ଏହି ଜାଗାରେ କିଛି ଦିନ ପାଇଁ ଭ-ଡାରେ ସ୍ତ୍ରୀ ମଧ୍ୟ ମିଳନ୍ତି – କାରଣ ଜାଣିଲେ ଆପଣ ମୁଣ୍ଡରେ ହାତଦେଇକି ବସିବେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଭାରତର କିଛି ବିଶେଷ ଆଇନ ଏବଂ କିଛି ମୁଖ୍ୟ ନିୟମ ବିଷୟରେ।ଯଦି ଆପଣ ଭାରତରେ ରୁହନ୍ତି ତେବେ ଏହି ସବୁ କଥା ଆପଣଙ୍କୁ ନିଶ୍ଚିତ ଜଣାଥିବା ଦରକାର।ଏହି ଆଇନ ବିଷୟରେ ଜାଣି ଆପଣଙ୍କୁ ଅଜବ ଲାଗିପାରେ ମଜା ମଧ୍ୟ ଲାଗିପାରେ।ଏହା ସହତ ଆପଣ ଆପଣଙ୍କ ଅଧିକାର ସମ୍ପର୍କରେ ମଧ୍ୟ ଜାଣିପାରିବେ।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ପ୍ରଥମରେ ହେଉଛି ଦ ଏୟାର କ୍ରାଫ୍ଟ ଆର୍ଟ ୧୯୩୪।ଏହି ନିୟମ ଅନୁସାରେ ପୋଲିସର ବିନା ପରମିଶନରେ ଆକାଶ ଛତା କିମ୍ୱା ଗୁଡି ଉଡାଇବା ଏକ ଅପରାଧ ଅଟେ।ଏହାପରେ ଦ୍ୱିତୀୟରେ ଦ ଇଣ୍ଡିଆନ ଆକ୍ଟ ୧୮୬୭ ଅନୁସାରେ ଆପଣ ଯେକୌଣସି ହୋଟେଲର ବାଥରୁମ କିମ୍ବା ପାଣି ମାଗଣାରେ ବ୍ୟବହାର କରିପାରିବେ।

ଏହାପରେ ତୃତୀୟର ଆସୁଛି ଯଦି ଆପଣ କେରଳରେ ଦୁଇଟିରୁ ଅଧିକ ଛୁଆ କରନ୍ତି ତେବେ ଆପଣଙଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ଜୋରିମାନା ଲାଗିବ।ଏହାପରେ ଚତୁର୍ଥରେ ଦଲ୍ୟାଣ୍ଡ ଏକ୍ୱିଜିସନ ଆକ୍ଟ ୧୮୯୪ ଅନୁସାରେ ସରକାର ଆପଣଙ୍କ ସ୍ଥାନ ବା ଜମିକୁ ସରକାର ଇଚ୍ଛା ନଥିଲେ ମଧ୍ୟ ଆପଣଙ୍କ ପାଖରୁ କିଣି ପାରିବ।ଏହାପରେ ପଞ୍ଚମରେ ଆସୁଛି ସୂର୍ଯ୍ୟ ଅସ୍ତ ହେବାପରେ ଏବଂ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପୋଲିସ ମହିଳା ମାନଙ୍କୁ ଅରେଷ୍ଟ କରିପାରିବ ନାହିଁ।ଯଦି କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଅରେଷ୍ଟ କରିବାକୁ ଥିବ ତେବେ ମାଜିଷ୍ଟ୍ରେଟଙ୍କ ପାଖରୁ ଲିଖିତ ନୋଟିସ ଆଣିବାକୁ ପଡିବ।

ଯଦି ଆପଣଙ୍କ ଗାଡିରୁ ଗୋଟେ ଦିନରେ କୌଣସି କାରଣପାଇଁ ଚାଲାଣ କଟିଥାଏ ତେବେ ସେହି ଦିନ ଆପଣଙ୍କ ଠାରୁ ଦ୍ୱିତୀୟ ଥର ଚାଲାଣ କଟିବ ନାହିଁ।ଏହାପରେ ଇଣ୍ଡିଆନ ପ୍ୟାନେଲ କୋର୍ଟ ସେକ୍ସନ ୩୦୯ ଅନୁସାରେ ଆତ୍ମହତ୍ୟା କରିବା ଅପରାଧ ନୁହେଁ।କିନ୍ତୁ ଆତ୍ମହତ୍ୟାରୁ ବଞ୍ଚିଗଲେ ଆପଣଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ।

ଆପଣ ଜାଣନ୍ତିକି ସର୍ଵଜନିତ ସ୍ଥାନ ଯେପରି ପାର୍କରେ ଯଦି ଆପଣ ଅଶ୍ଳୀଳ କାମ କରିବା ବେଳେ ଧରାପଡ଼ନ୍ତି ତେବେ ଆପଣଙ୍କୁ ତିନି ମାସ ପର୍ଯ୍ୟନ୍ତ ଜେଲ ହୋଇପାରେ।ପ୍ରୋଭିଜନ ସିଭିଳାଇଜେସନ ଆକ୍ଟ ୧୯୧୧ ଅନୁସାରେ ଆପଣ ଗୋଟିଏ ସ୍ଥାନରେ ଦଶ ଜଣରୁ ଅଧିକ ଡ୍ୟାନ୍ସ କରିପାରିବେ ନାହିଁ।

ଇଣ୍ଡିଆନ ଏୟାର ଫୋର୍ସରେ ପାଇଲଟ ହେବାକୁ ହେଲେ ଆପଣଙ୍କ ଗୋଡ଼ର ଲମ୍ବା ୯୦ ସେଣ୍ଟିମିଟର ହେବା ଜରୁରୀ ଅଟେ।ଆପଣ ଜାଣନ୍ତି କି ଯଦି ରେପ ହେବାପରେ ପୁଅ ଓ ଝିଅର ବିବାହ ହୋଇଯାଏ ତେବେ ରେପ କେଶ ଡିସମିସ ହୋଇଯାଏ।ରାସ୍ତା କଡ଼ରେ ଦାନ୍ତ ସଫା କରିବା ଏକ ଅପରାଧ ଅଟେ।ଭାରତରେ ବେଶ୍ୟାଳୟରେ ସମ୍ଭୋଗ କରିବା ଅପରାଧ ନୁହେଁ।କିନ୍ତୁ ଏହି କାମ ପାଇଁ ଦଲାଲ ବା ମଧ୍ୟସ୍ଥି ରଖିବା ଏକ ଅପରାଧ ଅଟେ।ଫ୍ୟାକ୍ଟରି ଆକ୍ଟ ୧୯୪୮ ଅନୁସାରେ ରାତିରେ କୌଣସି ଫ୍ୟାକ୍ଟରିରେ ମହିଳା କାମ କରିବା ଅପରାଧ ଅଟେ।

Leave a Reply

Your email address will not be published. Required fields are marked *