦିଅନ୍ତୁ।କଦଳୀ ର ଚୋପା ଛଡ଼ାଇ ଏହାକୁ ପ୍ରୟୋଗ କରନ୍ତୁ।କିନ୍ତୁ ଧ୍ୟାନ ରଖିବେ ଏଥିରେ ଆପଣ ପାଚିଲା କଦଳୀ ର ବ୍ୟବହାର କରିବେ ନାହିଁ।ହେଲେ ଆପଣ ଧ୍ୟାନ ରଖିବେ

ଆପଣ ଏଥିରେ ପାଣି ର ପ୍ରୟୋଗ କରିବେ ନାହିଁ।ଏବେ ଆମକୁ କଦଳୀ ର ପେଷ୍ଟ ମିଳିଗଲା।ଏବେ ଆମେ ଦ୍ଵିତୀୟ ସାମଗ୍ରୀର ପ୍ରୟୋଗ କରିବା ତାହା ହେଉଛି ଦହି।ଦୁଇ ରୁ ତିନି ଚାମଚ ଏହି ର ପ୍ରୟୋଗ ଆପଣ ଏଥିରେ କରନ୍ତୁ।ଏବେ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ହଳଦୀ।

ହଳଦୀ ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିବ।ହଳଦୀ ରେ ଥିବା ଗୁଣ ସବୁ ସ୍କିନଇନଫକ୍ସନ ଭଳି ସମସ୍ୟା କୁ ଦୂର କରିଥାଏ।ଏବେ ଆପଣ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଆପଣଙ୍କର ସ୍କିନ ଇନଫକ୍ସନ ଭଳି ସମସ୍ୟା ଯେତେ ବି ପୁରୁଣା ହୋଇଥାଉ ଏହାକୁ ଆପଣ ବ୍ୟବହାର କରନ୍ତୁ

ଦେଖିବେ ପୁରା ଭଲ ହୋଇଯିବ।ଏହା ବହୁତ ପରିଚିତ ଘରୋଇ ଉପଚାର ଅଟେ। ବା ବହୁତ ପୁରାତନ କାଳ ରୁ ଏହାର ବ୍ୟବହାର ହୋଇ ଆସୁଚି।ଏବେ ଆପଣଙ୍କର ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏବେ ଆପଣଙ୍କର ଏହି ମିଶ୍ରଣ ପ୍ରସ୍ତୁତ ହୋଇଗଲା।ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ

କିପରି କରିବା।ଏହାର ପ୍ରୟୋଗ କରିବା ପୂର୍ବରୁ ଇନଫକ୍ସନ ହୋଇଥିବା ଜାଗାକୁ ଭଲ ଭାବରେ ଧୋଇ ଦିଅନ୍ତୁ।ଚେଷ୍ଟା କରନ୍ତୁ ସେହି ଜାଗାକୁ ଗରମ ପାଣି ରେ ଧୋଇଦେବା ପାଇଁ।ଏହା ପରେ ଫାଳେ ଲେମ୍ବୁ ନିଅନ୍ତୁ ଏବଂ ଲେମ୍ବୁ କୁ ସେହି ଜାଗାରେ ଭଲ ଭାବରେ ଥରେ ମସାଜ କରିଦିଅନ୍ତୁ ।ଏହିପରି ଭାବରେ ଲେମ୍ବୁ

କୁ ସେହି ଜାଗାରେ ଭଲ ଭାବରେ ଘଷି ପରିଷ୍କାର କରିଦିଅନ୍ତୁ ଏବଂ ଏହାକୁ ସାଧା ପାଣି ରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବେ ଆପଣ ଏହି ମିଶ୍ରଣ ର ପ୍ରୟୋଗ କରନ୍ତୁ।ଏହାକୁ ହାତ ରେ ନେଇ ସେହି ଜାଗାରେ ନେଇ ଥାପି ଦିଅନ୍ତୁ।ଆପଣଙ୍କୁ ଯେତେବେଳେ ବି ସମୟ ମିଳୁଚି ଆପଣ ଏହାକୁ କରିପାରିବେ।

ହେଲେ ସବୁଠାରୁ ଭଲ ସମୟ ହେଉଛି ରାତିରେ ଶୋଇବା ପୂର୍ବରୁ ଆପଣ ଏହାକୁ ଲଗାଇ ଶୋଇପଡ଼ନ୍ତୁ ଏବଂ ସକାଳୁ ଏହାକୁ ଧୋଇ ଦିଅନ୍ତୁ।ଏହାକୁ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଆପଣଙ୍କର ସ୍କିନ ଇନଫକ୍ସନ ଭଳି ସମସ୍ୟା ସବୁଦିନ ପାଇଁ ସରିଯିବ।ଯଦି ଆପଣଙ୍କର ଇନଫକ୍ସନ ବହୁତ ପୁରୁଣା ଦିନର ଅଟେ

ତେବେ ଆପଣ ଏହାକୁ କେବଳ ୭ ଦିନ ପର୍ଯ୍ୟନ୍ତ କରି ଦେଖନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଇନଫକ୍ସନ ଭଲ ହୋଇଯିବ।ଏହା ସମ୍ପୂର୍ଣ୍ଣ ଘରୋଇ ଉପଚାର ଅଟେ। ଏବଂ ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଆପଣଙ୍କର ତ୍ଵଚା କୁ କ୍ଷତି ପହଞ୍ଚାଇନଥାଏ କିନ୍ତୁ ଆପଣଙ୍କର ତ୍ୱଚ଼ା କୁ ସଫା ରଖିଥାଏ। ଏହାକୁ ଆପଣେଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

Leave a Reply

Your email address will not be published. Required fields are marked *