ହାସ୍ୟ ଅଭିନେତା ଗୁଡୁଙ୍କ ପରିବାର – ତାଙ୍କ ଭଉଣୀ ଦେଖିବା ପାଇଁ ଏତେ ସୁନ୍ଦର ଯେ ଓଡ଼ିଆ ହିରୋଇନ ତାଙ୍କ ଆଗେ କିଛି ନୁହଁ – ଏବେ ଦେଖି ନିୟନ୍ତୁ

Spread the love

ବନ୍ଧୁମାନେ ଆପଣମାନେ ଓଡ଼ିଆ ସିନେମା ତ ନିଶ୍ଚୟ ଦେଖୁଥିବେ।ତେବେ ଅନେକ କଳାକାର ଅଛନ୍ତି ଯେଉମାନଙ୍କ ବିଷୟରେ ଆପଣ ବେଶୀ କିଛି ଜାଣି ନଥିବେ।ତେବେ ଏହି ସବୁ କଳାକାରଙ୍କ ମଧ୍ୟରୁ ହାସ୍ୟ ଅଭିନେତା ଗୁଡୁ ହେଉଛନ୍ତି ଜଣେ।ତେବେ ଏହି ଅଭିନେତା ବହୁତ ସିନେମାରେ ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିଣି ପାରିଛନ୍ତି।ନିଜର ଭୂମିକାରେ ସେ ଅନେକ ଲୋକଙ୍କୁ ହସାଇ ପାରିଛନ୍ତି।ତେବେ ଆପଣମାନଙ୍କ ଭିତରୁ ଅନେକ ଲୋକ ଏହି ଅଭିନେତାଙ୍କ ପରିବାର ବିଷୟରେ କି ଗୁଡୁଙ୍କର ଅଲଗା କୌଣସି ବିଷୟରେ ଜାଣି ନଥିବେ।ତେବେ ଆଜି ଆମେ ଏଠାରେ ଆପଣଙ୍କ ପାଇଁ ସେହି ଅଭିନେତାଙ୍କର ସବୁ ବିବରଣୀ ନେଇ ଆସିଛୁ।ତେବେ ଏଠାରେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଲାଗେ ପଢନ୍ତୁ।ଏହା ଦ୍ଵାରା ଆପଣ ଏହି ଅଭିନେତାଙ୍କ ବିଷୟରେ ବହୁତ କିଛି ଜାଣିବାକୁ ପାଇବେ।

ତେବେ ଏହି ଅଭିନେତାଙ୍କ ବୟସ ହେଉଛି ୩୦ ବର୍ଷ।ତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ମନେ କରିବେ କିନ୍ତୁ ଗୁଡ଼ୁ ୨୦୦୫ ମସିହାରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ।୨୦୦୫ରେ ସେ ମାତ୍ର ୧୬ ବର୍ଷ ବୟସର ହେଇଥିଲେ।ସେ ବୟସରେ ମଧ୍ୟ ସେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ହସାଇ ପାରିଥିଲେ।ତେବେ ସେ ଓଡ଼ିଆ ସିନେମା ଜଗତରେ ବହୁତ ଭଲ ଭଲ ସିନେମା ଦେଇଛନ୍ତି।ସେ ନିଜର ଗୋଟେ ସିନେମା ପାଇଁ ୨ଲକ୍ଷ ଟଙ୍କା ନେଉଛନ୍ତି।ତେବେ ସେ କେବଳ ସିନେମାରେ ହିଁ ସନ୍ତୁଷ୍ଟ ହେଇ ଯାଇ ନାହାନ୍ତି।ଏହା ସହ ସେ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି।ସେ ଗୋଟେ ସିରିଏଲ ପାଇଁ ସେ ପ୍ରାୟ ପଚାଶ ହଜାର ଟଙ୍କା ନେଉଛନ୍ତି।ଏହା ସହ ସେ ବହୁତ ଯାତ୍ରା ମଧ୍ୟ କରିଛନ୍ତି।ଗୋଟେ ଯାତ୍ରା ପାଇଁ ସେ ପ୍ରାୟ ପନ୍ଦର ହଜାର ଟଙ୍କା ନେଉଛନ୍ତି।

ତେବେ ତାଙ୍କର ପରିବାରରେ ତାଙ୍କୁ ଛାଡି ତାଙ୍କର ବାପା ମା ଓ ତାଙ୍କର ଭଉଣୀ ଅଛନ୍ତି।ସେ ନିଜର ଖାଲି ସମୟରେ ତାଙ୍କ ପରିବାର ଲୋକଙ୍କ ସହ ସମୟ ବିତାଇ ଥାଆନ୍ତି।ତେବେ ସେ ନିଜ ସାଙ୍ଗମାନଙ୍କ ସହ ମଧ୍ୟ ବୁଲିବାକୁ ପସନ୍ଦ କରିଥାନ୍ତି।ଏହା ସହ ସେ ସବୁବେଳେ ନିଜ କାମରେ ନିଜକୁ ଉତ୍ସର୍ଗ କରିଛନ୍ତି।ନିଜର ଖାଲି ସମୟରେ ମଧ୍ୟ ସେ ନିଜର କାର୍ଯ୍ୟ ପାଇଁ ଯୋଜନା କରିଥାନ୍ତି।

ତେବେ ଏହା ସହ ସେ ନିଜ ଇଂଟର୍ଭ୍ୟୁରେ ନିଜ ମୋଟାପଣକୁ ନିଜର ଏକ ଆଶୀର୍ବାଦ ବୋଲି କହିଛନ୍ତି।ଯେବେ ଅନ୍ୟ ଲୋକମାନେ ମୋଟାପଣକୁ ଘୃଣା କରିଥାନ୍ତି।ତେବେ ଗୁଡୁ କହିଛନ୍ତି କି ତାଙ୍କର ମୋଟାପଣ ପାଇଁ ହିଁ ଆଜି ତାଙ୍କୁ ଏତେ ସଫଳତା ମିଳିଛି।ତେବେ ଏହି ଅଭିନେତାଙ୍କ ହସେଇବାର ଶୈଳୀକୁ ବହୁତ ଲୋକ ପସନ୍ଦ କରିଛନ୍ତି।ସେ ବହୁତ ସିନେମାରେ ଅଭିନୟ କରି ସଫଳତାର ଗୋଟେ ପରେ ଗୋଟେ ପାହାଚ ଚଢ଼ି ଚାଲିଛନ୍ତି।ତେବେ ଅଳ୍ପ ଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହେଇଥିଲେ କିନ୍ତୁ ଭଗବାନଙ୍କ କୃପା ଓ ତାଙ୍କର ଅସୁମାରି ପ୍ରଶଂସକ ଭଲ ପାଇବା ଯୋଗୁ ସେ ଏବେ ସମ୍ପୂର୍ଣ୍ଣ ରୂପେ ଭଲ ହେଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *