ଆପଣଙ୍କ ଘରେ ଚୁଚୁନ୍ଦ୍ରା (Moles) ରହିଲେ କଣ ହୋଇଥାଏ ଆପଣଙ୍କ ସହ ?ଏହି କଥା ଗୁଡିକ ଜାଣିରଖନ୍ତୁ ନହେଲେ ଆପଣ ମଧ୍ୟ ବଡ ଭୁଲ କରିପାରନ୍ତି

Spread the love

ଚୁଚୁନ୍ଦ୍ରା ଏପରି ଏକ ଜୀବ ହୋଇଥାଏ ଯାହାର କିଛି ଉପକାର ଥିଲେ ମଧ୍ୟ ଏହାର କିଛି ଅପକାର ମଧ୍ୟ ରହିଥାଏ।ତେବେ ଏହି ଜୀବକୁ ଅନେକ ପଶୁ ଡରି ଯାଇଥାନ୍ତି।ଯେପରିକି ମୂଷା ଓ ସାପକୁ ଦେଖିବା ମାତ୍ରେ ଏହି ଜନ୍ତୁ ସେମାନଙ୍କୁ ମାରି ସଙ୍ଗେ ସଙ୍ଗେ ଖାଇ ଦେଇଥାଏ।ଏହା ସହିତ ଏହାକୁ ମାରିବା ପାଇଁ କୁକୁର ଓ ବିଲୁଆ ଭଳି ଜନ୍ତୁ ମଧ୍ୟ ଡରନ୍ତି।ତେବେ ଏହି ଜୀବର ପାଟିରେ ଥିବା ଲାଳରେ ଏକ ଅଦ୍ଭୁତ ବିଷ ରହିଥାଏ।ଯାହା ଏତେ ଅଧିକ ବିଷାକ୍ତ ଯେ ଏହା କୌଣସି ବି ବ୍ୟକ୍ତି କିମ୍ବା ଜୀବର ଜୀବନ ନେଇ ଯାଇ ପାରେ।

ସେଥିପାଇଁ ଏହି ଜୀବକୁ ମାରିବା ପାଇଁ କୌଣସି ଅନ୍ୟ ଜନ୍ତୁ ସାହାସ କରନ୍ତି ନାହିଁ।ଏହା ସହିତ ଏହି ଜନ୍ତୁକୁ ମାରିବା ପାଇଁ କେବଳ ପେଚା ସାହାସ କରି ଥାଏ।କିନ୍ତୁ ଏହି ଜନ୍ତୁକୁ ପେଚା ଖାଇବା ପରେ ପେଚା ଭଳି ପକ୍ଷୀର ପେଟ ମଧ୍ୟ ଖରାପ ହୋଇ ଯାଇଥାଏ।ଯାହା ଫଳରେ ଏହି ଜୀବକୁ କୌଣସି ଅନ୍ୟ ଜନ୍ତୁ କିମ୍ବା ଅନ୍ୟ କୌଣସି ପକ୍ଷୀ ସାହାସ କରନ୍ତି ନାହିଁ।

ଏହା ସହିତ ଏହି ଜୀବର ଲାଳରେ ଏପରି ବିଷ ରହିଥାଏ ଯାହା ଅନ୍ୟ କୌଣସି ଜୀବ ଓ ପକ୍ଷୀକୁ ଆରାମରେ ମାରି ଦେଇ ପାରେ।ତେବେ ଚୁଚୁନ୍ଦ୍ରା କାମୁଡିବା ଫଳରେ ବ୍ୟକ୍ତିର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ।ଏହା ସହିତ ଚୁଚୁନ୍ଦ୍ରାର ମୁହଁରୁ ସେ ଏପରି ଏକ ଗନ୍ଧ ବାହାର କରୁଥାଏ ଯାହା ଫଳରେ ତା ପାଖକୁ ଅନ୍ୟ କୌଣସି ଜୀବ ପ୍ରବେଶ କରିବା ପାଇଁ ସାହାସ କରନ୍ତି ନାହିଁ।

ଏହା ସହିତ ଚୁଚୁନ୍ଦ୍ରାର ଆୟୁଷ ମୂଷା ଭଳି ଜୀବମାନଙ୍କ ଠାରୁ ପ୍ରାୟ ୫ ଗୁଣା ହୋଇଥାଏ।ଅର୍ଥାତ ଯେଉଁଠାରେ ମୂଷାର ଜୀବନକାଳ ୪ ବର୍ଷ ହୋଇଥାଏ।ସେହିଠାରେ ଗୋଟିଏ ଚୁଚୁନ୍ଦ୍ରାର ଜୀବନକାଳ ୨୦ ବର୍ଷ ବୟସ ହୋଇଥାଏ।ଏହା ସହିତ ଏହି ଜନ୍ତୁ ଅନେକ ଭୟଙ୍କର ମଧ୍ୟ ହୋଇଥାଏ।ଏହା ମଧ୍ୟ କୁହାଯାଏ କି କେଉଁଠାରେ ଚୁଚୁନ୍ଦ୍ରା ରହିଥାଏ ସେହି ସ୍ଥାନରେ ମାତା ଲକ୍ଷ୍ମୀଙ୍କ ବାସ ମଧ୍ୟ ହୋଇଥାଏ।

ଏହା ସହିତ ଆପଣଙ୍କ ଘରେ ଯଦି ଚୁଚୁନ୍ଦ୍ରା ରହିଛି ତେବେ ଆପଣ ତା ଠାରୁ ନିଜର ଖାଦ୍ୟକୁ ସଂକ୍ରମିତ ହେବାରୁ ବଞ୍ଚାନ୍ତୁ।କାରଣ ତାର ଲାଳ ବହୁତ ବିଷାକ୍ତ ହୋଇଥାଏ।ଏହା ସହିତ ଆପଣ ନିଜକୁ ସତର୍କ ରଖନ୍ତୁ କାରଣ ଚୁଚୁନ୍ଦ୍ରା କାମୁଡିବା ଫଳରେ ହାଇଡ୍ରୋଫୋବିଆ ନାମକ ଏକ ରୋଗ ହୋଇଥାଏ।

ଯାହା ଫଳରେ ମଣିଷର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ।ସେଥିପାଇଁ ଆପଣ ସତର୍କ ରୁହନ୍ତୁ।ଏହା ସହିତ ଏହା ମଧ୍ୟ କୁହାଯାଏ କି ଯଦି ଚୁଚୁନ୍ଦ୍ରା ଆପଣଙ୍କ ଘର ଚାରିପଟେ ଥରେ ବୁଲି ଆସେ ତେବେ ଆପଣଙ୍କ ଘରର ସମସ୍ତ ସମସ୍ୟା ଶେଷ ହୋଇଯିବ।ଏହା ସହିତ ଆପଣ ଆଗକୁ ଅନେକ ସଫଳତା ମଧ୍ୟ ପାଇବେ।

ଏହା ସହିତ ଏହା ମଧ୍ୟ ବିଶ୍ଵାସ ରହିଛି କି ଯେଉଁ ବ୍ୟକ୍ତି ଦୀପାବଳୀ ଦିନ ରାତିରେ ଚୁଚୁନ୍ଦ୍ରାକୁ ଦେଖୁଥାଏ ସେହି ବ୍ୟକ୍ତିର ଭାଗ୍ୟରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି।ଏହା ସହିତ ସେହି ବ୍ୟକ୍ତି ନିଜର ଆଗାମୀ ସମୟରେ ଅନେକ ସଫଳତା ପାଇବା ସହିତ ଅନେକ ଶୁଭ ଫଳ ମଧ୍ୟ ପାଇବାକୁ ଯାଉଛି।

Leave a Reply

Your email address will not be published. Required fields are marked *