ଆପଣଙ୍କ ଘରକୁ ପାରା ଆସିବାର ଅର୍ଥ କଣ ଅଟେ,ପାରା ଆସିଲେ ଜାଣିବେ Laxmi ଆପଣଙ୍କ ଘରକୁ ଆସିଗଲେ,କରନ୍ତୁ ଏହି ଉପାୟ

Spread the love

ଆମେ ସମସ୍ତେ ଜାଣୁ ପରା ହେଉଛି ଶାନ୍ତିର ପ୍ରତୀକ।ପାରା ହେଉଛି ଏପରି ଏକ ଜିବ ଯାହା ସମାଜର ଶାନ୍ତିର ବାର୍ତା ନେଇ ଆସିଥାଏ।ତେବେ ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।ତେବେ ପାରା ଘରକୁ ଆସିଲେ କେଉଁ ସବୁ ଭଲ ଅଥବା ଖରାପ ସନ୍ଦେଶ ଆମ ଘରକୁ ଆସିଥାଏ ଆମେ ବର୍ତ୍ତମାନ ସେହି ସମସ୍ତ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା।ପାରା ଏକ ଏପରି ଜୀବ ଯାହା ଅନ୍ୟ କୌଣସି ପଶୁ ବା ମଣିଷଙ୍କ କ୍ଷତି କରି ନଥାଏ।ସେଥିପାଇଁ ଅନେକ ଲୋକ ପାରା ପାଳିବା ପାଇଁ ପସନ୍ଦ କରିଥାନ୍ତି।

ଏହା ସହିତ ଯେଉଁ ବ୍ୟକ୍ତିମାନେ ପାରା ପାଳିଥାଆନ୍ତି ସେମାନେ ସେହି ପାରା ମାନଙ୍କୁ ବହୁତ ଅଧିକ ଭଲ ମଧ୍ୟ ପାଇଥାନ୍ତି।ଏହା ସହିତ ଆମେ ଜାଣୁ ପାରା କେବେ ଅଧିକ ଭୋଜନ କରନ୍ତି ଏହାର କାରଣ ହେଉଛି ସେମାନଙ୍କ ପେଟ ସର୍ବଦା ଭରି ରହିଥାଏ।ସେମାନେ କେବେ ମଧ୍ୟ ଅଯଥା ଅଧିକ ଖାଦ୍ୟ ଖାଆନ୍ତି ନାହିଁ।ଏହା ସହିତ ସେମାନେ କେବେ ମଧ୍ୟ ଅନ୍ୟ କୌଣସି ଲୋକଙ୍କୁ ହଇରାଣ କରନ୍ତି ନାହିଁ।

ସେମାନେ କେବେ କେବେ ଆପଣଙ୍କ ଘରେ ଆସି ବସା କରି ଦେଇଥାନ୍ତି ଏହାର ଅର୍ଥ ହେଉଛି ସେମାନେ ଆପଣଙ୍କ ଘରେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି।ଏହା ସହିତ ଆପଣ ଏହା ମଧ୍ୟ ଜାଣି ରଖିବା ଆବଶ୍ୟକ କି ଯେତେବେଳେ ପାରା ଆସି ଆପଣଙ୍କ ଘରେ ନିଜର ବସା ବାନ୍ଧି ଥାଏ ସେହି ସମୟ ପରଠାରୁ ଆପଣଙ୍କ ଘରକୁ ଅନେକ ଶୁଭ ଫଳ ଆସିବା ଆରମ୍ଭ ହୋଇ ଯାଇଥାଏ।

ସଫଳତା ସେହି ବ୍ୟକ୍ତି ମାନଙ୍କୁ ମିଳିଥାଏ ଯେଉଁ ବ୍ୟକ୍ତିମାନେ ଯେଉଁମାନେ କଠୋର ପରିଶ୍ରମ କରିଥାନ୍ତି।ଯେଉଁମାନେ ଜୀବନରେ କୌଣସି କଷ୍ଟ କରନ୍ତି ନାହିଁ ସେମାନଙ୍କୁ ଜୀବନରେ କୌଣସି ସଫଳତା ମିଳେ ନାହିଁ।ଏହା ସହିତ ପାରା ଆପଣଙ୍କ ଘରକୁ ଆସିବାର ଅର୍ଥ ଆପଣଙ୍କ ପାଖକୁ ଅନେକ ଶୁଭ ଫଳ ଆସିବାକୁ ଯାଉଛି।ଏହା ସହିତ ଆପଣ ଏହା ମଧ୍ୟ ଜାଣି ରଖିବା ଆବଶ୍ୟକ କି ପାରା ଶାନ୍ତିର ପ୍ରତୀକ ହୋଇ ଥିବାକୁ ଏହା ଆପଣଙ୍କ ଘରକୁ ଶାନ୍ତି ଓ ସମୃଦ୍ଧି ନେଇ ଆସିଥାଏ।

ଯେହେତୁ ପାରା ଆପଣଙ୍କ ଘରେ ଆସି ନିଜର ବସା ବାନ୍ଧି ଥାଏ ତେଣୁ ଆପଣଙ୍କ ଘରକୁ ଆସୁଥିବା ସମସ୍ତ ବିପଦ ରହି ଯାଇଥାଏ ଓ ଆପଣ ସମସ୍ତ ପ୍ରକାରର ବିପଦରୁ ନିଜକୁ ସୁରକ୍ଷିତ ରଖି ପାରନ୍ତି।କିଛି ଲୋକ ଏହାକୁ ଖରାପ ସଙ୍କେତ ରୂପରେ ନେଇଥାନ୍ତି କିନ୍ତୁ ସେମାନେ ଏହା ଜାଣି ରଖିବା ଆବଶ୍ୟକ କି ଏହା ବିଲକୁଲ ଖରାପ ସଙ୍କେତ ହୋଇ ନଥାଏ।

ଯଦି ଆପଣଙ୍କ ଘରେ କୌଣସି କାରଣରୁ ଆର୍ଥିକ ସମସ୍ୟା ଦେଖା ଯାଉଛି ଏହା ସହିତ ଆପଣଙ୍କ ଘରେ କୌଣସି ସମସ୍ୟା ଲାଗି ରହିଛି ତେବେ ଆପଣ ଏହା ଜାଣି ରଖିବା ଆବଶ୍ୟକ କି ଆପଣ ପ୍ରତିଦିନ ପାରାକୁ ଖାଇବାକୁ ଦେବେ ତେବେ ଆପଣଙ୍କ ଘରୁ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇଯିବ।କାରଣ ପାରା ହେଉଛି ମାତା ଲକ୍ଷ୍ମୀଙ୍କର ପ୍ରିୟ ସେଥିପାଇଁ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହେବ।ଏହା ସହିତ ଆପଣଙ୍କ ଘରେ ଚାଲିଥିବା ସମସ୍ତ ସମସ୍ୟାର ଅନ୍ତ ମଧ୍ୟ ହୋଇଯିବ।

Leave a Reply

Your email address will not be published. Required fields are marked *