ଆମ ଓଡ଼ିଆ ଫିଲ୍ମ ଜଗତର ହିରୋ ମାନଙ୍କ ଅସଲ ଜୀବନ ପତ୍ନୀ କିଏ,କାହା Wife ସବୁଠୁ ଅଧିକ ସୁନ୍ଦର ଓ କାହା ସ୍ତ୍ରୀ ହିରୋଇନ ଅଟନ୍ତି ଏବେ ଜାଣନ୍ତୁ

ଆମ ଓଡ଼ିଆ ଫିଲ୍ମ ଜଗତରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ବିବାହ କରି ସାରିଛନ୍ତି ମାତ୍ର ସେମାନଙ୍କର ପତ୍ନୀଙ୍କ ବିଷୟରେ ଆମେ କେବେ ଜାଣି ପାରି ନଥାଉ।ତେବେ ଆମେ ବର୍ତ୍ତମାନ ଆମ ଓଡ଼ିଆ ଫିଲ୍ମ ଜଗତର ସେହି ସମସ୍ତ ଅଭିନେତା ମାନଙ୍କର ପତ୍ନୀ ମାନଙ୍କ ବିଷୟରେ ଆଲୋଚନା କରିବା।ଆମେ ସବ୍ୟସାଚୀ ମିଶ୍ରଙ୍କୁ ବହୁତ ଭଲ ଭାବରେ ଜାଣୁ ସେ ହେଉଛନ୍ତି ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ତେବେ ସେ ଆମ ଓଡ଼ିଆ ଫିଲ୍ମ ଜଗତର ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଏହି କିଛି ଦିନ ତଳେ ବିବାହ କରିଥିଲେ।

ଏହାପରେ ହେଉଛନ୍ତି ଅରିନ୍ଦମ ରାୟ।ଅରିନ୍ଦମ ରାୟ ହେଉଛନ୍ତି ଜଣେ ଅଭିନେତା ସହିତ ଜଣେ ରାଜନେତା।ସେ କିଛି ବର୍ଷ ତଳେ ଅନୁପା ରାୟଙ୍କୁ ବିବାହ କରିଥିଲେ।ଏହାପରେ ହେଉଛନ୍ତି ଶ୍ରୀତମ ଦାସ।ସେ ପୂନମ ଦାସଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ।ଏହାସହିତ ତାଙ୍କର ଏକ ଝିଅ ମଧ୍ୟ ଅଛନ୍ତି।

ଏହାପରେ ହେଉଛନ୍ତି ଆକାଶ।ଆମେ ଅଭିନେତା ଆକାଶଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ହେଉଛନ୍ତି ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।ଏହା ସହିତ ସେ ହେଉଛନ୍ତି ଜଣେ ସମାଜ ସେବକ।ତାଙ୍କର ପତ୍ନୀ ମଧ୍ୟ ହେଉଛନ୍ତି ଜଣେ ସମାଜ ସେବକ।ଏହାପରେ ହେଉଛନ୍ତି ଆମର ଓଡ଼ିଆ ଅଭିନୟ ଜଗତର ହାସ୍ୟ ଅଭିନେତା ହରି।ଆମେ ସମସ୍ତେ ଅଭିନେତା ହରିଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଜଣେ ବହୁତ ଭଲ ହାସ୍ୟ ଅଭିନେତା।ତେବେ ସେ କିଛି ବର୍ଷ ତଳେ ଜଣେ ସମାଜ ସେବିକାଙ୍କୁ ବିବାହ କରିଥିଲେ।

ଏହାପରେ ହେଉଛନ୍ତି ପୁପିନ୍ଦର।ଆମେ ଏହି ଅଭିନେତାଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ତେବେ ସେ କିଛି ବର୍ଷ ତଳେ ବିବାହ କରି ସାରିଛନ୍ତି।ଏହାପରେ ହେଉଛନ୍ତି ଅଭିନେତା ଦେବାଶିଷ।ଆମେ ଅଭିନେତା ଦେବାଶିଷଙ୍କୁ ମଧ୍ୟ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ଓଡ଼ିଶାର ଲୋକ ମାନଙ୍କର ପ୍ରିୟ ହୋଇ ପାରିଥିଲେ।ଏହା ସହିତ ସେ କିଛି ବର୍ଷ ତଳେ ସୋନାଲିଙ୍କୁ ବିବାହ କରିଥିଲେ।

ଏହାପରେ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର।ଆମେ ଅଭିନେତା ସିଦ୍ଧାନ୍ତଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ଜଣେ ଅଭିନେତା ସହିତ ସେ ଜଣେ ରାଜନେତା ମଧ୍ୟ।ତେବେ ସେ ଅଭିନେତ୍ରୀ ମାମା ମିଶ୍ରଙ୍କୁ ବିବାହ କରିଥିଲେ।ଏହାପରେ ହେଉଛନ୍ତି ଅଭିନେତା ଦୀପକ।ଆମେ ଅଭିନେତା ଦୀପକଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ଦ୍ୱାରା ନିଜର ଏକ ବହୁତ ବଡ଼ ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ସମଗ୍ର ଓଡ଼ିଶାର ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ମାନଙ୍କ ମଧ୍ୟରୁ ଜଣେ।ତାଙ୍କର ପତ୍ନୀଙ୍କ ନାମ ହେଉଛି ତନୁଜା।

ଏହାପରେ ହେଉଛନ୍ତି ଅମ୍ଳାନ।ଅମ୍ଳାନ ଗତ ବର୍ଷ ଭୂମିକା ଦାସଙ୍କୁ ବିବାହ କରିଥିଲେ।ଏହାପରେ ହେଉଛନ୍ତି ଅନୁଭବ ମହାନ୍ତି।ଆମେ ସମସ୍ତେ ଜାଣୁ ଅନୁଭବ ୨୦୧୬ ମସିହାରେ ଅଭିନେତ୍ରୀ ବର୍ଷାଙ୍କୁ ବିବାହ କରିଥିଲେଏହାପରେ ହେଉଛନ୍ତି ବାବୁସାନ।ତାଙ୍କର ପତ୍ନୀଙ୍କ ନାମ ହେଉଛି ତୃପ୍ତି।

Leave a Reply

Your email address will not be published. Required fields are marked *