ବାହାଘର ପରେ ଖୁସି ଖବର ଦେଲେ ସବ୍ୟ ଓ ଅର୍ଚିତା,ଘର ପୂଜା Scene ଦେଖିଲେ ଆପଣ ମଧ୍ୟ ହେଇଯିବେ ଖୁସି,ସବ୍ୟ ଙ୍କ ମା Susama ଏପରି କଲେ ସ୍ୱାଗତ

Spread the love

ତେବେ କିଛି ମାସ ତଳେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପରସ୍ପରକୁ ବିବାହ କରିଥିଲେ।ଏହି ଦୁଇଜଣଙ୍କ ବିବାହ ପାଇଁ ଅନେକ ଲୋକ ଖୁସି ହୋଇଥିଲେ।କାରଣ ଏହି ଦୁଇଜଣ ହେଉଛନ୍ତି ଓଡ଼ିଆ ଅଭିନୟ ଜଗତରେ ଏକ ପ୍ରସିଦ୍ଧ ଯୋଡ଼ି।ତେବେ ଏହି ଯୋଡ଼ି ଶେଷରେ ପରସ୍ପର ସହିତ ବିବାହ ବନ୍ଧନରେ ବାନ୍ଧି ହେବା ଫଳରେ ତାଙ୍କର ସମସ୍ତ ପ୍ରଶଂସକ ମାନେ ବହୁତ ଖୁସି ହୋଇଥିଲେ।ତେବେ ଏହି ଦୁଇଜଣ ଗତକାଲି ନିଜର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ।

ଯେଉଁଥିରେ ସବ୍ୟସାଚୀଙ୍କ ମାଆ ସେମାନଙ୍କୁ ପୂଜା କରିବା ସହିତ ସେମାନଙ୍କୁ ବାଡଉ ଥିଲେ।ହେବେ ଏହାକୁ ଦେଖି ଅନେକ ଲୋକ ଅନେକ ଉପଭୋଗ କରିଥିଲେ।ତେବେ ଗତକାଲି ଥିଲା ଷଠି ଓଷା।ଏହା ସହିତ ଏହି ଓଷାରେ ପ୍ରତ୍ୟେକ ମାଆ ନିଜର ପୁଅ ଓ ଝିଅମାନଙ୍କ ପାଇଁ ଏହି ଓଷା କରିଥାନ୍ତି।ସେମାନେ ନିଜର ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏହି ପୂଜା କରିଥାନ୍ତି।

ତେବେ ସେହି କାରଣରୁ ସବ୍ୟସାଚୀଙ୍କ ମାଆ ମଧ୍ୟ ତାଙ୍କର ପୁଅ ପାଇଁ ଏହି ଓଷା କରିଥିଲେ।ଏହା ସହିତ ସେ ଅର୍ଚ୍ଚିତାଙ୍କ ପାଇଁ ମଧ୍ୟ ଏହି ଓଷା କରିଥିଲେ।ତେବେ ସେ ନିଜର ପୁଅ ଓ ନିଜର ବୋହୂଙ୍କ ଏକ ଉଜ୍ବଳ ଭବିଷ୍ୟତର କାମନା ଭଗବାନଙ୍କ ପାଖରେ କରିଥିଲେ।ତେବେ ସୂଚନା ଅନୁସାରେ ଏହା ଥିଲା ସବ୍ୟସାଚୀଙ୍କ ଘରେ ତାଙ୍କର ବିବାହ ପରେ ତାଙ୍କର ପ୍ରଥମ ପୂଜା।

ତେବେ ଏହାକୁ ଅନେକ ଖୁସି ସହିତ ତାଙ୍କର ପରିବାରର ସମସ୍ତ ଲୋକ ପାଳନ କରିଥିଲେ।ତେବେ ଗତକାଲି ସେମାନଙ୍କ ସମ୍ପୂର୍ଣ୍ଣ ପରିବାର ଏକାଠି ହୋଇ ଏହି ପୂଜାକୁ ପାଳନ କରିଥିଲେ।ଏହା ସହିତ ତାଙ୍କର ପରିବାରର ସମସ୍ତେ ଏକାଠି ହୋଇ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଏକ ଉଜ୍ବଳ ଭବିଷ୍ୟତ କାମନା କରି ଥିଲେ।

ତେବେ ଏହି ଦୁଇଜଣ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେମାନଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ଅନେକ ମାତ୍ରାରେ ପସନ୍ଦ କରନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ଯୋଡ଼ି ମଧ୍ୟ ହୋଇ ପାରିଥିଲେ।

ତେବେ ସେମାନେ ପରସ୍ପର ସହିତ ବିବାହ ବନ୍ଧନରେ ବାନ୍ଧି ହେବା ପରେ ସେମାନଙ୍କ ସମସ୍ତ ପ୍ରଶଂସକ ମଧ୍ୟ ଅନେକ ଖୁସି ଥିଲେ।ତେବେ ଏହାପରେ ସେମାନେ ବର୍ତ୍ତମାନ ନିଜର ବିବାହ ପରେ କିଛି ସମୟ ପାଇଁ ଅଭିନୟ ଜୀବନରୁ ଦୂରେଇ ରହିଛନ୍ତି।କିନ୍ତୁ ତାଙ୍କର ସମସ୍ତ ପ୍ରଶଂସକ ଏହା ଚାହୁଁଛନ୍ତି କି ସେମାନେ ଏକାଠି ହୋଇ ପୂର୍ବଭଳି ଓଡ଼ିଆ ଅଭିନୟ ଜଗତକୁ ଆହୁରି ଅନେକ ଫିଲ୍ମ ଭେଟି ଦିଅନ୍ତୁ।

ତେବେ ଏହି ଯୋଡ଼ି ଏକାଠି ଅଭିନୟ କରି ଅନେକ ସୁପରହିଟ ଚଳଚ୍ଚିତ୍ର ଓଡ଼ିଆ ଅଭିନୟ ଜଗତକୁ ଦେଇ ସାରିଛନ୍ତି।ତେବେ ସେମାନେ ଗତକାଲି ଷଠି ପୂଜା ପାଳନ କରିବା ପରେ ନିଜର ମାଆଙ୍କ ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଛାଡିଛନ୍ତି।ଯାହାକୁ ଅନେକ ଲୋକ ବର୍ତ୍ତମାନ ପସନ୍ଦ କରି ସାରିଲେଣି।

Leave a Reply

Your email address will not be published. Required fields are marked *