ଆସିଲା ବଡ଼ ଖବର – ବିବାହ କରିବେ ନୂଆବୋହୂ ସିରିଏଲ ର Radhika ଏବଂ ସାତ୍ଵିକ,କଣ କହିଲେ ଜାଣିଲେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଜଗତକୁ ନେଇ କିଛି ବିଶେଷ ତଥ୍ୟ ବିଷୟରେ ଆଲୋଚନା କରିବା।ଯଦି ଅପଣମାନେ ଓଡିଶା ବାସି ଅଟନ୍ତି ତେବେ ଆପଣ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ତ ନିଶ୍ଚୟ ଭାବରେ ଦେଖୁଥିବେ ଏବଂ ଏହାକୁ ପସନ୍ଦ ମଧ୍ୟ କରୁଥିବେ।ଯଦି ଆପଣ ଓଡ଼ିଆ ସିରିଏଲ ଦେଖନ୍ତି ତେବେ ଆପଣ ନୂଆ ବୋହୁ ସିରିଏଲ୍ର ନାମ ତ ନିଶ୍ଚୟ ଭାବରେ ଶୁଣିଥିବେ।ଏହା ଏକ ଅତି ଲୋକପ୍ରିୟ ସିରିଏଲ ଅଟେ।ଏହାର ମୁଖ୍ୟ ନାୟକ ଏବଂ ନାୟିକା ଭାବରେ ରାଧିକା ଏବଂ ସାତ୍ଵିକଙ୍କୁ ଦେଖା ଯାଇଥିଲା।କିନ୍ତୁ ସେମାନେ ଏହି ସିରିଏଲ ଛାଡିବାପରେ ବର୍ତ୍ତମାନ ଅନ୍ୟ ଏକ ସିରିଏଲରେ ଏକାଠି ନଜର ଆସିବେ।

ସାଙ୍ଗମାନେ ତେବେ ସିରିଏଲ ଛାଡିବା ପରେ ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧିହେବାପାଇଁ ଯାଉଛନ୍ତି ଓଲିଉଡର ଜବରଦସ୍ତ ଅଭିନେତା ବା ଜବରଦସ୍ତ ଯୋଡି ରାଧିକା ଏବଂ ସାତ୍ଵିକ।ଏହିଭଳି ଏକ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏହି ଖବର ପଛରେ କଣ ରହିଛି ସତ୍ୟତା ଏବଂ ରାଧିକା ଏବଂ ସାତ୍ଵିକଙ୍କ ବିବାହ ବନ୍ଧନ କଥା ଉପରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।

ସାଙ୍ଗମାନେ ଆପଣ ଜାଣିଥିବେ ନୂଆ ବୋହୁ ସିରିଏଲରେ ରାଧିକା ଏବଂ ସାତ୍ଵିକଙ୍କ ଯୋଡିକୁ ଏବଂ ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଛନ୍ତି।ତେବେ ହଠାତ ଏହି ସିରିଏଲଟିରୁ ରାଧିକା ଏବଂ ସାତ୍ଵିକଙ୍କୁ ବାହାର କରିଦିଆ ଯାଇଛି।ଏବଂ ଏହି ସିରିଏଲଟିର କାହାଣୀକୁ ୧୮ ବର୍ଷ ତଳକୁ ଗଡାଇଦିଆଯାଇଛି।ଏବଂ ଏଥିରେ ରାଧିକା ଓ ସାତ୍ଵିକଙ୍କ ଝିଅ ଲିଡ଼ କ୍ୟାରେକ୍ଟରରେ ନଜର ଆସିବାକୁ ଯାଉଛନ୍ତି।

ଏବଂ ସିରିଏଲରେ ରାଧିକା ଏବଂ ସାତ୍ଵିକଙ୍କ ମୃତ୍ୟୁ ହୋଇଯାଇଛି।ଏହି ସିରିଏଲଟିର ନାମ ନୂଆ ବୋହୁ ପରିବର୍ତ୍ତେ ଝିଅ ଆମର ନୂଆ ବୋହୁ ବଦଳାଇ ଦେଇ ରଖା ଯାଇଛି।ଏହା ସହିତ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଖବର ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଯେ ଆଗାମୀ ଦିନ ମାନଙ୍କରେ ରାଧିକା ଏବଂ ସାତ୍ଵିକ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।

ଆଉ ବିବାହ କରିବେ ବୋଲି ସେ ଏହି ସିରିଏଲଟିକୁ ଅଧାରୁହିଁ ଛାଡି ଦେଇଛନ୍ତି।ତେବେ ଏହିଭଳି ଏକ ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏହାର ସତ୍ୟତାତ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।କିମ୍ବା ରାଧିକା ଏବଂ ସାତ୍ଵିକଙ୍କ ତରଫରୁ କୌଣସି ମଧ୍ୟ କଥା କୁହାଯାଇନାହିଁ।

ରାଧିକା ଏବଂ ସାତ୍ଵିକ ପରସ୍ପରକୁ ଭଲ ପାଉଛନ୍ତି କିମ୍ବା ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଏହାର ସଠିକ ଖବର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।କିନ୍ତୁ ଏହି ଖବର ପାଇଁ ତାଙ୍କ ଫ୍ୟାନ ମାନେ ଅଧିକ ଆଗ୍ରହୀ ଅଛନ୍ତି।ଏବଂ ଯଦି ଏହି କଥା ସତ ହୋଇଥାଏ ତେବେ ସେହି କଥାକୁ ନେଇ ତାଙ୍କ ଫ୍ୟାନ ମାନେ ପ୍ରବଳ ଆଗ୍ରହ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *